Odisha news

ଆନ୍ତର୍ଜାତିକ ଯୁବ ଦିବସ  ଅବସରରେ ବାଲୁକା ଶିଳ୍ପୀ ସତ୍ୟଙ୍କ ବାଲୁକା କଳା କୃତି

0
ବ୍ରହ୍ମପୁର : ଆନ୍ତର୍ଜାତିକ ଯୁବ ଦିବସ ପାଳନ ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଙ୍କ ବାଲୁକା କଳା କୃତି ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି କରିଛନ୍ତି ।ତାହା ସହ ଗଛା ଲଗଇବା ପାଇଁ ଯୁବ ପିଢ଼ି ଙ୍କୁ ସତ୍ୟ କହିଛନ୍ତି।ଯୁବପିଢୀ ସବୁକିଛି କରିପାରିବେ। ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର (ହରିଡା ଖଣ୍ଡି)ପରିସର ରେ ଏ ହି କଳା କୃତି ସତ୍ୟ ତିଆରି କରିବାକୁ ସତ୍ୟଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା ବୋଲି ସେ କହିଛନ୍ତି।
Ad2
Leave A Reply