ଭୁବେଶ୍ୱର : ନିମାପଡ଼ା କଲେଜ ଛାତ୍ରୀ ଙ୍କୁ ପ୍ରାଂକ୍ କରୁଥିବା ୨ଯୁବକ ଙ୍କୁ ଝିଅ ମାନେ ଦେଲେ ଉଚିତ୍ ଶିକ୍ଷା। ଯୁବକ ମାନେ ଝିଅ ମାନଂକ ସହମତି ବିନା ମଜାଜ୍ କରିଥିଲେ । ଏହି ଘଟଣା ର ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ୍ ହୋଇଥିଲା । ଭାଇରାଳ ଭିଡିଓ ରେ ଦେଖିବାକୁ ମିଳିଥିଲା ଦୁଇ ଅଭିଯୁକ୍ତ ଯୁବକ ହାତ ଯୋଡ଼ି ଠିଆ ହୋଇଛନ୍ତି । ଉକ୍ତ ଭିଡିଓ ରେ ଦେଖିବାକୁ ମିଳିଥିଲା ଯେ ଛାତ୍ର ଦ୍ବୟ କାନଧରି ଉଠ ବସ ହୋଇଥିଲେ । ବର୍ତ୍ତମାନ୍ ଏହା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସାରା ରାଜ୍ୟ ସହିତ ଦେଶରେ ଚର୍ଚା ଚାଲିଛି ।