Odisha news

ବଡ ଦିନ ଅବସରରେ ସମୁଦ୍ର ବେଳାଭୂମିରେ ବାଲୁକା ଶିଳ୍ପୀ ସତ୍ୟଙ୍କ ପକ୍ଷରୁ   ସାନ୍ତା କ୍ଳୁଜ

0
ବ୍ରହ୍ମପୁର : ଖ୍ରୀଷ୍ଟମାସ ବଡ ଦିନ ଅବସରରେ ଗୋପାଳପୁର ସମୁଦ୍ର ବେଳାଭୂମିରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ପକ୍ଷରୁ ବାଲୁକା କଳା ମାଧ୍ୟମରେ ୧୨ ଫୁଟ ଓସାର ଓ ୪ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଶାନ୍ତା କ୍ଳୁଜ କରିଛନ୍ତି।ଏହାକୁ କରିବାକୁ ସତ୍ୟ ଙ୍କୁ ୪ ଘଣ୍ଟା ସମୟ ଲାଗିଥିଲା ବୋଲି ସତ୍ୟ କହିଛନ୍ତି। ବିଶ୍ଵ ଶାନ୍ତି ଉଦେଶ୍ୟ ରେ ଏକ ବାର୍ତ୍ତା ଦେଇଛନ୍ତି।
Leave A Reply