ବିରିଡି ତା-୦୫/୦୪ କରୋନା ପାଇଁ ଲକଡାଉନରେ ଥିବା ପଡି କାଡ୭ ଧାରୀଙ୍କୁ ସରକାରଙ୍କ ତରଫରୁ ପୋ୍ରସôାହନ ରାଶୀ ପ୍ରଦାନ କରିବାର ଘୋଷଣା କରାଯାଇଛି । ଏହି ପରିପେକ୍ଷିରେ ବିରିଡି ବ୍ଲକ କୁଳକଇଜଂଗା ଗ୍ରାମମ ପଂଚାୟତ ରେ ସରପଂଚ ଜ୍ୟୋସ୍ନାରାଣୀ ବେହେରା ପଡ କାର୍ଡ ଧାରୀଙ୍କ ଘରକୁ ଯାଇ ପ୍ରଥମେ ସମସ୍ତଙ୍କୁ ବା ସମସ୍ତ ପରିବାର ଲୋକଙ୍କୁ ହାତ ଧୁଆ କରାଇଥିବା ସହ ସରକାରଙ୍କ ପୋ୍ରସôାହନ ରାଶି ୧ ହଜାାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଂଚ ଜ୍ୟୋସ୍ନାରାଣୀ ବେହେରାଙ୍କ ସହ ପଂଚାୟତ ନିର୍ବାହୀ ଅଅଧିକାରୀ ପ୍ରଭାକର ନନ୍ଦି, ପିଅନ କ୍ଷେତ୍ର ମୋହନ ଭୋଇ ସାମିଲ ହୋଇ ଏଥିରେ ସହଯୋଗ କରିଥିଲେ ।