ଅଧିକାଂଶ ଲୋକଙ୍କର ଧାରଣା ରହିଛି ଯେ ବିୟର ପିଇବା ଦ୍ୱାରା ଶରୀରର ପାଇଁ କ୍ଷତି କାରକ ହୋଇଥଏ କିନ୍ତୁ ଏହା ଅର୍ଦ୍ଧ ସତ୍ୟ ଅଟେ ,ଦେଖିବାକୁ ଗଲେ ଶଢା ଅଙ୍ଗୁରରୁ ବିୟର ପ୍ରସ୍ତୁତ କରାଯାଇଥାଏ l ବିୟରରେ ଆଲୋକହଲର ମାତ୍ରା ଖୁବ କାମ ରହିଥାଏ l ଅଧିକ ମାତ୍ରାରେ ନିଶାଦ୍ରବ୍ୟ ସେବନ କରିବା ଘାତକ ହୋଇପାରେ l ଦେଖିବାକୁ ଗଲେ ଯଦି ଆମେ ସୀମିତ ମାତ୍ରାରେ ବିୟର ସେବନ କରିବା ତେବେ ଏହା କ୍ଷତିକାରକ ନୁହେଁ ବୋଲି ଗବେଷକ ମାନେ କହିଛନ୍ତି l ଅଶାନ୍ତ ଜାଣିବା ଏହାର ଲାଭ ବିଷୟରେ l
* ଯେଉଁ ବ୍ୟକ୍ତିମାନେ ବିୟରର ଲାଭ ବିଷୟରେ ନଜାଣିଛନ୍ତି ସେମାନେ ଜାଣି ରଖନ୍ତୁ କିଡ୍ନୀ ଷ୍ଟୋନ ପାଇଁ ବିୟର ହିତକର l ବିଶେଷଜ୍ଞ ମାନଙ୍କ ଅନୁସାରେ ବିୟର ପିଇବା ଦ୍ୱାରା ଆପଣ କିଡ୍ନୀ ଷ୍ଟୋନ ଠାରୁ ଦୁରେଇ ରହିବେ l ଯଦି ଆପଣ ଚାହୁଁଛନ୍ତି ଏହି ସମସ୍ୟାରେ ନପଡିବା ପାଇଁ ତେବେ ସପ୍ତାହକୁ ୩ ଥର ବିୟର ସେବନ କରନ୍ତୁ l ଯେଉଁ କାରଣରୁ ଆପଣଙ୍କ ପରିସ୍ରା ପତଳା ହେବ ସହିତ ଦ୍ରୁତ ଗତିରେ ହୋଇଥାଏ l
* ବିଶେଷଜ୍ଞ ମାନଙ୍କ ମତରେ ବିୟର ପିଇବା ଦ୍ୱାରା ଆମ ଶରୀରରୁ ଖରାପ କୋଲେଷ୍ଟ୍ରଲର ମାତ୍ରା କମି ଯାଇଥାଏ l ଯେଉଁ କାରଣରୁ ହୃଦ୍ଘାତ ଭଳି ସମସ୍ୟା ଓ କୋଲେଷ୍ଟ୍ରଲ ବଢିବାର ସମସ୍ୟା ଦେଖାଯାଇ ନଥାଏ l ଯଦି ଆପଣଙ୍କର କୋଲେଷ୍ଟ୍ରଲ ବଢି ରହିଛି ତେବେ ଡାର୍କ ବିୟର ସେବନ କରନ୍ତୁ l ଗୋଟିଏ ଅଧୟନ ଅନୁସାରେ ଏହାକୁ ସେବନ କଲେ ହୃଦ୍ଘାତ ସମସ୍ୟା ୪୦ ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଥାଏ l
* ଗବେଷଣାରୁ ଜଣା ପଡିଛି ଯେ ହାଡ଼ ଷ୍ଟ୍ରଙ୍ଗ ରହିବା ଦ୍ୱାରା ଶରୀର ଠିକ ରହିଥାଏ ଓ ଏହା ଶରୀର ପାଇଁ ଖୁବ ଆବଶ୍ୟକ l ବିୟରରେ ସିଲିକନ ନାମକ ତତ୍ୱ ରହିଛି ଯାହା ହାଡର ବିକାଶ ପାଇଁ ନିହାତି ଆବଶ୍ୟକ l ଗୋଟିଏ ଅଧୟନ ଅନୁସାରେ ଯଦି ଜଣେ ବ୍ୟକ୍ତି ଗୋଟିଏ ଦିନରେ ୨ ଗ୍ଲାସ ବିୟର ପିଇ ଥାଏ ତେବେ ହାଡ ଭାଙ୍ଗିବାର ସମସ୍ୟା ଦେଖା ଯାଇନଥାଏ l