ରଣପୁର… ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ରଣପୁର ଏନ. ଏସି ଦର୍ପନାରାୟଣପୁର ଚାନ୍ଦପୁର ସୁନାଖଳା ଆଦି ଜାଗାରେ ବିଶ୍ୱକର୍ମା ପୂଜା ଧୁମ ଧାମ ରେ ପାଳିତ ହୋଇଯାଇଛି ବିଶେଷ କରି ରଣପୁର ଏନ. ଏସି ରେ ଥିବା ସେସ୍କୋ ଇଲେକ୍ଟ୍ରି ଅଫିସ ମୋଟର ଆସୁଏସେସନ ଅଟୋ ଆସୁଏସେସନ ମୋଟର ଗ୍ୟାରେଜ ବାଇକ ଗ୍ୟାରେଜ ସୁନା ଦୋକାନ ଇଲେକ୍ଟ୍ରି ମରାମତି ଦୋକାନ ଆଦି ଜାଗାରେ ବିଶ୍ୱକ୍ରର୍ମା ପୂଜା ପାଳିତ ହୋଇଯାଇଛି. ସେହି ଭଳି ରଣପୁର ବ୍ଲକ ର ସମସ୍ତ ଅଞ୍ଚଳ ରେ ଖୁବ ଧୁମ ଧାମ ରେ ପାଳିତ ହୋଇଯାଇଛି