Odisha news

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଇଡେନ୍‌-ହାରିସ୍‌ଙ୍କୁ ଅଭିନନ୍ଦନ ଜଣାଇଲେ

0

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଏବଂ ଉପ ରାଷ୍ଟ୍ରପତି ଭାବେ କମଳା ହାରିସ ବିଜୟୀ ହେବା ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଯୋଶେଫ୍‌ ଆର୍‌. ବାଇଡେନ୍‌ଙ୍କୁ ରାଷ୍ଟ୍ରପତି କୋବିନ୍ଦ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଶାସନ କାଳରେ ଭାରତ-ଆମେରିକା ସମ୍ପର୍କ ସୁଦୃଢ ହେବ ବୋଲି ଆଶା କରିଛନ୍ତି। ଭାରତ ଏବଂ ଆମେରିକା ଏକାଠି ହୋଇ ଆଗକୁ କାର୍ଯ୍ୟ କରିବେ ବୋଲି ରାଷ୍ଟ୍ରପତି କୋବିନ୍ଦ ଟ୍ବିଟ୍‌ କରିଛନ୍ତି।

 

Leave A Reply