ଭୁବନେଶ୍ୱର, ୧୮ ଅଗଷ୍ଟ – କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ଯେ କୋବିଡରୁ ସୁସ୍ଥ ହେବା ପରେ ଅମିତ ଶାହ ପୁଣି ଥରେ ହସପିଟାଲରେ ଚିକିତ୍ସିତ ହେବାର ଖବର ଶୁଣି ମୁଁ ଚିନ୍ତିତ । ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି