Odisha news

କିଆ ସାଇରସ ୱାଲର୍ଡ଼ ପ୍ରିମିୟର ଉନ୍ନତମାନର ସୁରକ୍ଷା ବୈଶିଷ୍ଟ୍ୟ ଗୁଡ଼ିକୁ ନେଇ ଏକ ବୈପ୍ଲବାତ୍ମିକ ଏସୟୁଭି ଅଫର

0

ଭୂବନେଶ୍ୱର : କିଆ ଇଣ୍ଡିଆ ଶୁଭାରମ୍ଭ କରିଛି, ବହୁ ପ୍ରତିକ୍ଷୀତ କିଆ ସାଇରସ, ଏକ ବୈପ୍ଲବାତ୍ମିକ ଏସୟୁଭି, ଯାହାକି ଦୃଢ଼ତାର ସହିତ ଏକ ନୂତନ ମାନକକୁ ବ୍ୟବସ୍ଥିତ କରିବାକୁ ଯାଉଛି ଯେଉଁଥିରେ ରହିଛି ଗଠନ, କୌଶଳ ତଥା ସ୍ଥାନ । ରିଇନଫୋରସଡ଼ କେଆଇ ପ୍ଲାଟଫର୍ମରେ ଗଠିତ ଏହି ସାଇରସ ସହରୀ •ଳକମାନଙ୍କ ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ ତଥା ଏଥିରେ ଭରି ରହିଛି କୁଶଳୀ – ଅଭିଜ୍ଞ ସାହସିକତା, ବହୁମୁଖୀ ମିଶ୍ରଣ ସହିତ ଅତ୍ୟାଧୁନିକ ଜ୍ଞାନ କୌଶଳତା । ଏହି ମଡ଼େଲ ପ୍ରଥମ ଥର ପାଇଁ ଏହାର ସବୁ ବିଭାଗ ମଧ୍ୟରୁ ଉପସ୍ଥାପନ କରୁଛି ପଛପାଶ୍ୱର୍ ସିଟ୍ ସ୍ଲାଇଡ଼ ସହିତ ଢ଼ଳି ରହିବା ଅବସ୍ଥାରେ ବାୟୁ ଚଳାଚଳ ସୁବିଧା ବ୍ୟବସ୍ଥା ଏଥିସହିତ ଅନ୍ୟ ଯେଉଁ ଲୁକ୍କାୟିତ ବିଶେଷତ୍ୱ ଏଥିରେ ରହିଛି ସେଗୁଡ଼ିକ ହେଲା- ଦୁଇଟି ପ୍ୟାନେଲ ଯୁକ୍ତ ଅତି ସୁନ୍ଦର ଭାବରେ ଦୃଶ୍ୟମାନ ସନରୁଫ, ସ୍ତର୨ ଏଡ଼ିଏଏସ ସହିତ ୧୬ଟି ସ୍ୱୟଂ•ଳିତ ସୁରକ୍ଷା ବୈଶିଷ୍ଟ୍ୟ, ଏଥିସହିତ ବିସ୍ତାରିତ ସମ୍ପନ୍ନ ୨୦ ବିଶାଳ ଉଚ୍ଚ ମାନର ସୁରକ୍ଷା ପ୍ୟାକେଜ ।
ଗ୍ୱାଙ୍ଗୁ ଲି, ଏମଡ଼ି ଏବଂ ସିଇଓ, କିଆ ଇଣ୍ଡିଆ, ବ୍ରାଣ୍ଡର ଦୂରଦୃଷ୍ଟିତାକୁ ସ୍ପଷ୍ଟ କରିବା ସହିତ ନିଜର ମତ ରଖି କହିଛନ୍ତି, “କିଆ ଇଣ୍ଡିଆ ସବୁବେଳେ ଏକ ଆହ୍ୱାନର ପରିବେଶକୁ ନେଇ ଆଗେଇ •ଲିଛି ଯାହାକି ଅଟୋମୋବାଇଲ ଶିଳ୍ପରେ ଏକ ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିବା ସହିତ ଅଭିନବୀକରଣ, ଜ୍ଞାନକୌଶଳ ତଥା ଗ୍ରାହକ କୈନ୍ଦି୍ରକ ଗଠନକୁ ନେଇ ରହିଥିବା ଆମର ବଚନବଦ୍ଧତାକୁ ଉପସ୍ଥାପନ କରିପାରିଛି । ଆମର ଏହି ଯାତ୍ରା ବ୍ରାଣ୍ଡର ଶୁଭାରମ୍ଭ ହେବା ପରଠାରୁ କେବଳ ଉଲ୍ଲେଖନୀୟ ହୋଇ ରହିନାହିଁ ଏହା ସମଗ୍ର ଦେଶରେ ଏକ ଉଚ୍ଚ ଗୁଣବତା ତଥା ବହୁ ଆକାଂକ୍ଷିତ ଯାନ ଭାବରେ ନିଜର ଏକ ପରିଚୟ ସୃଷ୍ଟି କରିବା ସହିତ ବିକାଶର ଧାରାରେ ଆଗକୁ ବଢ଼ି •ଲିଛି । ସାଇରସ ସହିତ ଆମେ ଆମର ଉତ୍ପାଦନ ଫୋର୍ଟଫୋଲିଓକୁ ଆହୁରି ଆଗକୁ ନେବା ସହିତ ଏସୟୁଭି ବିଭାଗର ବିଭିନ୍ନ ପ୍ରକାରର ନୂତନ ଯାନକୁ ଅଧିକ ଆରାମଦାୟକ, ଆଧୁନିକ ଜ୍ଞାନକୌଶଳ ତଥା ଏକ ମଜବୁତ ଗଠନ ପ୍ରଣାଳୀକୁ ସଂଯୋଗ କରି ଭିନ୍ନ ରୂପରେ ଉପସ୍ଥାପିତ କରିବାରେ ସକ୍ଷମ ହୋଇପାରିଛୁ ।”
କିଆର ବହିଃପାଶ୍ୱର୍ରେ ସନ୍ନିବେଶିତ ହୋଇଛି “ଆପୋଜିଟ ୟୁନାଇଟେଡ଼”ର ଦର୍ଶନ ଯାହାକି ନିରବଚ୍ଛିନ୍ନ ଭାବରେ ଦୃଢ଼ ପରିପାଟି ସୌନ୍ଦର୍ଯ୍ୟକୁ ମିଶ୍ରଣ କରି କାର୍ଯ୍ୟକ୍ଷମକୁ ବହୁମୁଖୀ କରିପାରିଛି । ରହିଥିବା ଗଠନ ପ୍ରଣାଳୀକୁ ଅଧିକ ଦୃଷ୍ଟି ଦେଇ କିଆର ସିଗନେଚର ଷ୍ଟାରମ୍ୟାପ ଏଲଇଡ଼ି ଆଲୋକର ବିଶେଷତ୍ୱକୁ ପ୍ରଦାନ କରିଛି ଯାହାକି ଆଗାମୀ ଭବିଷ୍ୟତର ଅତ୍ୟାଧୁନିକତାକୁ ପ୍ରଦାନ କରୁଅଛି । କିଆର ସିଗନେଚର ଡ଼ିଜିଟାଲ ବ୍ୟାଘ୍ର ମୁଖ ପୁଣିଥରେ ସଡ଼କ ଉପରେ ଏହାର ଆଦେଶତାକୁ ଉପସ୍ଥାପିତ କରିବା ସହିତ ଅନ୍ୟ ଯେଉଁସବୁ କଳାତ୍ମକତାକୁ ପ୍ରଦର୍ଶିତ କରିଛି ସେ ମଧ୍ୟରେ ରହିଛି ଆର୧୭ (୪୩.୬୬ ସେ.ମି.) କ୍ରିଷ୍ଟାଲ କଟ ଧାତବ ଚକ, ପ୍ରତିରୋଧକାରୀ ଦ୍ୱାର ହ୍ୟାଣ୍ଡଲ, କିଆ ଲୋଗୋ ପ୍ରଦାନକାରୀ ଗୋଲାକୃତି ଲ୍ୟାମ୍ପ ତଥା ଯାନର ଗତିଶୀଳତା ତଥା ଦକ୍ଷତା ଆବେଦନ ପାଇଁ ସବୁ ପ୍ରକାର ସହଯୋଗର ହାତ ବଢ଼ାଇଥାଏ ।

 

Govt
Leave A Reply