Odisha news

ଅନନ୍ତ ଜିତିଲେ ଭୁବନେଶ୍ବର ମଧ୍ୟମ ଆସନ

0

ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଜାରି ରହିଛି। ଶାସକ ଦଳ ବିଜେଡ଼ିକୁ ବିଜେପି ଚଳିତ ଥର କଡ଼ା ଟକ୍କର ଦେଇଛି। ଭୁବନେଶ୍ବର ମଧ୍ୟମ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଛନ୍ତି। ତେବେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅନନ୍ତଙ୍କୁ କଡ଼ା ଟକ୍କର ଦେବା ପରେ ପରାଜିତ ହୋଇଛନ୍ତି।

ରାଜ୍ୟରେ ୧୪୭ ବିଧାନସଭା ଆସନରୁ ବିଜେପି ୭୮ ଆସନରେ ଆଗୁଆ ରହିଥିବାବେଳେ ବିଜେଡ଼ି ୫୨ ଆସନ ଏବଂ କଂଗ୍ରେସ ୧୫ ଆସନରେ ଆଗୁଆ ରହିଛି। ସେହିୀପରି ଅନ୍ୟାନ୍ୟ ୨ ଆସନରେ ଆଗୁଆ ରହିଛନ୍ତି।

Leave A Reply