ପୋଲସରା।(ରଂଜୟ ପାଣିଗ୍ରାହ୍ୟ) : ବିଜେପି ପୂର୍ବରୁ ଦାବି କରି ଆସୁଛି ଗଂଜାମ ଜ଼ୀଲା ରେ ଦୁଇଜଣ ବିଧାୟକ ତଥା ସୋରଡା ଓ ପୋଲସରା ଏମାନେ ଗୋପଲପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଅତି ଘନିଷ୍ଟ ର ସୁବିଧା ନେଇ ବିଭିନ୍ନ ଅନଇତିକ ଭାବେ କାଯ୍ୟ ମନ ହାସଲ କରିନେଇ ମୁନାଫା ହାସଲ କରି ଅଳ୍ପ ଦିନରେ ବଡ଼ଲୋକ ହୋଇପାରିଛନ୍ତି। ଯାହାକି ସରକାର ଙ୍କ ଗୁମର ପ୍ରଦୀପ ପାଣିଗ୍ରାହୀ ଖୋଲିଦେବା ପରେ ସରକାର ଙ୍କ ମୁଣ୍ଡ ବଥା ହୋଇଥିଲା।ଯାହା ଫଳରେ ଆକାଶ ପାଠକଙ୍କ କେଶରେ ଆଙ୍କୁ ପରିସର କରି ଇଡି ମାଧ୍ୟମରେ ତଦନ୍ତ ଆରମ୍ଭା କରାଇ ଅର୍ଥ ବେନିୟମ ମାମଲା ରେ ଗିରଫ କରାଯାଇଅଛି । ଯାହା ଫଳରେ ଲୋକମାନଙ୍କ ସହ ବିଭିନ୍ନ ରାଜନୈତିକ ଦଳର ଅଭିଯୋଗପ୍ରକରେ ଭିଜିଲାନ୍ସ ପାଖରେ ଏ ଦୁଇ ବିଧାୟଙ୍କ କଳ କାରନାମ ପହଁଚିବନେଇ ଭିଜିଲାନ୍ସ ଖୋଲତାଡ଼ ଆରମ୍ଭାକୁ ନେଇ ।ଆ ଜି ବିଜେପି ସୋରଡା ତଥା ନୀଳମଣି ବିଷୋୟୀ ଙ୍କ ଆବାହକ କ୍ରମେ ଆଜି ସୋରଡା ଠାରେ ଆଇନ ଜମି ହତେଇଥିବା ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ବାଇଁଙ୍କୁ ତଦନ୍ତ ପରିସର ଭୁକ୍
ଦାବିରେ ଆଜି ଭାରତୀୟ ଜନତା ପାର୍ଟି ଘୁମୁସର ପକ୍ଷରୁ ଏକ ପ୍ରତିବାଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପୂର୍ଣ୍ଣ ସ୍ବାଇଁଙ୍କ କୁସପୁତ୍ତଳିକା ଦାହ କରିବା ସହ ସୋରୋଡା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଗଲା । ଏଥିରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଉପସଭାପତି ପ୍ରଭାକର ପଣ୍ଡା, ସୋରୋଡ଼ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣ ବିଷୋୟୀ, ରଞ୍ଜନ ପୋଲାଇ, ରଞ୍ଜନ ରାଉତଙ୍କ ସମେତ ଅନେକ ସ୍ଥାନୀୟ ନେତା ଉପସ୍ଥିତ ଥିଲେ ।