Odisha news

ରାତିରେ ଶୋଇବା ପୁର୍ବରୁ ଆପଣାନ୍ତୁ ଏହିସବୁ ଅଭ୍ୟାସ, ଯାହା ଆପଣଙ୍କୁ ସୁସ୍ଥ ରଖିବା ସହିତ କରିବ ଦୀର୍ଘାୟୁ

0
ଆମେ ମାନେ ସମସ୍ତେ ସକାଳୁ ଉଠିଲା ମାତ୍ରକେ କିଛି ନା କିଛି ଭଲ ଅଭ୍ୟାସ କରି ଥାଉ । କିନ୍ତୁ ହୁଏତ ଆମ ଭିତରୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ରାତିରେ ମଧ୍ୟ କିଛିଟା ଭଲ ଅଭ୍ୟାସ କୁ ଆପଣାଇ ଆମେ ନିଜକୁ ସୁରକ୍ଷିତ ଓ ସୁସ୍ଥ ରଖି ପାରିବା । ଯାହାକୁ ଅନୁସରଣ କରିବା ଆମ ପକ୍ଷରେ ଖୁବ୍ ହିତକର ।
* ଶୋଇବା ପୁର୍ବରୁ ଦାନ୍ତ ଘଷିବା –
ଆପଣଙ୍କ ପାଇଁ ଏହା ଖୁବ୍ ଜରୁରୀ ଅଟେ ଯେ ଶୋଇବା ପୁର୍ବରୁ ଦାନ୍ତ ଘଷିବା ନିହାତି ଆବଶ୍ୟକ । ଏହା ଦ୍ଵାରା ମୁଖ ଗହ୍ଵର ରେ ହେଉଥିବା ବ୍ୟାକ୍ଟେରିଆ ହେବାରୁ ରକ୍ଷା ପାଇବେ ।
* ଶୋଇବା ପୁର୍ବରୁ ବହି ପଢନ୍ତୁ –
ଆପଣ ନିତିଦିନ ଶୋଇବା ପୁର୍ବରୁ ବହି ପଢ଼ିବା ନିହାତି ଜରୁରୀ ଅଟେ । ଏହା ଆମକୁ ବିଭିନ୍ନ ମାନସିକ ଚାପ ରୁ ରକ୍ଷା କରିବା ସହ ରକ୍ତଚାପ ନିୟନ୍ତ୍ରଣ କରିଥାଏ ।
* ଅଧ ରାତିରେ ନିଦ ଭାଙ୍ଗିଲେ ଆପଣାନ୍ତୁ ଏହି ଉପାୟ –
ବେଳେବେଳେ ରାତି ଅଧ ରେ ନିଦ ଭାଙ୍ଗି ଠିକ୍ ଭାବରେ ନିଦ ହୋଇ ନଥାଏ । ଯାହା ମଣିଷକୁ ଚିନ୍ତା ଗ୍ରସ୍ତ କରାଇ ଦେଇଥାଏ । ତେଣୁ ରାତିରେ ଯଦି ନିଦ ଭାଙ୍ଗି ଯାଉଚି ତେବେ ଗୋଟିଏ ନୋଟ୍ ବୁକ୍ ରେ ନିଜ ମନର କଥା ଲେଖନ୍ତୁ । ଯାହାଦ୍ଵାରା ଭଲ ନିଦ ହେବ ।
* ଶୋଇବା ପୁର୍ବରୁ ଗୋଟିଏ ଗ୍ଲାସ୍ ପାଣି ପିଅନ୍ତି – ପ୍ରତିଦିନ ଶୋଇବା ପୁର୍ବରୁ ଗୋଟିଏ ଗୋଟିଏ ଗ୍ଲାସ୍ ପାଣି ନିହାତି ପିଇବା ଆବଶ୍ୟକ । ଯେଉଁ କାରଣରୁ ଭଲ ନିଦ ହେବ ଓ ହୃଦ୍ ଘାତ ସମସ୍ୟା ଦେଖା ଦେଇଥାଏ ।
* ଜୀବନ ର ୩ଟି ସତ୍ୟ ଲେଖନ୍ତୁ –
ଯଦି ଜୀବନରେ ପଯିଟିଭ ଆଟିଚ୍ୟୁଟ୍ ରଖୁ ଛନ୍ତି ତେବେ ସବୁବେଳେ ପ୍ରତିଦିନ ଘଟି ଥିବା ଆପଣଙ୍କ ଜୀବନ ର ୩ଟି ସତ୍ୟ ଲେଖନ୍ତୁ । ଯାହା ଆପଣଙ୍କୁ ଜୀବନରେ ଉନ୍ନତି କରାଇବା ।
* ପ୍ରତିଦିନ ଶୋଇବା ପୁର୍ବରୁ ଗୋଟିଏ ଦୀର୍ଘ ନିଶ୍ବାସ ନେଇ କିଛିଟା ଭଲ କଥାକୁ ଜୀବନ ର ଚିନ୍ତା କରାନ୍ତୁ ଯାହାଦ୍ଵାରା ମନକୁ ଶାନ୍ତ ଦେବା ସହ ଭଲ ନିଦ କରାଇ ଥାଏ । ଏହା ଆପଣଙ୍କ ଜୀବନର ଗୋଟିଏ ସୁସ୍ଥ ଜୀବନ ଦେବା ସହ ଦୀର୍ଘାୟୁ କରିଥାଏ ।
Leave A Reply

Your email address will not be published.