Odisha news

ମାତ୍ର୍ ଗୋଟିଏ ଗଛ ବଦଳାଇ ଦେବ ଆପଣଙ୍କ ଭାଗ୍ୟ, ଆଣିଥାଏ ଜୀବନ ରେ ଧନ ସମୃଦ୍ଧି

0
ଅରଖ ଗଛ ହେଉଛି ଭଗବାନ ଗଣେଶ ଙ୍କ ର ବାସ ହୋଇଥାଏ l ଏହାଛଡା ଏହା ମହାଦେବ ଙ୍କ ର ମଧ୍ୟ ଖୁବ ପ୍ରିୟ ଅଟେ l ଅରଖ ଗଛ କୁ ଘରେ ଲଗାଇବା ଖୁବ ଶୁଭ ହୋଇଥାଏ l ଅରଖ ଗଛ ର ଅନେକ ମହତ୍ୱ ରହିଛି l ଅରଖ ଗଛ ନିଜ ବଗିଚା ରେ ଲଗାଇବା ଦ୍ୱାରା ଜୀବନ ର ସମସ୍ତ ଅସୁବିଧା ଦୂର ହୋଇଥାଏ l
* ଅରଖ ଫୁଲ ମହାଦେବ ଙ୍କୁ ସମର୍ପଣ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ରେ ଆଗମନ ହୋଇଥାଏ l ଏହାଦ୍ୱାରା ଶନି ଦେବ ଙ୍କ କୃପା ଲାଭ ହୋଇଥାଏ l
* ଅରଖ ଫୁଲ ଶିବ ଲିଙ୍ଗ ରେ ସମର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l ଶ୍ୱେତ ଅର୍କ ଜୀବନ ରେ ସମୃଦ୍ଧି ଆଣି ଥାଏ l ଏହାଛଡ଼ା ଶ୍ୱେତ ଅର୍କ ର ମୁଳ ରେ ପ୍ରକ୍ରୁତିକ ଭାବରେ ଗଣପତି ଙ୍କ ମୁର୍ତ୍ତି ତିଆରି ହୋଇଥାଏ l
* ଶ୍ୱେତ ଅର୍କ ରେ ପ୍ରସ୍ତୁତ ଗଣେଶ ଙ୍କ ମୂର୍ତ୍ତି କୁ ଘରେ ସ୍ଥାପନା କରିବା ଦ୍ୱାରା ଘରର ସମସ୍ତ ବିଘ୍ନ ଦୂର ହୋଇଥାଏ l
* ଶ୍ୱେତ ଅର୍କ ଗଣପତି ଙ୍କ ର ପୂଜା ଯେଉଁ ଘରେ ନିୟମିତ ପୂଜା କରାଯାଇ ଥାଏ ସେହି ଘରେ ସମସ୍ତ କାର୍ଯ୍ୟ ରେ ସଫଳତା ଲାଭ ହୋଇଥାଏ l
* ଯଦି ଧନ ସମ୍ବନ୍ଧୀୟ ସମସ୍ୟା କିଛି ରହିଛି ତେବେ ଘରର ମୁଖ୍ୟ ଦ୍ୱାରରେ ଗୋଟିଏ କଳା କପଡା ରେ ଅରଖ ଗଛର ଚେର ଟାଙ୍ଗି ଦିଅନ୍ତୁ l
* ଯଦି ଦେହ ସବୁବେଳେ ଛୋଟ ପିଲା ଙ୍କ ର ଅସୁସ୍ଥ ରହୁଛି ତେବେ ରବି ପୁଷ୍ୟା ଯୋଗ ରେ ଅରଖ ଗଛ ଲଗାଇବା ଉଚିତ l
* ଯଦି ଘରେ ଶାନ୍ତି ଚାହୁଁଛନ୍ତି ତେବେ ଘରେ ଗୋଟିଏ ନାଲି କପଡା ରେ ଅରଖ ଗଛ ର ଚେର କୁ ବାନ୍ଧି ରଖନ୍ତୁ l ଏହା ଜୀବନ ର ସମସ୍ତ କଷ୍ଟ ଦୂର କରିଥାଏ l
Leave A Reply