Odisha news

ଓଡିଶାରେ ନିର୍ଦ୍ଦିଷ୍ଟ ନିମ୍ନପଦସ୍ତ ଅଧିକାରୀଙ୍କ ଦ୍ୱାରା ରାଜନୈତିକ ଜନମତକୁ ଚଂଚକତା ସହ ହରଣ କରିବାର ପ୍ରୟାସ : ଅପରାଜିତା ଷଡଙ୍ଗୀ

0
 ଓଡ଼ିଶାରେ ଶାସନ ବ୍ୟବସ୍ଥା ହାଇଯାକ ହୋଇଛି
 ମନ୍ତ୍ରୀ, ବିଧାୟକଙ୍କୁ ଦାସତ୍ବ ସ୍ୱୀକାର କରିବାକୁ ପଡ଼ିଛି
 ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରୀ ଛାଡି ମଇଦାନକୁ ଆସ
 ଯୋଜନାଭିତ୍ତିକ ଭାବେ ଓଡ଼ିଶାର ଦୀର୍ଘକାଳୀନ ବିକାଶକୁ ବିପଥଗାମୀ କରି ରାଜ୍ୟର ସମୃଦ୍ଧି ଏବଂ ଭବିଷ୍ୟତକୁ ଘନ ଅନ୍ଧକାର ମଧ୍ୟକୁ ଠେଲି ଦିଆଯାଉଛି
ଭୁବନେଶ୍ୱର, ତା.୧୭/୦୬: ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ସଂସଦୀୟ କ୍ଷେତ୍ରରେ ବୁଲିଲା ବେଳେ ଜନସାଧାରଣଙ୍କ ଗୋଟିଏ ପ୍ରଶ୍ନ ଯେ, ଓଡ଼ିଶାରେ ଆମେ ବାଛିଥିବା ଏବଂ ଆମ ଦ୍ୱାରା ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଶାସନ କରୁଛନ୍ତି ନା ଏହା ନିର୍ଦ୍ଧିଷ୍ଟ ସରକାରୀ ବାବୁମାନଙ୍କ ଚଞ୍ଚକତାର ଶିକାର ହୋଇ ସାରିଛି ? ବର୍ତ୍ତମାନ ପର‌୍ୟ୍ୟନ୍ତ ଏ ବିଷୟ ନେଇ ମୁଁ କୌଣସି ଆଲୋଚନା ବା ମନ୍ତବ୍ୟ ପ୍ରଦାନ କରିନଥିଲି । କାରଣ  ଜଣେ ନିର୍ଦ୍ଧିଷ୍ଟ  ସରକାରୀ କର୍ମଚାରୀଙ୍କ ବିଷୟରେ ମୁଁ ଲୋକ ପ୍ରତିନିଧି ଭାବେ ଉଲ୍ଲେଖ କରିବା ଉଚିତ ମନେ କରୁନଥିଲି । କିନ୍ତୁ ବର୍ତ୍ତମାନ ଏହି ନିର୍ଦ୍ଧିଷ୍ଟ ସମସ୍ୟା ରାଜ୍ୟରେ ଏତେ ବ୍ୟାପକ ଭାବେ କାୟା ବିସ୍ତାର କରିଛି ଯେ, ରାଜ୍ୟ ବାହାରେ ମଧ୍ୟ ଏହାର ଆଲୋଚନା ଆରମ୍ଭ ହେଲାଣି ଏବଂ ଏହା ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟରେ ପରିଣତ ହେଲାଣି । ଏହା ଓଡ଼ିଆମାନଙ୍କ ଆତ୍ମସମ୍ମାନ ଉପରେ କୁଠାରଘାତ ବୋଲି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
ଆଜି ରାଜ୍ୟ କାର‌୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଆମେ ସମସ୍ତେ ଜାଣିଛେ ଭାରତରେ ସମ୍ବିଧାନ ଅନୁଯାୟୀ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଜନସାଧାରଣଙ୍କ ଆବଶ୍ୟକତା ଏବଂ କଲ୍ୟାଣ ପାଇଁ ନିୟମ ପ୍ରଣୟନ କରିବା ଏବଂ ଏହାର ସଫଳ ରୂପାୟନ ପାଇଁ ପ୍ରୟାସ କରିଥାନ୍ତି ।  ସାମାଜିକ ଏବଂ ଅର୍ଥନୈତିକ ବିକାଶ ସୁନିଶ୍ଚିତ କରିବା ଆଇନ ଶୃଙ୍ଖଳା ପରି ବିଭିନ୍ନ ବିଷୟକୁ ପରିଚାଳନା କରିବା ନିର୍ବାଚିତ ପ୍ରତିନିଧିମାନଙ୍କର ଦାଇତ୍ୱ ଅଟେ । ମୋର ଡଷବଗ୍ଧଗ୍ଦବକ୍ଟ୍ରକ୍ଟ୍ର ଘକ୍ଟ ରେ ମୁଁ ବହୁ ଫୋଟ ଏବଂ ଭିଡିଓ ଜନସାଧାରଣଙ୍କ ଠାରୁ ପାଉଛି ଯେଉଁଥିରେ ନିର୍ଦ୍ଧିଷ୍ଟ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀ ରାଜ୍ୟ ସାରା ସରକାରୀ ଉଡ଼ାଜାହାଜରେ ବୁଲୁଛନ୍ତି, ପ୍ରାୟୋଜିତ ଭାବେ ପ୍ରସ୍ତୁତ ହୋଇଥିବା ସମ୍ବର୍ଦ୍ଧନା ଗ୍ରହଣ କରୁଛନ୍ତି, ଜନସଭାକୁ ସମ୍ବୋଧନ ଦେଉଛନ୍ତି, ସରକାରଙ୍କ ନୂତନ ଯୋଜନା ଘୋଷଣା କରୁଛନ୍ତି ଏବଂ ନିଜେ ଏହାର ଯଥାର୍ଥତା ଦର୍ଶାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବୋଲି ଯୁକ୍ତି ବାଢ଼ୁଛନ୍ତି । ଓଡିଶାର ଗୌରବମୟ ଇତିହାସରେ କେବେ ଆଖି ଆଗକୁ ଆସି ନଥିବା ପରି ଘଟଣା ଘଟୁଛି  ଯାହା ସମ୍ପୂର୍ଣ ଭାବେ  ଅସ୍ୱାଭାବିକ  ଏବଂ ନିୟମ କାନୁନ ସମ୍ମତ ନୁହେଁ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।
ସର୍ବପ୍ରଥମେ ବିଷୟ ହେଉଛି ଯେ, ଏବେ ଆମ ଓଡ଼ିଶାରେ ନିର୍ବାଚିତ ଜନ ପ୍ରତିନିଧିମାନେ ନେତୃତ୍ୱ ନେଉଛନ୍ତି ନା ସମ୍ପୂର୍ଣ ଶାସନ ବ୍ୟବସ୍ଥା ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ୱାରା ହରଣ ହୋଇ ସାରିଛି ? ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ଜଣେ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଏବଂ ଯୋଜନା ଘୋଷଣା କରିବା ପାଇଁ ବିଧିବଦ୍ଧ ଭାବେ ଅଧିକାର ପ୍ରଦାନ କରିଛନ୍ତି କି ? ଏହି କାର‌୍ୟ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି କି ?  କେତକ ସ୍ଥାନରେ ନିର୍ବାଚିତ ସାଂସଦ, ବିଧାୟକମାନଙ୍କୁ ଫୁଲତୋଡ଼ା ଧରି ନିମ୍ନପଦସ୍ତ ସରକାରୀ ସଚିବସ୍ତରର ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି କି ? ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ଫୋଟରେ ଆସ୍କା ବିଧାୟକ ନିର୍ଦ୍ଧିଷ୍ଟ ନିମ୍ନପଦସ୍ତ ସଚିବ ସ୍ତରୀୟ ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ହିଞ୍ଜିଳିକାଟୁରେ ଉପସ୍ଥିତ ଥିଲେ ଏବଂ କାରରୁ ବାହାରିବା ସମୟରେ ଫୁଲତୋଡ଼ା ଦେଇ ନିମ୍ନପଦସ୍ଥ ସରକାରୀ କର୍ମଚାରୀଙ୍କୁ ସ୍ୱାଗତ କରିଥିଲେ । ଶାସକ ଦଳର ବିଧାୟକ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ନିଜ ଠାରୁ ନିମ୍ନ ପଦସ୍ତ ଆଧିକାରୀଙ୍କୁ ସ୍ୱାଗତ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଏବଂ ସ୍ୱାଗତ କରିବା ଏକ ସାଧାରଣ କଥା କି ? ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ବିଷୟ ନେଇ ଉକ୍ତ ନିମ୍ନପଦସ୍ତ ସଚିବଙ୍କୁ ସାମ୍ବିଧାନିକ ପ୍ରାଥମିକତା କ୍ରମ (ଙକ୍ସୟରକ୍ସ କ୍ଟଲ ଚକ୍ସରମରୟରଦ୍ଭମର), ଏବଂ ସର୍ବଭାରତୀୟ ପ୍ରଶାସନିକ ସେବା ନିୟମାବଳୀ (ଇକ୍ଷକ୍ଷ ଓଦ୍ଭୟସବ ଝରକ୍ସଙ୍ଖସମର ଉକ୍ଟଦ୍ଭୟଙ୍କମଗ୍ଧ ଜଙ୍କକ୍ଷରଗ୍ଦ) କେଉଁ କାରଣ ପାଇଁ ଭଙ୍ଗ କରାଯାଇଛି ପଚାରିଲେ କି ? ଯଦି ନପଚାରିଛନ୍ତି, ଆଗାମୀ ଦିନରେ ପଚାରିବେ କି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।
ସେହିପରି ଆହୁରି ଏକ ଅସ୍ୱାଭାବିକ ବିଷୟ ବିଗତ ବର୍ଷେ ଦୁଇ ବର୍ଷ ହେବ ଦେଖିଆସୁଛି, ଯାହା ସ୍ୱାଧୀନତା ପରଠାରୁ ଓଡିଶା ଇତିହାସରେ କେବେ ବି ହୋଇ ନଥିଲା । ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ମଧ୍ୟ୍ୟରେ ଜଣେ ହେଲେ ଓଡ଼ିଆ ଅଧିକାରୀ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ ଉପଦେଶ ଦେବାପାଇଁ କିମ୍ବା ରାଜ୍ୟର ସ୍ୱାର୍ଥକୁ ଆଗକୁ ବଢ଼ାଇନେବା ପାଇଁ କଣ କୌଣସି ଓଡ଼ିଆ ଅଧିକାରୀ ଆଜିର ସମୟରେ ଯୋଗ୍ୟ ନୁହନ୍ତି କି? ବିଶେଷତଃ ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟରେ ପ୍ରମୁଖ ୩ ଜଣ ଅଧିକାରୀ ଦକ୍ଷିଣ ଭାରତୀୟ ଅଟନ୍ତି । ଆଜିର ସମୟରେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତିମାନଙ୍କ ବିଭିନ୍ନ କ୍ଷେତ୍ରରେ ମାତ୍ରାଧିକ ଦଖଲ କେବଳ ମାତ୍ର ଏକ ସଂଯୋଗ ନା ସୁଚିନ୍ତିତ ଏବଂ ସୁନିୟୋଜିତ ପ୍ରୟାସ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।
ବହୁ ସଂଖ୍ୟାରେ ଦକ୍ଷିଣ ଭାରତୀୟ କମ୍ପାନୀ ଯେପରିକି ଗରଶଷବ ଋଦ୍ଭଶସଦ୍ଭରରକ୍ସସଦ୍ଭଶ, ଖଌଞ, ଘବଶବକ୍ସହଙ୍କଦ୍ଭ ଉକ୍ଟଦ୍ଭଗ୍ଦଗ୍ଧକ୍ସଙ୍କମଗ୍ଧସକ୍ଟଦ୍ଭ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ ଇତ୍ୟାଦି ଅନୁଷ୍ଠାନ କିପରି ଭାବେ ସମସ୍ତ ଠିକ କାମ ପାଉଛନ୍ତି ?  ଏମାନଙ୍କୁ ସୁହାଇବା ପରି ବିଭିନ୍ନ କାମକୁ ଏକତ୍ରୀକରଣ କରି ବୃହତ ରୁପ ଦିଆଯିବା ଦ୍ୱାରା ଓଡ଼ିଶାର କଣ୍ଟ୍ରାକ୍ଟରମାନେ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ ମଧ୍ୟ କରିପାରୁନାହାନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ଥିବା ଦକ୍ଷିଣ ଭାରତୀୟ ଲବି (ଝକ୍ଟଙ୍କଗ୍ଧଷ ଓଦ୍ଭୟସବଦ୍ଭ ଖକ୍ଟଭଭଚ୍ଚ) ଆଡକୁ ଅଙ୍ଗୁଳି ନିର୍ଦେଶ କରିବା ସହ ନିର୍ଦ୍ଧିଷ୍ଟ ବ୍ୟବସାୟୀଙ୍କୁ ସୁହାଇବା ଭଳି ପଦକ୍ଷପ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।
ସେହିପରି ଭାବରେ ଓଡ଼ିଶା, ଦକ୍ଷିଣ ଭାରତୀୟ ଖଣି ମାଲିକ ମାନଙ୍କ ସହ ଦେହସୁହା ହୋଇ ସାରିଲେଣି । ଖଣି ପରିଚାଳନା କ୍ଷେତ୍ରରେ ଯୋଡ଼ା ବଡ଼ବିଲ ଅଞ୍ଚଳରେ ସ୍ଥାନୀୟ ଘରୋଇ ଖଣି ମାଲିକମାନେ ଦକ୍ଷିଣ-ଭାରତୀୟ ନିର୍ଦ୍ଧିଷ୍ଟ ଖଣି ବ୍ୟବସାୟୀଙ୍କୁ ଊରଙ୍ଖରକ୍ଷକ୍ଟକ୍ଟ୍ରରକ୍ସ ମଙ୍କଜ୍ଞ ଙକ୍ଟ୍ରରକ୍ସବଗ୍ଧକ୍ଟକ୍ସ (ଗଊଙ) ଭାବେ ବ୍ୟବହାର କରିବା ପାଇଁ ଅଘୋଷିତ ନିର୍ଦେଶ  ଦିଆଯାଇଛି । ଏହା  ମାଧ୍ୟମରେ କାୟା ବିସ୍ତାର କରି ବ୍ୟାପକ ହରିଲୁଟ ଦ୍ୱାରା ଅନ୍ତର୍ଜାତୀୟ  ସ୍ତରରେ ପହଞ୍ଚିଲେଣି ଯେଉଁଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ଥିବା ଅଧିକାରମାନେ ସମ୍ପୂର୍ଣ ଭାବେ ଦାୟୀ ଏବଂ ଉତ୍ତରଦାୟୀ । ସମାନ ଭାବେ ଅନ୍ୟ ଏକ ଦକ୍ଷିଣ ଭାରତୀୟ କମ୍ପାନୀ ଞରମଷଜ୍ଞରୟ ଝକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭଗ୍ଦ ଚକ୍ସସଙ୍ଖବଗ୍ଧର କ୍ଷସଜ୍ଞସଗ୍ଧରୟ ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କ୍ଟ୍ରବଗ୍ଧଷକ୍ଟକ୍ଷକ୍ଟଶସମବକ୍ଷ ଏବଂ କ୍ସବୟସକ୍ଟକ୍ଷକ୍ଟଶସମବକ୍ଷ ପରୀକ୍ଷା କରିବାପାଇଁ ଠିକା ନେଇଛନ୍ତି ।  ରାଜ୍ୟ ସରକାରଙ୍କୁ ପଚରାଯାଉଛି ଯେ ଏହି ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଅଵଲମ୍ବନ କରାଯାଇଛି ତ ? ଅଂଶ ଗ୍ରହଣ କରିଥିବା ଅନ୍ୟ ବିଡର ମାନଙ୍କ ନାମ କଣ ? ସେମାନେ ଏହି ପରୀକ୍ଷା କରାଇବା ପାଇଁ କଣ ମୂଲ୍ୟ ଧାର‌୍ୟ୍ୟ କରିଥିଲେ ? ମୁଁ ପୁଣି ଥରେ ଦୋହରାଇବା ପାଇଁ ଚାହିଁବି ଯେ, ଉକ୍ତ କମ୍ପାନୀ ଗୁଡିକର କାର‌୍ୟ୍ୟ ଏବଂ ଗୁଣବତ୍ତା ଉପରେ ପ୍ରଶ୍ନ ଉଥାଉନାହିଁ କିନ୍ତୁ କେଉଁ ପରିସ୍ଥିତିରେ ସମସ୍ତ କାମ ଦକ୍ଷିଣ ଭାରତୀୟ ବ୍ୟବସାୟୀମାନେ ପାଉଛନ୍ତି ଏବଂ ଓଡିଶାର ବ୍ୟବସାୟୀ ମାନେ କାମ ପାଇପାରୁ ନାହାନ୍ତି ? ବିଜେଡି ସରକାରଙ୍କ ୨୩ ବର୍ଷର ସ୍ୱର୍ଣ୍ଣିମ ସମୟରେ କାହିଁକି ଓଡ଼ିଆ କଣ୍ଟ୍ରାକଟର ଏବଂ ବ୍ୟବସାୟୀ ମାନଙ୍କୁ କାହିଁକି ଯୋଗ୍ୟ କରାଗଲା ନାହିଁ ବା ସୁଯୋଗ ଦିଆ  ଯାଇନାହିଁ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।
ଅନ୍ୟତମ ବିଷୟ ହେଉଛି କିଭଳି ଭାବେ ନିମ୍ନପଦସ୍ଥ ସଚିବ ସ୍ତରୀୟ ଅଧିକାରୀ ରାଜ୍ୟବ୍ୟାପୀ ରାଜନୈତିକ ଗସ୍ତ କରୁଛନ୍ତି ? କିପରି ରାଜ୍ୟ ସରକାରଙ୍କ ବିମାନ ବ୍ୟବହାର କରୁଛନ୍ତି ? କେମିତି ଜନସାଧାରଙ୍କ କାର‌୍ୟ୍ୟକମରେ ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ଜଣ ସାଧାରଣ ଫୁଲ ପକାଇବା ସହ ପାଦ ଧୋଇବା ଭଳି ଦୃଶ୍ୟ ସାମ୍ନାକୁ ଆସିଅଛି ଏବଂ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧିମାନେ ନିରବଦ୍ରଷ୍ଟା ସାଜିଛନ୍ତି ଏହା ଓଡିଶାର ରାଜନୈତିକ ବ୍ୟବସ୍ତା ପାଇଁ ଏକ ଚିନ୍ତା ଜଣକ ବିଷୟ ।  ସମସ୍ତ ଓଇଝ -ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ ଇକ୍ଷକ୍ଷ ଓଦ୍ଭୟସବ ଝରକ୍ସଙ୍ଖସମରଗ୍ଦ ଉକ୍ଟଦ୍ଭୟଙ୍କମଗ୍ଧ ଜଙ୍କକ୍ଷରଗ୍ଦ (ସର୍ବ ଭାରତୀୟ ପ୍ରଶାସନିକ ସେବା ନିୟମାବଳୀ) ମାନିବାପାଇଁ ବାଧ୍ୟ ଅଟନ୍ତି । ଏଭଳି ଅଭାବନୀୟ ଘଟଣା ଆମ ରାଜ୍ୟ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଦେଖାଯାଉନାହିଁ । ଉକ୍ତ ଅଧିକାରୀଙ୍କ ଦ୍ୱାରା କରାଯାଉଥିବା ଏଭଳି କାର‌୍ୟ୍ୟ ସମ୍ଭବତଃ ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି କିମ୍ବା ଜାଣି ଶୁଣି ନିଜର ବିଧାୟକ, ସାଂସଦ, ମନ୍ତ୍ରୀମାନଙ୍କୁ ଉକ୍ତ ନିମ୍ନପଦସ୍ତ ଅଧିକାରୀଙ୍କ ସେବା ଏବଂ ଦାସତ୍ୱରେ ନିଜକୁ ସମର୍ପିତ ହେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।
ଜଙ୍କକ୍ଷର ୫ (୧). ଞଷର ଇକ୍ଷକ୍ଷ ଓଦ୍ଭୟସବ ଝରକ୍ସଙ୍ଖସମରଗ୍ଦ ଉକ୍ଟଦ୍ଭୟଙ୍କମଗ୍ଧ ଜଙ୍କକ୍ଷରଗ୍ଦ
 “ଞବଳସଦ୍ଭଶ କ୍ଟ୍ରବକ୍ସଗ୍ଧ ସଦ୍ଭ କ୍ଟ୍ରକ୍ଟକ୍ଷସଗ୍ଧସମଗ୍ଦ ବଦ୍ଭୟ ରକ୍ଷରମଗ୍ଧସକ୍ଟଦ୍ଭଗ୍ଦ— ଘକ୍ଟ ଜ୍ଞରଜ୍ଞଭରକ୍ସ କ୍ଟଲ ଗ୍ଧଷର ଝରକ୍ସଙ୍ଖସମର ଗ୍ଦଷବକ୍ଷକ୍ଷ ଭର ବ ଜ୍ଞରଜ୍ଞଭରକ୍ସ କ୍ଟଲ, କ୍ଟକ୍ସ ଭର କ୍ଟଗ୍ଧଷରକ୍ସଙ୍ଗସଗ୍ଦର ବଗ୍ଦଗ୍ଦକ୍ଟମସବଗ୍ଧରୟ ଙ୍ଗସଗ୍ଧଷ, ବଦ୍ଭଚ୍ଚ କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ କ୍ଟ୍ରବକ୍ସଗ୍ଧଚ୍ଚ କ୍ଟକ୍ସ ବଦ୍ଭଚ୍ଚ କ୍ଟକ୍ସଶବଦ୍ଭସଚ୍ଛବଗ୍ଧସକ୍ଟଦ୍ଭ ଙ୍ଗଷସମଷ ଗ୍ଧବଳରଗ୍ଦ କ୍ଟ୍ରବକ୍ସଗ୍ଧ ସଦ୍ଭ କ୍ଟ୍ରକ୍ଟକ୍ଷସଗ୍ଧସମଗ୍ଦ, ଦ୍ଭକ୍ଟକ୍ସ ଗ୍ଦଷବକ୍ଷକ୍ଷ ଷର ଗ୍ଧବଳର କ୍ଟ୍ରବକ୍ସଗ୍ଧ ସଦ୍ଭ, କ୍ଟକ୍ସ ଗ୍ଦଙ୍କଭଗ୍ଦମକ୍ସସଭର ସଦ୍ଭ ବସୟ କ୍ଟଲ, କ୍ଟକ୍ସ ବଗ୍ଦଗ୍ଦସଗ୍ଦଗ୍ଧ ସଦ୍ଭ ବଦ୍ଭଚ୍ଚ କ୍ଟଗ୍ଧଷରକ୍ସ ଜ୍ଞବଦ୍ଭଦ୍ଭରକ୍ସ, ବଦ୍ଭଚ୍ଚ କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ ଜ୍ଞକ୍ଟଙ୍ଖରଜ୍ଞରଦ୍ଭଗ୍ଧ କ୍ଟକ୍ସ କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ ବମଗ୍ଧସଙ୍ଖସଗ୍ଧଚ୍ଚ.”
ଅଧିକାଂଶ କ୍ଷେତ୍ରରେ ଏହି ନିମ୍ନପଦସ୍ତ ସଚିବ ସ୍ତରର ଅଧିକାରୀ ରାଜନୈତିକ ପ୍ରଣୋଦିତ ଉଚ୍ଚସ୍ୱରରେ ବକ୍ତୃତା ଦେଉଛନ୍ତି । ବିଜୁ ଜନତା ଦଳର ରାଜନୈତିକ ସଭା ସମିତି ପରି ଆଡମ୍ବରରେ ଏହି କାର‌୍ୟ୍ୟକମ ଆୟୋଜନ କରାଯାଉଛି । କାର‌୍ୟ୍ୟକ୍ରମର ଆୟୋଜକ ଭାବେ ସ୍ଥାନୀୟ ଦଳୀୟ ନେତୃତ୍ୱ ଉପସ୍ଥିତ ରହୁଛନ୍ତି ।  ଏହା ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ୱାରା  ଇକ୍ଷକ୍ଷ ଓଦ୍ଭୟସବ ଝରକ୍ସଙ୍ଖସମରଗ୍ଦ ଉକ୍ଟଦ୍ଭୟଙ୍କମଗ୍ଧ ଜଙ୍କକ୍ଷରଗ୍ଦ ସର୍ବ ଭାରତୀୟ ପ୍ରଶାସନିକ ସେବା ନିୟମାବଳୀ ର ସ୍ପଷ୍ଟ ଅବମାନନା ଅଟେ । ମୁଁ ଏହି ପରିପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ନିକଟରେ ଆଗ୍ରହ କରୁଛି ଯେ ଏହି ନିୟମ ଅବମାନନା ଏବଂ ନିୟମ ଭଙ୍ଗ ପାଇଁ ନିମ୍ନପଦସ୍ଥ ସରକାରୀ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ (ଊସଗ୍ଦମସକ୍ଟ୍ରକ୍ଷସଦ୍ଭବକ୍ସଚ୍ଚ ଚକ୍ସକ୍ଟମରରୟସଦ୍ଭଶଗ୍ଦ )  ନିଅନ୍ତୁ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।
ଆମେ ସମସ୍ତେ ଦେଖିଛେ ଯେ କିପରି ମୁଖ୍ୟମନ୍ତ୍ରୀ ତତ୍ପରତାର ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀମାନଙ୍କୁ ବହିଷ୍କାର କରିଛନ୍ତି । ଆମେ ନିଶ୍ଚତ ଭାବରେ ଆଶା କରିବୁ ଯେ ଏହି କ୍ଷେତ୍ରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୂପ ତତ୍ପରତା ଦେଖେଇବେ ଏବଂ ଉକ୍ତ ସଚିବଙ୍କ ଉପରେ ଆବଶକୀୟ ଏବଂ ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ନେବେ । ଉଲ୍ଲେଖନୀୟ ବିଷୟ ଏହିକିଯେ, ଏହି ଅଧିକାରୀ ନିଜ ରାଜନୈତିକ ଅଭିଲାଷା ଚରିତାର୍ଥ କରିବା ପାଇଁ ଲାଳାୟିତ, ରାଜନୈତିକ ମଞ୍ଚ, ସଭା ସମିତିରେ ଯୋଗଦେବା ପାଇଁ ବ୍ୟାକୁଳ କିନ୍ତୁ ସରକାରୀ ଚାକିରୀ ଛାଡି ବିଧିବଦ୍ଧ ଭାବେ ରାଜନୀତିରେ ଯୋଗଦେବାର ଆବଶକୀୟ ସାହସ ନାହିଁ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।
ଜଙ୍କକ୍ଷର ୧୨  କ୍ଟଲ ଗ୍ଧଷର ଗ୍ଦବସୟ ଜଙ୍କକ୍ଷରଗ୍ଦ:
“ଚଙ୍କଭକ୍ଷସମ ୟରଜ୍ଞକ୍ଟଦ୍ଭଗ୍ଦଗ୍ଧକ୍ସବଗ୍ଧସକ୍ଟଦ୍ଭଗ୍ଦ ସଦ୍ଭ ଷକ୍ଟଦ୍ଭକ୍ଟଙ୍କକ୍ସ କ୍ଟଲ ଏକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ଝରକ୍ସଙ୍ଖବଦ୍ଭଗ୍ଧଗ୍ଦ— ୧୨ ଘକ୍ଟ ଜ୍ଞରଜ୍ଞଭରକ୍ସ କ୍ଟଲ ଗ୍ଧଷର ଝରକ୍ସଙ୍ଖସମର ଗ୍ଦଷବକ୍ଷକ୍ଷ କ୍ସରମରସଙ୍ଖର ବଦ୍ଭଚ୍ଚ ମକ୍ଟଜ୍ଞକ୍ଟ୍ରକ୍ଷସଜ୍ଞରଦ୍ଭଗ୍ଧବକ୍ସଚ୍ଚ କ୍ଟକ୍ସ ଙ୍ଖବକ୍ଷରୟସମଗ୍ଧକ୍ଟକ୍ସଚ୍ଚ ବୟୟକ୍ସରଗ୍ଦଗ୍ଦ କ୍ଟକ୍ସ ବମମରକ୍ଟ୍ରଗ୍ଧ ବଦ୍ଭଚ୍ଚ ଗ୍ଧରଗ୍ଦଗ୍ଧସଜ୍ଞକ୍ଟଦ୍ଭସବକ୍ଷ କ୍ଟକ୍ସ ବଗ୍ଧଗ୍ଧରଦ୍ଭୟ ବଦ୍ଭଚ୍ଚ ଜ୍ଞରରଗ୍ଧସଦ୍ଭଶ କ୍ଟକ୍ସ ରଦ୍ଭଗ୍ଧରକ୍ସଗ୍ଧବସଦ୍ଭଜ୍ଞରଦ୍ଭଗ୍ଧ ଷରକ୍ଷୟ ସଦ୍ଭ ଷସଗ୍ଦ ଷକ୍ଟଦ୍ଭକ୍ଟଙ୍କକ୍ସ .
ଯେଉଁଭଳି ଢଙ୍ଗରେ ଏହି ସାଧାରଣ ସଭା ଗୁଡିକ ଆୟୋଜନ କରାଯାଉଛି  ଆମେ ଜାଣିବାକୁ ଚାହୁଁଚୁ ଯେ ଏହି ସଭାରେ ହେଉଥିବା ଖର୍ଚ୍ଚ କିଏ କରୁଛି ? ଏହା ସରକାରୀ କାର‌୍ୟ୍ୟକ୍ରମ କି ? ମୁଖ୍ୟ ଶାସନ ସଚିବ କିମ୍ୱା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗସ୍ତରେ ଯେପରି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ (ଝ.ଚ.) ଏଭଳି କାର‌୍ୟ୍ୟକ୍ରମ କରାଯାଉଛି କି ? ମିଶନ ଶକ୍ତିର ସହ ସହ ମହିଳା ମାନଙ୍କୁ ସରକାରୀ ଖର୍ଚ୍ଚରେ ଏକତ୍ରିତ କରିବା ପାଇଁ କିଏ ନିର୍ଦେଶ ଦେଇଛି ? ଯଦି ଏହା ସରକାରୀ କାର‌୍ୟ୍ୟକ୍ରମ ନୁହେ ଏବଂ ଏହା ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଆୟୋଜନ କରିନାହାନ୍ତି ତାହେଲେ ଏହାର ଖର୍ଚ୍ଚ ବିଜୁ ଜନତା ଦଳ କରୁଛି କି ? ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ନିକଟରେ ଏହି କାର‌୍ୟ୍ୟକ୍ରମରେ କେତେ ଅର୍ଥ ବ୍ୟୟ ହେଉଛି ତାର ସୂଚନା ଦେଉ ଏବଂ ଦଳୀୟ କାର‌୍ୟ୍ୟକ୍ରମରେ ନିର୍ଦ୍ଧିଷ୍ଟ ସରକାରୀ ଅଧିକାରୀଙ୍କ ଉପସ୍ଥିତି କିପରି ସମ୍ଭବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।
 ମୁଁ ଅନୁଭବ କରୁଛି ଯେ ଓଡିଶା ବାସୀ ଆଜି ନିରବ ଦ୍ରଷ୍ଟା ହେବା ପାଇଁ ବାଧ୍ୟ ହୋଇଛନ୍ତି । କାରଣ ଆଜି ବିଜୁ ଜନତା ଦଳର ନେତୃତ୍ୱ ସମ୍ପୂର୍ଣ ଦୁର୍ବଳ ଏବଂ ଦୁର୍ବଳ ରାଜନୈତିକ ଇଛାଶକ୍ତି ଫଳସ୍ୱରୂପ ନିର୍ଦ୍ଧିଷ୍ଟ  ନିମ୍ନପଦସ୍ତ ଅଧିକାରୀ ସମ୍ପୂର୍ଣ ବ୍ୟବସ୍ଥାକୁ ଚଞ୍ଚକତାର ସହ ହରଣ କରିଛନ୍ତି । ରାଜ୍ୟ ବାସୀଙ୍କ ସାମୁହିକ ସ୍ୱାର୍ଥ ଏବଂ ରାଜ୍ୟର ଦୂରଗାମୀ ଭବିଷ୍ୟତ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ । ଏହି ପରିପ୍ରେକ୍ଷୀରେ ସ୍ୱାଭିମାନୀ ଓଡ଼ିଆ ଭାବେ ଆମ ସମସ୍ତଙ୍କ ଜାଣିବାର ଅଧିକାର ଯେ ଆମେ ଯାହାକୁ ନିର୍ବାଚିତ କରି ମୁଖ୍ୟମନ୍ତ୍ରୀ କରିଥିଲୁ ସେ ରାଜ୍ୟ ଶାସନ କରୁଛନ୍ତି ତ ? ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଯେ ସେ ଶାସନ କରୁଛନ୍ତି ଏବଂ କୌଣସି ଅଧିକାରୀ ବା ଲବି ତାଙ୍କ ପାଇଁ କାମ କରୁନାହିଁ । ଆମେ ଉପଲବ୍ଧି କରୁଛୁ ଯେ ବିପର‌୍ୟ୍ୟସ୍ତ ଶାସନ ବ୍ୟବସ୍ତା (ୠବସକ୍ଷରୟ ଏକ୍ଟଙ୍ଖରକ୍ସଦ୍ଭବଦ୍ଭମର ଗକ୍ଟୟରକ୍ଷ) ଦ୍ୱାରା ନିର୍ବାଚିତ ପ୍ରତିନିଧି ମାନେ ଦୁର୍ବଳ ହୋଇଛନ୍ତି ଉଚ୍ଚପଦସ୍ତ ଅଧିକାରୀ ମାନେ ନିରର୍ଥକ ହୋଇସାରିଛନ୍ତି, ଓଡ଼ିଆ ବ୍ୟବସାୟୀ କଣ୍ଟ୍ରାକଟର ମାନେ ଅଣଦେଖା  ହୋଇଛନ୍ତି । ଯୋଜନାଭିତ୍ତିକ ଭାବେ ଓଡ଼ିଶାର ଦୀର୍ଘକାଳୀନ ବିକାଶକୁ ବିପଥଗାମୀ କରି ରାଜ୍ୟର ସମୃଦ୍ଧି ଏବଂ ଭବିଷ୍ୟତକୁ ଘନ ଅନ୍ଧକାର ମଧ୍ୟକୁ ଠେଲି ଦିଆଯାଉଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଜୀବନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
IEC 2 years
Leave A Reply