ଈୁବନ ତା : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅର୍ନ୍ତଗତ ଜାତୀୟ ରାଜପଥ ୫୩ ଠଠାରୁ ୮୦୦ଶହ ମିଟର ବେଠିଆପାଳ ମୈାଜାରେ କବିତା ପଟ୍ଟନାୟକଙ୍କ ଜମିରେ ହୋଇଥିବା ଠିପି ବନ୍ଦ ମଦ ଦୋକାନ ରୁ ଗ୍ରୀଲ ଭାଙ୍ଗି ୫୦ହଜାରରୁ ଉର୍ଦ୍ଦ ଟଙ୍କାର ମଦ ବୋହି ନେଇଥିବା ଜଣାଯାଇଛି । ରବିବାରସଟଡାଉନ ଯୋଗୁ ଦୋକାନ ବନ୍ଦ ଥିଲା । ଏହାର ସୁଯୋଗରେ ହୋଇଛି ଲୁଟ । ଲୁଟରେ ବ୍ୟବହୃତ ଏକ କାର ରାସ୍ତା କଡ ନାଳ ମଧ୍ୟକୁ ଅଧା ଗଳିପଡିବାରୁ ଲୁଟେରା କାର ଛାଡି ପଳାବାକୁ ସକ୍ଷମ ହୋଇଛନ୍ତି । କାରଟି ଭରବଙ୍କନଶ୍ୱରର ।ାନନ୍ଦ ଦାସଙ୍କର ବୋଲି ଜଣାଯାଇଛି . ।ାଗପଛ ଦୁଇଟିଯାକ ନଂ ପ୍ଲେଟ ଲୁଟେରାନେଇଯାଇଛନ୍ତି ।
ଖାଲି ସେତିକି ନୁହେଁ ଦୋକାନର ସିସିଟିଭି ଫୁଟେଜ ଧରି ରଖୁଥିବା ହାଡ ଡିକ୍ସି କୁ ମଧ୍ୟ ନେଇାପଳାଇଯାଇଛନ୍ତି । ପ୍ରମାଣ ନଷ୍ଟ ନିମନ୍ତେ ଲୁରେରା ମାନେ ଶାବଳରେ କନାଗୁଡାଇ ବ୍ୟବହାର କରୁଥିଲେ ଯାଏ ପଡିରହିଛି । ଦାମୀ ମଦ ପିଇଥିବା ଦେଖିବାକୁ ମିଳିଛି । ଏହି କାଉଟଂରରୁ ୨୦୧୭ ମସିହା ଅଗଷ୍ଟ ୮ ତରିଖରେ ସମାନ ଭାବେ ଗ୍ରୀଲ ଭାଙ୍ଗି ଲକ୍ଷାଧରକ ଟଙ୍କାର ମଦ ଚୋରୀ ହୋଇଥିଲା ।
ତିନି ବର୍ଷ ପରେ ପୁଣି ଚୋରୀ । କାଉଟଂର ଠାରୁ ୨୦୦ ମିଟର ଦୂରେ ଏକ ଫାର୍ମ ରେ ନିତିଦିନ ଜୁଆ ଖେଳ ହେଉଛି । ଏଠାରେ ଆର୍ନ୍ତଜିଲ୍ଲା ଜୁଆଡି ଯୋଗଦେଉଛନ୍ତି । ଏହି ଲୁଟରେ ସେମାନଙ୍କ ହାତ ଥାଇପାରେ ବୋଲି ସନେ୍ଦହ କରନ୍ତି ମଦ କାଉଟଂରର ଶାଖାପରିଚାଳକ କ୍ଷେତ୍ରବାସୀ ମହାପାତ୍ର ।
