Browsing Category
ଖେଳ
Sports
କପିଲ ଦେବଙ୍କୁ ହାର୍ଟ ଆଟାକ୍
ନୂଆଦିଲ୍ଲୀ, ୨୩ା୧୦ (ଏଜେନ୍ସି) : କିମ୍ବଦନ୍ତୀ ଭାରତୀୟ କ୍ରିକେଟର୍ କପିଲ ଦେବ ହାର୍ଟ ଆଟାକ୍ର ସମ୍ମୁଖୀନ ହୋଇଛନ୍ତି । ଚିକିତ୍ସା ପାଇଁ…
ସମ୍ମାନ ରଖିଲେ କୁରନ
ସାରଝା, ୨୩ା୧୦ (ଏଜେନ୍ସି) : ଆଇପିଏଲ୍ ୪୧ତମ ମ୍ୟାଚ୍ରେ ଗତ ସଂସ୍କରଣର ଉପବିଜେତା ଚେନ୍ନାଇ ସୁପର କିଙ୍ଗସ୍ର ଅସହାୟତା ପଦାରେ ପଡ଼ିଛି ।…
ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ କପିଳ ଦେବ ଆଜି ହୃଦଘାତ ପରେ ଦିଲ୍ଲୀର ଏକ ଘରୋଇ ହସପିଟାଲରେ…
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଖେଳାଳି କପିଳ ଦେବ ଆଜି ହୃଦଘାତର ଶିକାର ହୋଇଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କୁ…
ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍
ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ…
ହାଇଦ୍ରାବାଦର ଟାର୍ଗେଟ୍ ୧୫୫
ଦ ୁ ବ । ଇ , ୨ ୨ । ୧ ୦ ( ଏ େ ଜ ନ ୍ସି ) : ଆଇପିଏଲ୍ର ୪୦ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିଛି ରାଜସ୍ଥାନ ରୟାଲ୍ସ ।…
ବିନା ପୋଷାକ ପ୍ରାୟୋଜକରେ ଅଷ୍ଟ୍ରେଲିଆ ଯିବ ଭାରତ
ମୁମ୍ବାଇ,୨୨ା୧୦(ଏଜେନ୍ସି): ଆଗାମୀ ଡିସେମ୍ବରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳାଯିବାର ଅଛି । ଆଇପିଏଲ୍ ଶେଷ…
ଡିଭିଲିୟର୍ସଙ୍କ ୧୦୦ତମ କ୍ୟାଚ୍
ଆବୁଧାବୀ,୨୧ା୧୦(ଏଜେନ୍ସି): ଚଳିତ ଆଇପିଏଲ୍ର ୩୯ତମ ମ୍ୟାଚରେ ମିଷ୍ଟର ୩୬୦ ଭାବେ ପରିଚିତ ଏବି ଡିଭିଲିୟର୍ସ ଆଇପିଏଲ୍ର ୧୦୦ତମ କ୍ୟାଚ୍…
ଆଇପିଏଲ୍ରେ ସିରାଜଙ୍କ ପ୍ରଥମ ଡବଲ ମେଡେନ୍ ଓଭର
ଆବୁଧାବୀ,୨୧ା୧୦(ଏଜେନ୍ସି): ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଦ୍ରୁତ ବୋଲର ମହମ୍ମଦ ସିରାଜ ବୁଧବାର ଆଇପିଏଲ୍ରେ ନୂଆ ଇତିହାସ ରଚିଛନ୍ତି ।…
କୋଲକାତା ୮୪/୮, ବାଙ୍ଗାଲୋର ୭୭/୨
ଆବଧୁ ।ବୀ,୨୧ା୧୦(ଏଜେନ)ି୍ସ : ଆଇପିଏଲ୍ ପଏଣ୍ଟ ଟେବୁଲ ଆଇପିଏଲ୍ର ୩୯ତମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିଥିଲା କୋଲକାତା…
କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା
ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲ୍ର ୩୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ…