Odisha news

ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧକ୍ଷକ ଭାବେ ବିଶ୍ଵାମିତ୍ର ହରପଲ ଯୋଗଦେଲେ 

0
  ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ : ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧକ୍ଷକ ଭାବେ ବିଶ୍ଵାମିତ୍ର ହରପଲ ଯୋଗଦେଲେ, ଶ୍ରୀ ହାରପଲ କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ Dsp ରୂପେ କାର୍ଯ୍ୟ କରୁଥିଲେ, ପୂର୍ବରୁ ଏଠାରେ ଥିବା ଶୁଭ୍ରାଂଶୁ ଶେଖର ମିଶ୍ର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ sdpo ଭାବେ ବଦଳି ଦେଇ ସେଠାକୁ ଗଲେ

 

Leave A Reply