Odisha news

ଲବଙ୍ଗ ତେଲ ପୁରୁଷ ମାନଙ୍କ ପାଇଁ ଖୁବ୍ ଉପୋଯୋଗି : ଏହିସବୁ ସମସ୍ୟା କୁ ଠିକ୍ କରିଥାଏ

0
ଶୀତଋତୁ ରେ ଲବଙ୍ଗ ତେଲ ର ବ୍ୟବହାର ଖୁବ୍ ହିତକର । ଏହା ଶରୀର କୁ ଗରମ୍ ରଖିବା ସହ ଶାରୀରିକ ଅକ୍ଷମତା ଦୂର କରିଥାଏ । ଲବଙ୍ଗ ତେଲ ପାଚନ ତନ୍ତ୍ର କୁ ଠିକ୍ କରିଥାଏ । ବିଶେଷ ଭାବରେ ଲବଙ୍ଗ ତେଲ ପୁରୁଷ ମାନଙ୍କ ପାଇଁ ଖୁବ୍ ହିତକର ।
* ଲବଙ୍ଗ ତେଲ ପୁରୁଷ ମାନଙ୍କ ର କାମ ଉତେଜକ ବଢାଇ ଥାଏ । ଯେଉଁ କାରଣରୁ ଏହା ପୁରୁଷ ମାନଙ୍କ ର ଇନ୍ ଫର୍ଟିଲିଟି ସମସ୍ୟା ଦୂର କରିଥାଏ ।
* ଲବଙ୍ଗ ତେଲ କ୍ୟାନ୍ସର୍ ର କୋସିକା ଗୁଡ଼ିକୁ ବଢ଼ି ବାରୁ ଅଟକାଇ ଥାଏ । ଏହା ପୁରୁଷ ମାନଙ୍କୁ ପ୍ରୋଟେଷ୍ଟ୍ କ୍ୟାନ୍ସର୍ ରୁ ରକ୍ଷା କରିଥାଏ । ଏହି ତେଲ ର ସୁଗନ୍ଧ ରେ ଥିବା ଫ୍ଲେବୋନାଏଡ ଓ ୟୁଯୋ ନାଲ୍ ଆପଣ ଙ୍କୁ କ୍ୟାନ୍ସର ଠାରୁ ଅଟକାଇ ରଖିଥାଏ ।
* ପୁରୁଷ ମାନଙ୍କ ପାଇଁ ଲବଙ୍ଗ ତେଲ ଖୁବ୍ ହିତକର ଏହା ପୁରୁଷ ମାନଙ୍କୁ ନିଶା ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ସିଗାରେଟ୍ ଓ ମଦ ଅଭ୍ୟାସ ଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି ତେବେ ଲବଙ୍ଗ ତେଲ ଦ୍ଵାରା ନିୟମିତ ହିଟ୍ ବାଥ୍ ନିଅନ୍ତୁ ।
* ଲବଙ୍ଗ ତେଲ ଗରମ୍ ହୋଇଥିବା କାରଣରୁ ଶରୀରକୁ ଶୀତଋତୁ ରେ ଗରମ୍ ପ୍ରଦାନ କରିଥାଏ । ଏହା ଶରୀରର ତାପ ମାତ୍ରାକୁ ବୃଦ୍ଧି କରିଥାଏ । ଯେଉଁ କାରଣରୁ ଆପଣ ଚିନ୍ତା ମୁକ୍ତ ରହି ପାରିବେ । ଯାହା ଆପଣଙ୍କୁ ଯୌନ ଶକ୍ତି ବୃଦ୍ଧି କରିବା ରେ ସାହାଯ୍ୟ କରିବ ।
Leave A Reply

Your email address will not be published.