Odisha news

ବ୍ଲଡ୍‌ ସୁଗର୍‌ ନିୟନ୍ତ୍ରଣ କରେ ଡାଲଚିନି

0

♦ ଯଦି ଆପଣ ଡାଇବିଟିସ୍‌ ରୋଗୀ, କ୍ଳାନ୍ତି ଅନୁଭବ, ମୁଣ୍ଡ ବୁଲାଇବା ଓ ବେହୋସ ହେବା ଏସବୁ ବ୍ଲଡ୍‌ ସୁଗରର ଲକ୍ଷଣ ବୋଲି ବୁଝିବେ । ମସଲାରେ ଡାଲଚିନି ମିଶାଇ ଖାଆନ୍ତୁ, ବ୍ଲଡ୍‌ ସୁଗର୍‌ ନିୟନ୍ତ୍ରିତ ହେବ । ତେବେ ଡାଏଟ୍‌ରେ ଖୁବ୍‌ କମ୍‌ ଡାଲଚିନି ସାମିଲ କରନ୍ତୁ। ଆବଶ୍ୟକତା ଠାରୁ ଅଧିକ ଡାଲଚିନି ଖାଇବା ଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ । ଏଥିରେ ମହଜୁଦ ସିନେମଲଡିହାଇଡ୍‌ ଗଳାରେ ଜ୍ୱଳନ ବଢ଼ାଇପାରେ ।
♦ ଡାଲଚିନିରେ ଅଧିକ ମାତ୍ରାରେ କ୍ୟାମାରିନ୍‌ ରହିଥାଏ । ଅଧ୍ୟୟନରୁ ଜଣାପଡ଼ିଛି ଅଧିକ କ୍ୟାମାରିନ୍‌ ଖାଇବା ଦ୍ୱାରା ଲିଭର୍‌ ଖରାପ ହେବା ଆଶଙ୍କା ବଢ଼ିପାରେ ।
♦ ହାର୍ଟ ସମସ୍ୟା ଥିବା ବ୍ୟକ୍ତି ଡାଲଚିନି ଅଧିକ ଖାଇବା ଉଚିତ ନୁହେଁ । କାରଣ ଡାଲଚିନି ହାର୍ଟ ରେଟ୍‌ ବଢ଼ାଇଥାଏ ।

Leave A Reply