Odisha news

ବିଜେପିରେ ମିଶିଲେ କଂଗ୍ରେସ ନେତା

0

ଭଦ୍ରକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଜିଲାର ବାସୁଦେବପୁର କଂଗ୍ରେସର ଜଣେ ଟାଣୁଆ ନେତା ତଥା ଯୁବ କଂଗ୍ରେସର ସାଧାରଣ ସଂପାଦକ କୃପାସିନ୍ଧୁ ଦାସ (ରାଜୁ) ଆଜି ବିଧିବଦ୍ଧ ଭାବେ ଧାମନଗରର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଉକ୍ତ ମିଶ୍ରଣରେ ବାସୁଦେବପୁର ଭାଜନା ଯୁବନେତା ଉଦୟ ନାରାୟଣ ମଲ୍ଲିକ, ମହେଶ୍ୱର ଧଳ, ରାଜେନ୍ଦ୍ର ବାରିକ, ତାଜୁ ଖାଁ, ବିଭୂତି ପାଣିଗ୍ରାହୀ, ମହମ୍ମଦ ଅଲ୍ଲୀ ସବର ପ୍ରମୁଖ ଉପସ୍ଥିତ ରହିବା ସହିତ କୃପାସିନ୍ଧୁ ଦାସଙ୍କୁ ବାସୁଦେବପୁର ଭାଜପା ପକ୍ଷରୁ ସ୍ୱାଗତ କରିଥିଲେ ।

Leave A Reply