Odisha news

ଦେହରେ ନିଆଁ ଲଗାଇ ପ୍ରେମ ନିବେଦନ

0

ଲଣ୍ଡନର ଷ୍ଟଣ୍ଟମ୍ୟାନ୍‌ ରିକି ଏସ୍‌ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନାଙ୍କୁ ପ୍ରପୋଜ କରିବା ପାଇଁ ଭୟାନକ କାରନାମା କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ସେ ନିଜ ଶରୀରରେ ନିଆଁ ଲଗାଇ ପ୍ରେମିିକାକୁ ପ୍ରେମ ନିବେଦନ କରିଛନ୍ତି । ତାଙ୍କର ଏ ଭିଡିଓ ସୋସାଲ୍‌ ମିଡିଆରେ ଭାଇରାଲ ହେଉଛି । ବାହାଘର ପ୍ରପୋଜ ପାଇଁ ଏଭଳି ତରିକା ଗ୍ରହଣ କରିଥିବା କହିଛନ୍ତି ରିକି । ତେବେ ସେ ଜଣେ ପ୍ରଫେସନାଲ ଷ୍ଟଣ୍ଟମ୍ୟାନ୍‌ ହୋଇଥିବାରୁ ଏହାର ସମସ୍ତ ପ୍ରସ୍ତୁତି କରିଥିବାରୁ ତାଙ୍କୁ କୌଣସି କ୍ଷତି ପହଞ୍ଚି ନାହିଁ । ରିକି ଓ କ୍ୟାଟ୍ରିନାଙ୍କ ପ୍ରେମ ଅନ୍‌ଲାଇନ୍‌ରୁ ହଁ ଆରମ୍ଭ ହୋଇଥିଲା ।

Leave A Reply