ଔପଦା-୨୫-୦୭-ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞାୟତରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ପଜେଟିଭ ଚିହ୍ନଟ ଜଣକ ଜଣେ ମହିଳା (୫୫) ହୋଇଥିବା ବେଳେ ଲୋକାଲ କେଶ ବୋଲି ଜଣାଯାଇଛି ।
୨ ଦିନ ପୁର୍ବେ ତାଙ୍କର ଦେହ ହଠାତ ଅସୁସ୍ଥ ହୋଇପଡିବାରୁ ଚିକିସôା ପାଇଁ ବାଲେଶ୍ୱର ଜାଇଥିଲେ । ସେଠାରେ ତାଙ୍କର ନମୁନା ପରିକ୍ଷା ପରେ ତାଙ୍କର ପଜେଟିଭ ଥିବା ଜିଲ୍ଲା କୋଭିଟ-୧୯ ସୁଚନାରୁ ଜଣାଯାଉଛି ।
ଔପଦା ରେ ଦିନକୁ ଦି ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ସ୍ଥାନୀୟ ଅଞଳବାସୀଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଠି ହେଉଥିବା ଜଣାାଯାଇଛି ।