Odisha news

ଭାରତରେ ବାମନ ଶିଶୁ ଅଧିକ ଜନ୍ମ ହେବାର ପଛର କାରଣ କଣ ?

0

ଗୋଟିଏ ଅଧୟନ ଅନୁସାରେ ଭାରତରେ ସମୁଦ୍ର ତଳରୁ ୨ହଜାର ମିଟର ରୁ ଅଧିକ ଉଚ୍ଚ ରେ ରହୁଥିବା ଲୋକେ ୫ବର୍ଷ ରୁ କମ ବୟସର ପିଲା ମାନଙ୍କ ଗ୍ରୋଥ ଠିକ ଭାବରେ ହୋଇନଥାଏ l ପିଲା ମାନଙ୍କ ମଧ୍ୟରେ ଏହି ବିପଦ ୪୦ ପ୍ରତିଶତ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ l ଏହାଛଡା ଏହି ଅଧୟନ ଅନୁସାରେ କ୍ରୋନିକ ମାଲନ୍ୟୁଟ୍ରିସନ କିମ୍ବା କୁ-ପୋଷଣ ର ଶିକାର ହେଉଥିବା ଦ୍ୱାରା ପିଲା ମାନଙ୍କର ବିକାଶ ରେ ବାଧା ଉପୁଜି ଥାଏ , ଯାହାକି ଭାରତରେ ଏହା ଗୋଟିଏ ବଡ଼ ଆହ୍ୱାନ ଭାବରେ ଦେଖା ଦେଇଛି l

= IANS ର ରିପୋର୍ଟ ଅନୁସାରେ ଏନଏନଇଡିପ୍ର ଗ୍ଲୋବାଲ ଇନଷ୍ଟିଚିୟୁଟ ଫର ଫୁଡ ନିୟୁଟ୍ରିସନ ଏଣ୍ଡ ହେଲ୍ଥ ର କାର୍ଯ୍ୟକାରୀ ନିର୍ଦେଶକ ପ୍ରଫେସର ଙ୍କ ମତରେ ଭାରତ ରେ ଚାଲିଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ରେ ଏହି କଥା ଜଣା ପଡିଛି ପିଲା ମାନଙ୍କ ନିକଟରେ ଆୟୋଡିନ ର କମି ଦେଖିବାକୁ ମିଳିଥିଲା ଯେଉଁ କାରଣରୁ ପୋଷଣ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇଥାଏ l ଯେଉଁ କାରଣରୁ ପିଲା ମାନଙ୍କ ହାଡ଼ ଅପ୍ରାକୃତିକ ଭାବରେ ବଢିଥାଏ l ଆୟୋଡିନ ଅଭାବରୁ ଗର୍ଭସ୍ଥ ସନ୍ତାନ ର ବିକାଶ ଠିକ ଭାବରେ ହୋଇପାରେ ନାହିଁ ଏବଂ ଶିଶୁ ବାମନ ହୋଇ ଜନ୍ମ ହୋଇଥାଏ l

= ବାମନ ହେବାର ଅନେକ କାରଣ ରହିଥାଏ, ଏହା ଅନେକ ସମୟ ରେ ପିତାମାତା ଙ୍କ ଉଚତା ଉପରେ ମଧ୍ୟ ନିର୍ଭର କରିଥାଏ l ଯାହାକୁ କି ଜେନେଟିକ କାରଣ ବୋଲି କୁହାଯାଇ ଥାଏ l କିଛିଟା ପିଲା ଜେନେଟିକ ଭାବରେ ବାମନ ହୋଇ ଥାଆନ୍ତି l

= ଯଦି ଶିଶୁ ଟି ଏଡକ୍ରାଇନ ଡ଼ିସ ଅର୍ଡର ଶିକାର ଅଟେ, ତେବେ ଶିଶୁ ଟି ନିକଟରେ ବାମନ ହେବାର ଲକ୍ଷଣ ଦେଖିବାକୁ ମିଳିଥାଏ l କାହିଁକି ନା ଏହି ସମସ୍ୟା ରେ ଆକ୍ରାନ୍ତ ଶିଶୁ ର ହାଡ଼ ଭୁଲ ଭାବରେ ବିକଶିତ ହୋଇଥାଏ, ତେଣୁ ବାମନ ହେବାର ସମସ୍ୟା ଦେଖା ଯାଇଥାଏ l

= ଯଦି ଶିଶୁଟି ର ଶରୀରର ଠିକ ଭାବରେ ବିକାଶ ହୋଇ ନଥାଏ ତେବେ ବାମନ ହେବାର ସମ୍ଭାବନା ରହିଥାଏ l ଅର୍ଥାତ ଶିଶୁ ମାନଙ୍କର ଠିକ ସମୟ ରେ ଠିକ ଭାବରେ ବିକାଶ ହେବା ଆବଶ୍ୟକ l  ସେଥିପାଇଁ ପୋଷାକ ଯୁକ୍ତ ଖାଦ୍ୟ ସବୁଠୁ ଜରୁରୀ ଏବଂ ଉଚିତ ମାତ୍ରାର ଭୋଜନ ର ମଧ୍ୟ ଆବଶ୍ୟକତା ରହିଛି l

Leave A Reply