Odisha news

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ହକୀ ବିଶ୍ଵ କପ୍ର ନିମନ୍ତ୍ରଣ ପତ୍ର ନେଇ ପହଂଚିଛନ୍ତି ଓଡ଼ିଶାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ

0

ଆଜି ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ହକୀ ବିଶ୍ଵ କପ୍ ର ନିମନ୍ତ୍ରଣ ପତ୍ର ନେଇ ପହଂଚିଛନ୍ତି ଓଡ଼ିଶାର ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ । ସେ ସେଠାରେ ପହଞ୍ଚିବା ପରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍. ରଙ୍ଗସ୍ବାମୀ ଙ୍କୁ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ଦେଇଥିଲେ ଓ ଓଡ଼ିଶାରେ ଏହି ହକି ବିଶ୍ଵ କପ୍ ଦ୍ଵିତୀୟ ଥର ଅନୁଷ୍ଠିତ ହେଉ ଥିବାର ଜଣାଇ ଥିଲେ । ଏହାକୁ ନେଇ ଶ୍ରୀ ରଙ୍ଗସ୍ଵାମି ନିଜର ମନ୍ତବ୍ୟ ରଖି କହିଥିଲେ ଯେ ଜଗନ୍ନାଥ ଧାମ ଓଡ଼ିଶା ରୁ ଆସି ମୋତେ ସାକ୍ଷାତ କରିବା ପାଇଁ କୌଣସି ଅନୁମତି ର ଆବଶ୍ୟକତା ନାହିଁ ।

Leave A Reply