ବ୍ରହ୍ମପୁର ଗତକାଲି ଅପରାହ୍ନ ପ୍ରାୟ ସାଢେ ତିନିଟା ରେ ରାୟଗଡା ଏକ ହୋଟେଲ ରୁ ତିନି ଜଣ ମତେ ହାତ ଧରି ଏକ କାର ଯୋଗେ ଅପହରଣ କରିଥିଲେ। ଖଣି ଖାଦନ କୁ ସରକାର ସାଗମାଛ ଦରରେ ବିକ୍ରି କରା ଯାଇଥିବା ବେଳେ ଏହା କୁ ବିରୋଧ କରି ଆଦିବାସୀ ମାନେ ପ୍ରତିବାଦ କରାଯାଇଥିଲା। ସେମାନଙ୍କ ବିରୋଧରେ ବିଭିନ୍ନ ମହଲରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନେକ ଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ। ହତ୍ୟା ମାମଲା ରୁଜୁ କରାଯାଇଛି ଯାହା ଉପା ଆଇନ (ଅନଲଫୁଲ ଆକ୍ଟିଭିଟସ ପ୍ରଭିଣ୍ଟିସନ ଆକ୍ଟ) ଲଗାଇ ଏହି ଯୋଜନାରେ ଗିରଫ କରାଯାଇଛି ବୋଲି ସେ କହିଛନ୍ତି। ୯ ଜଣଙ୍କୁ ଗିରଫ ବିଭିନ୍ନ ଦଫା ଲଗା ଯାଇଛି। ତାକୁ ଖଣି ନିଲାମ କୁ ବିରୋଧ କରି ଥିଲି। ସେମାନଙ୍କୁ ବହୁ ହତ୍ୟା ମାମଲା ଲଗା ଯାଉଛି। ବେଦାନ୍ତ ର ଏହି ଏକ ଚାଲ ବୋଲି ସେ ଅଭିଯୋଗ କରିଛନ୍ତି।ରାୟଗଡା କାସିପୁର ଯାଇଥିଲି। ରାୟଗଡା ର ଏକ ହୋଟେଲ ରେ ରହି ଥୀବା ବେଳେ ଅପରାହ୍ନ ଚାରିଟା ରେ ସମ୍ବାଦିକ ସମ୍ମିଳନୀ ଡକାଇ ଥିଲେ। ସମ୍ବାଦିକ ସମ୍ମିଳନୀ ହେବା ପୂର୍ବରୁ ମୁଁ ରହି ଥୀବା ହୋଟେଲ ରେ ପୋଲିସ ପହଞ୍ଚି ବାହାର ପଟୁ କବାଟ କୁ ବନ୍ଦ କରି ରଖିବା ପରେ ମୋର ଦୁଇଟି ମୋବାଇଲ ନେଇ ଯାଇଥିଲେ। ମୋର କାନ୍ଧରେ ଧରି ଥିବା ଧଳା ଗାମୁଛା କୁ ପଛପଟୁ ଦୁଇ ହାତକୁ ଧରି ବାନ୍ଧି ଥିବା ବେଳେ ହୋଟେଲ ର ଧଳା ଟାବାଲରେ ମୁହଁ କୁ ଘୋଡାଇ ରଖି ଅଣ ନିଶ୍ବାସି କରି ଦେଇଥିଲେ। କିନ୍ତୁ ମୁଁ ଏହି ବିଷୟରେ ବାରମ୍ବାର ପଚାରି ବାରୁ କୌଣସି ପ୍ରକାର ଉତର ଦେଇ ନଥିଲେ । ମୋର ଆକ୍ଷି ଖରାପ ହୋଇ ଯାଇଛି ଆମେ ମେଡିକାଲ କୁ ନେଇ ଥିଲେ ବୋଲି ସେ କହିଛନ୍ତି। ସେହିପରି ଭାରତୀୟ କୃଷକ ମଜୁଦୁର ସଂଘର ସମ୍ପାଦକ ଭାଲଚନ୍ଦ୍ର ଷଡଙ୍ଗୀ ଗତ ୧୮ ତାରିଖ ଦିନ ମତେ ରଖିଥିଲେ। ଟିକିରି ରେ ଆଦିବାସୀ ମାନଙ୍କୁ ହାରାସ କରି ଥିଲେ। ବୋଲି ଭାଲଚନ୍ଦ୍ର ଷଡଙ୍ଗୀ କହିଛନ୍ତି। କିଡିନାପ କରାଯାଇ ଥାନାରେ ରଖାଯାଇ ଦୁଇ ଘଣ୍ଟା ପରେ ଛଡା ଯାଇଥିଲା ବୋଲି ସେ କହିଛନ୍ତି। ଆଦିବାସୀ ମାନଙ୍କୁ ଖଣି ଖାଦନ କୁ ସରକାର ସାଗମାଛ ଦରରେ ବିକ୍ରି କରାଯାଇଥିବା ବେଳେ ଏହା କୁ ବିରୋଧ କରି ହତ୍ୟା ମାମଲା ରୁଜୁ କରାଯାଇଛି । ଏନେଇ ଆଜି ଏକ ମାମଲା ରୁଜୁ କରି ତଦନ୍ତ କରିବା କୁ ରାୟଗଡା ଏସପିଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ପଠାଇଛନ୍ତି।
