ଆସନ୍ତାକାଲି ୨୦ ତାରିଖସକାଳ ୯ଟାରେ ଭୁବନେଶ୍ୱରରୁ ଏକ ପଦଯାତ୍ରା ପରୀରଗାଁ ନୟାଗଡଜିଲ୍ଲା ଯଦୁପୁରକୁ ପଦଯାତ୍ରାକରିବ
ରାଜ୍ୟସଭାପତିଶ୍ରୀସମୀରମହାନ୍ତିଙ୍କନେତୃତ୍ୱରେ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ପଦଯାତ୍ରାରେଯୋଗ ଦେବେମହିଳାମୋର୍ଚ୍ଚାରାଷ୍ଟ୍ରୀୟ ଅଧ୍ୟକ୍ଷାଶ୍ରୀମତୀଭନିତାଶ୍ରୀନିବାସନ
ପରୀହତ୍ୟାକାଣ୍ଡଘଟଣାରସିବିଆଇ ତଦନ୍ତ ଏବଂ ପ୍ରଭାବିତକରୁଥିବା ପ୍ରଭାବଶାଳୀମନ୍ତ୍ରୀ ଅରୁଣସାହୁଙ୍କବହିଷ୍କାରଏହି ପଦଯାତ୍ରାରମୁଖ୍ୟ ପ୍ରସଙ୍ଗହେବ
ଏହି ଆନେ୍ଦାଳନରେସମାଜରସମସ୍ତବର୍ଗ, ସାମାଜିକକର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ,
ଛାତ୍ରନେତାଏବଂବିଭିନ୍ନବର୍ଗରନେତୃବୃନ୍ଦଙ୍କସହସାଧାରଣଜନତାସାମିଲହେବାପାଇଁରାଜ୍ୟସଭାପତିଶ୍ରୀସମୀରମହାନ୍ତିଙ୍କଅପିଲ୍
ଭୁବନେଶ୍ୱର,ତା.୧୯/୧୨:ଚଳିତମାସ ୫ ତାରିଖରୁ ଆଜିକୁ ୧୫ ଦିନ ହେଲା ‘ପରୀ’କୁ ନ୍ୟାୟ ପାଇଁ ନୟାଗଡଜିଲ୍ଲାପାଳଙ୍କକାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାକରାଯାଉଛି । ଏହି ଧାରଣାଟି ଧିରେ ଧିରେଗୋଟିଏବଡ ଆନେ୍ଦାଳନରେ ପରିବର୍ତିତହୋଇଛିାଭାରତୀୟଜନତାପାର୍ଟିରାଜ୍ୟରସମସ୍ତ୧୪୭ଟି ବିଧାନସଭାରେ ପଦଯାତ୍ରାକରିଏହିଆନେ୍ଦାଳନକୁଆହୁରୀତୀବ୍ରତରକରିଛି । ପରୀସମେତରାଜ୍ୟରେ ନିଖୋଜ ୫ ହଜାରରୁଉଦ୍ଧ୍ୱର୍ ନିଖୋଜଶିଶୁଙ୍କୁ ନ୍ୟାୟ ପାଇଁ ଆସନ୍ତାକାଲିଠୁ ୫ ଦିନିଆ ପରୀକୁ ନ୍ୟାୟ ପାଇଁ ପଦଯାତ୍ରା ଅନୁଷ୍ଠିତହେବ । ଆସନ୍ତାକାଲି ୨୦ ତାରିଖସକାଳ ୯ଟାରେ ଭୁବନେଶ୍ୱରରୁଏକ ପଦଯାତ୍ରା ପରୀରଗାଁ ନୟାଗଡଜିଲ୍ଲାଯଦୁପୁରକୁ ପଦଯାତ୍ରାକରିବ । ଏହି ପଦଯାତ୍ରାଲିଙ୍ଗରାଜମନ୍ଦିରରୁ ଆରମ୍ଭ ହୋଇ ଆଗାମୀ ୫ ଦିନରେ୯୮କିଲୋମିଟର ଯାତ୍ରାକରି ଯଦୁପୁରଟାରେ ପହଂଚିବବୋଲିରାଜ୍ୟମୁଖପାତ୍ର ଡ.ଯତୀନ ମହାନ୍ତିକହିଛନ୍ତି ।
ଆଜିରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ଡ.ମହାନ୍ତିକହିଛନ୍ତି ଯେ, ଏହି ପଦଯାତ୍ରାଦିନକୁ ପାଖାପାଖି ୨୦କିଲୋମିଟର ହେବଏବଂ ଏଥିରେଭାରତୀୟଜନତାପାର୍ଟିରସମସ୍ତଶୀର୍ଷନେତୃତ୍ୱବିଭିନ୍ନ ପର୍ଯ୍ୟାୟରେଭାଗନେବେ । ପ୍ରଥମ ଦିନ ଏହି ପଦଯାତ୍ରାଲିଙ୍ଗରାଜମନ୍ଦିରଠାରୁ ଆରମ୍ଭ ହୋଇଜାଆଁଳା ପର୍ଯ୍ୟନ୍ତ ଯିବା ସେହିପରି ଦ୍ୱିତୀୟ ଦିନରେଜାଁଳାରୁସାରୁଅ, ତୃତୀୟ ଦିନରେସାରୁଅରୁବୋଲଗଡ, ଚତୁର୍ଥ ଦିନରେବୋଲଗଡରୁଇଟାମାଟିଏବଂଶେଷ ତଥା ପଂଚମ ଦିନରେଇଟାମାଟିରୁ ପରୀରଗାଁ ଯଦୁପୁରଠାରେ ପହଂଚିବ ।ଏହି ଯାତ୍ରାରେଭାରତୀୟଜନତାପାର୍ଟିରରାଜ୍ୟ ତଥା ରାଷ୍ଟ୍ରୀୟସ୍ତରୀୟନେତୃବୃନ୍ଦ ଭାଗନେବେ ।
ରାଜ୍ୟସଭାପତିଶ୍ରୀସମୀରମହାନ୍ତିଙ୍କନେତୃତ୍ୱରେ ଆସନ୍ତାକାଲି ଆରମ୍ଭ ହେବାକୁ ଥିବାଏହି ପଦଯାତ୍ରାରେମହିଳାମୋର୍ଚ୍ଚାରାଷ୍ଟ୍ରୀୟ ଅଧ୍ୟକ୍ଷାଶ୍ରୀମତୀଭନିତାଶ୍ରୀନିବାସନ ସାମିଲହେବେ ।ତାହାପରେରାଜ୍ୟନେତୃତ୍ୱଏବଂରାଷ୍ଟ୍ରନେତୃତ୍ୱ ପର୍ଯ୍ୟାୟକ୍ରମେଏହି ପଦଯାତ୍ରାରେଭାଗନେବେଏହି ଆନେ୍ଦାଳନ ସହିତ ନୟାଗଡରେ ଆନେ୍ଦାଳନ ମଧ୍ୟ ଚାଲୁରହିବଏବଂଶେଷ ଦିନରେସମସ୍ତେଏକାଠିହୋଇ ଯଦୁପୁରରେବଡସଭାଅନୁଷ୍ଠିତହେବାସହ ପରୀରବାପା,ମାଙ୍କୁଭେଟିବୁବୋଲିଡ.ମହାନ୍ତିସୁଚନା ଦେଇଛନ୍ତି ।
ପରୀସମେତରାଜ୍ୟର ୫ ହଜାରରୁଉଦ୍ଧ୍ୱର୍ ନିଖୋଜଶିଶୁଙ୍କମାଁମାନଙ୍କୁ ନ୍ୟାୟ ଦେବା ପାଇଁ ଦାବୀକରାଯାଇଥିବା ଦୁଇଟିମୁଖ୍ୟ ଦାବୀ ଯଥା, ଘଟଣାରସିବିଆଇ ତଦନ୍ତ ଏବଂ ପ୍ରଭାବିତକରୁଥିବା ପ୍ରଭାବଶାଳୀମନ୍ତ୍ରୀ ଅରୁଣସାହୁଙ୍କବହିଷ୍କାରଏହି ପଦଯାତ୍ରାରମୁଖ୍ୟ ପ୍ରସଙ୍ଗହେବବୋଲିଡ.ମହାନ୍ତିକହିଛନ୍ତି ।
ଏହି ଆନେ୍ଦାଳନ ଏକ ଜନସଚେତନତା ଆନେ୍ଦାଳନ ହେବଏବଂଏହି ଆନେ୍ଦାଳନରେସମାଜରସମସ୍ତବର୍ଗ, ସାମାଜିକକର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତାଏବଂବିଭିନ୍ନବର୍ଗରନେତୃବୃନ୍ଦଙ୍କସହସାଧାରଣଜନତାସାମିଲହେବା ପାଇଁରାଜ୍ୟସଭାପତିଶ୍ରୀସମୀରମହାନ୍ତିସମସ୍ତଙ୍କୁ ଅପିଲ୍କରିଛନ୍ତିଡ.ମହାନ୍ତିସୁଚନା ଦେଇ କହିଛନ୍ତି ।