ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ତାରିଖ ୬ ,୧୫ ଓ ୨୪ ହୋଇଥାଏ ସେମାନଙ୍କର ମୁଲ୍ୟାଙ୍କ ୬ ଭାବରେ ଗଣନା କରାଯାଏ l ନିୟୁମରଲୋଜି ଭାରତୀୟ ଶାସ୍ତ୍ରରେ ଗୋଟିଏ ସାଧାରଣ ବିଧି ହୋଇଯାଇଛି l ଏହି ମୁଲ୍ୟାଙ୍କ ବ୍ୟକ୍ତି ମାନେ ପ୍ରେମ ଓ ଶାନ୍ତିପ୍ରିୟ ହୋଇ ଥାନ୍ତି l ଏହି ବ୍ୟକ୍ତି ମାନେ ଦେଖିବାକୁ ଖୁବ ଆକର୍ଷଣୀୟ ଓ ପ୍ରଭାଶାଳୀ ଅଟନ୍ତି l ଆସନ୍ତୁ ଜାଣିବା ଏହି ସଂଖ୍ୟାର ବ୍ୟକ୍ତି ମାନଙ୍କର କଣ ରହିଛି ପ୍ରକୃତି l
* ଏହି ସଂଖ୍ୟାର ଜନ୍ମ ନେଇଥିବା ବ୍ୟକ୍ତି ମାନଙ୍କର ଆକର୍ଷଣୀୟ ଚେହେରା ଓ ରୁଚିପୂର୍ଣ୍ଣ ଜୀବନ ପାଇଁ ଏମାନେ ସର୍ବଦା ଚର୍ଚାରେ ରହିଥାନ୍ତି l ଅମାଙ୍କର ବୟସ ସହଜରେ ଜଣାପଡେ ନାହିଁ l
* ଏହି ନମ୍ବରର ବ୍ୟକ୍ତିମାନେ କଳା ପ୍ରେମୀ ହୋଇଥାନ୍ତି l ଅମାନଙ୍କୁ ସବୁବେଳେ ସଜେଇ ହେଇ ରହିବାକୁ ପସନ୍ଦ ହୋଇଥାଏ l ଏମାନେ ଖୁବ ବିଶ୍ୱସନୀୟ ଓ ଶାନ୍ତିପ୍ରିୟ ଅଟନ୍ତି l ବଲିଉଡ କଳାକାର ଅନିଲ କାପୁରଙ୍କ ଜନ୍ମ ତାରିଖ ମଧ୍ୟ ୬ ଅଟେ l
* ଏହି ସଂଖ୍ୟାର ବ୍ୟକ୍ତି ମାନେ ସ୍ୱାସ୍ଥ୍ୟବାନ ,ଦୀର୍ଘାୟୁ ହାସମୁଖର ଅଟନ୍ତି l ଅମାନଙ୍କର ଅନ୍ୟକୁ ସାମୋହିତା କରିବା ପାଇଁ ବିଶେଷ ଗୁଣ ରହିଥାଏ l ଅମାନଙ୍କର ସଂଗୀତ ଓ ଚିତ୍ରକଳାରେ ବିଶେଷ ରୁଚି ରହିଥାଏ l
* ଧନସମ୍ପତ୍ତି ମାମଲାରେ ଏମାନେ ପରିଶ୍ରମୀ ହେବ ସହିତ ଖର୍ଚି ମଧ୍ୟ ହୋଇଥାନ୍ତି l ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥାନ୍ତି l
Comments are closed.