ପଶ୍ଚିମ ଏସିଆରେ ଉତେଜନା ଓ ସଙ୍କଟ କାରଣରୁ ଏହି ସମୟରେ ସାରା ବିଶ୍ୱରେ ଚିନ୍ତା ବୃଦ୍ଧି ପାଇଛି, ଏବଂ ଭାରତ ମଧ୍ୟ ଏଥିରୁ ନିବୃତ ନୁହେଁ, ଯେଭଳି ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପ୍ରତିଦିନ ନୂଆ ନୂଆ ଧମକ ଦେଇ ଚାଲିଛନ୍ତି , ଏହାଦ୍ୱାରା ବିଜିନେସ ଇଣ୍ଡଷ୍ଟ୍ରି ଓ ମାର୍କେଟ ରେ ଚିନ୍ତା ବୃଦ୍ଧି ହେଉଛି, ଘଟଣାକ୍ରମ ରେ ଆମେରିକା ଓ ଇରାନ ରେ ଯୁଦ୍ଧ ବଢିବା ଦ୍ୱାରା ଇରାନ ପକ୍ଷରୁ ସ୍ଟ୍ରେଟ ଅଫ ହୋର୍ମୁଜ କୁ ବନ୍ଦ କରିଦେଇଛି, ଏହାଦ୍ୱାରା ଭାରତର ପ୍ରମୁଖ ବ୍ୟାପାରିକ ଏବଂ ଉଦ୍ୟୋଗୀକ ସଂଗଠନ ଚାମ୍ବର ଅଫ ଟ୍ରେଡ଼ ଏଣ୍ଡ ଇଣ୍ଡଷ୍ଟ୍ରି CTI ର ଚିନ୍ତା ବୃଦ୍ଧି ପାଉଛି l
ହୋର୍ମୁଜ ହେଉଛି ବିଶ୍ୱର ସବୁଠୁ ବଡ଼ ଏନର୍ଜୀ ଚୋକ ପଏଣ୍ଟ, ଯଦି ଏହାକୁ ବନ୍ଦ କରାଗଲା ତେବେ ଭାରତ, ରୁଷ, ଚୀନ ଭଳି ମୁଖ୍ୟ ଇମ୍ପୋର୍ଟ ଦେଶରେ କଞ୍ଚା ତେଲ ର ଅସୁବିଧା ଦେଖାଯିବ, ପେଟ୍ରୋଲ , ଡିଜେଲ ମହଙ୍ଗା ହେବାଦ୍ବାରା ଟ୍ରାନ୍ସପୋର୍ଟ, ମେନୁଫ୍ୟାକଚରିଂ ସେକ୍ଟର ଉପରେ ବିପରୀତ ପ୍ରଭାବ ପଡିବ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ମୂଲ୍ୟ ବୃଦ୍ଧି ହେବ l
CTI ର ଚେୟାରମ୍ୟାନ ବୃଜେସ ଗୋୟଲ କହିଛନ୍ତି ଯେ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ହୋର୍ମୁଜ ବନ୍ଦ ରହିବ ତେବେ ଭାରତରେ ଦରବୃଦ୍ଧି ମାର୍ଚ୍ଚ-ଏପ୍ରିଲ ତୁଳନାରେ ୫ ପ୍ରତିଶତ ଅଧିକ ବୃଧିହେବ l ବର୍ତମାନ ଭାରତ ରୁଷ ନିକଟରୁ ମାତ୍ର ୩୫ ପ୍ରତିଶତ ତୈଳ ଆଣୁଚି, କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ l ଏବଂ ଏହାଠାରୁ ଅଧିକ ମଧ୍ୟ ରୁଷ ଦେଇପାରିବ ନାହିଁ l
ସ୍ଟ୍ରେଟ ଅଫ ହୋର୍ମୁଜ ବନ୍ଦ ହେଲେ ଭାରତ ଉପରେ ଆସିବ କେଉଁସବୁ ସଙ୍କଟ ?
ହୋର୍ମୁଜ ଦୁନିଆର ସବୁଠୁ ମୁଖ୍ୟ ତୈଳ ଚେକ ପଏଣ୍ଟ, ଯଦି ଏହା ବନ୍ଦ ହେଲା ତେବେ ଭାରତ ରେ ୪ଟି ବିଶେଷ ସଙ୍କଟ ଦେଖାଯିବ –
୧ରେ – ତୈଳ ସଙ୍କଟ ହେବ ସବୁଠୁ ବଡ଼ ସଙ୍କଟ –
ଭାରତକୁ ହୋର୍ମୁଜ ରୁ ୬୦ ପ୍ରତିଶତ ତୈଳ ଓ ୪୦ ପ୍ରତିଶତ ଗ୍ୟାସ ଆସିଥାଏ, ଇରାକ, ସାଉଦି, UAE , କୁଏତ ରୁ ଇମ୍ପୋର୍ଟ ଅଟକିଯିବ l
୨ରେ – କୄଡ଼ ଅଏଲ ପ୍ରତି ବ୍ୟାରେଲ ୨୦୦ ଡଲାର ମୂଲ୍ୟ ବୃଦ୍ଧି ହୋଇପାରେ , ଯାହା ଦେଶର ଆର୍ଥିକ ମାନଦଣ୍ଡ ପ୍ରତି ବିପଦ ଆଣିପାରେ l
୩ରେ – ପେଟ୍ରୋଲ ଓ ଡିଜେଲ ର ବର୍ତମାନ ଦର ଠାରୁ ଅଧିକ ମୂଲ୍ୟବୃଦ୍ଧି ହୋଇପାରେ l
୪ରେ – ବିମାନ ଟିକେଟ ମୂଲ୍ୟ ରେ ୪୦-୫୦ ପ୍ରତିଶତ ବୃଦ୍ଧି ହୋଇପାରେ l
୫ରେ – ଟାୟାର, ପ୍ଲାଷ୍ଟିକ ଉପକରଣ ପାଇଁ କଞ୍ଚା ମାଲ ର ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ହେବ l ”
୬ ରେ – ଫର୍ଟିଲାଇଜର ଇଣ୍ଡଷ୍ଟ୍ରି ଉପରେ ଆସିବ ସଙ୍କଟ l
୭ରେ – ଟ୍ରାନ୍ସପୋର୍ଟ ମୂଲ୍ୟ ଡବଲ ହେବ lବନ୍ଦହେଲା ହୋର୍ମୁଜ , ଭାରତ ଉପରେ ଆସିବକି ସଙ୍କଟ ? ଟେନ୍ସନ ରେ CTI
ହୋର୍ମୁଜ ବନ୍ଦ କୁ ନେଇ ଚିନ୍ତା ବଢ଼ିଲା ଭାରତର ,ମୂଲ୍ୟ ବୃଦ୍ଧି ହେବକି ଏହି ସଙ୍କଟ ସମୟରେ ? ଯଦି ମୂଲ୍ୟବୃଦ୍ଧି ହୁଏ କେଉଁ ସବୁ ସେକ୍ଟର ହେବ ପ୍ରଭାବିତ ,କଣ ଭାରତର ଔଦ୍ୟଗିକ ସେକ୍ଟର ରେ ଲାଗିବ ତାଲା , ନା ସରକାର ବାହାର କରିବେ କିଛି ଉପାୟ ?
ପଶ୍ଚିମ ଏସିଆରେ ଉତେଜନା ଓ ସଙ୍କଟ କାରଣରୁ ଏହି ସମୟରେ ସାରା ବିଶ୍ୱରେ ଚିନ୍ତା ବୃଦ୍ଧି ପାଇଛି, ଏବଂ ଭାରତ ମଧ୍ୟ ଏଥିରୁ ନିବୃତ ନୁହେଁ, ଯେଭଳି ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପ୍ରତିଦିନ ନୂଆ ନୂଆ ଧମକ ଦେଇ ଚାଲିଛନ୍ତି , ଏହାଦ୍ୱାରା ବିଜିନେସ ଇଣ୍ଡଷ୍ଟ୍ରି ଓ ମାର୍କେଟ ରେ ଚିନ୍ତା ବୃଦ୍ଧି ହେଉଛି, ଘଟଣାକ୍ରମ ରେ ଆମେରିକା ଓ ଇରାନ ରେ ଯୁଦ୍ଧ ବଢିବା ଦ୍ୱାରା ଇରାନ ପକ୍ଷରୁ ସ୍ଟ୍ରେଟ ଅଫ ହୋର୍ମୁଜ କୁ ବନ୍ଦ କରିଦେଇଛି, ଏହାଦ୍ୱାରା ଭାରତର ପ୍ରମୁଖ ବ୍ୟାପାରିକ ଏବଂ ଉଦ୍ୟୋଗୀକ ସଂଗଠନ ଚାମ୍ବର ଅଫ ଟ୍ରେଡ଼ ଏଣ୍ଡ ଇଣ୍ଡଷ୍ଟ୍ରି CTI ର ଚିନ୍ତା ବୃଦ୍ଧି ପାଉଛି l
ହୋର୍ମୁଜ ହେଉଛି ବିଶ୍ୱର ସବୁଠୁ ବଡ଼ ଏନର୍ଜୀ ଚୋକ ପଏଣ୍ଟ, ଯଦି ଏହାକୁ ବନ୍ଦ କରାଗଲା ତେବେ ଭାରତ, ରୁଷ, ଚୀନ ଭଳି ମୁଖ୍ୟ ଇମ୍ପୋର୍ଟ ଦେଶରେ କଞ୍ଚା ତେଲ ର ଅସୁବିଧା ଦେଖାଯିବ, ପେଟ୍ରୋଲ , ଡିଜେଲ ମହଙ୍ଗା ହେବାଦ୍ବାରା ଟ୍ରାନ୍ସପୋର୍ଟ, ମେନୁଫ୍ୟାକଚରିଂ ସେକ୍ଟର ଉପରେ ବିପରୀତ ପ୍ରଭାବ ପଡିବ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ମୂଲ୍ୟ ବୃଦ୍ଧି ହେବ l
CTI ର ଚେୟାରମ୍ୟାନ ବୃଜେସ ଗୋୟଲ କହିଛନ୍ତି ଯେ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ହୋର୍ମୁଜ ବନ୍ଦ ରହିବ ତେବେ ଭାରତରେ ଦରବୃଦ୍ଧି ମାର୍ଚ୍ଚ-ଏପ୍ରିଲ ତୁଳନାରେ ୫ ପ୍ରତିଶତ ଅଧିକ ବୃଧିହେବ l ବର୍ତମାନ ଭାରତ ରୁଷ ନିକଟରୁ ମାତ୍ର ୩୫ ପ୍ରତିଶତ ତୈଳ ଆଣୁଚି, କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ l ଏବଂ ଏହାଠାରୁ ଅଧିକ ମଧ୍ୟ ରୁଷ ଦେଇପାରିବ ନାହିଁ l
ସ୍ଟ୍ରେଟ ଅଫ ହୋର୍ମୁଜ ବନ୍ଦ ହେଲେ ଭାରତ ଉପରେ ଆସିବ କେଉଁସବୁ ସଙ୍କଟ ?
ହୋର୍ମୁଜ ଦୁନିଆର ସବୁଠୁ ମୁଖ୍ୟ ତୈଳ ଚେକ ପଏଣ୍ଟ, ଯଦି ଏହା ବନ୍ଦ ହେଲା ତେବେ ଭାରତ ରେ ୪ଟି ବିଶେଷ ସଙ୍କଟ ଦେଖାଯିବ –
୧ରେ – ତୈଳ ସଙ୍କଟ ହେବ ସବୁଠୁ ବଡ଼ ସଙ୍କଟ –
ଭାରତକୁ ହୋର୍ମୁଜ ରୁ ୬୦ ପ୍ରତିଶତ ତୈଳ ଓ ୪୦ ପ୍ରତିଶତ ଗ୍ୟାସ ଆସିଥାଏ, ଇରାକ, ସାଉଦି, UAE , କୁଏତ ରୁ ଇମ୍ପୋର୍ଟ ଅଟକିଯିବ l
୨ରେ – କୄଡ଼ ଅଏଲ ପ୍ରତି ବ୍ୟାରେଲ ୨୦୦ ଡଲାର ମୂଲ୍ୟ ବୃଦ୍ଧି ହୋଇପାରେ , ଯାହା ଦେଶର ଆର୍ଥିକ ମାନଦଣ୍ଡ ପ୍ରତି ବିପଦ ଆଣିପାରେ l
୩ରେ – ପେଟ୍ରୋଲ ଓ ଡିଜେଲ ର ବର୍ତମାନ ଦର ଠାରୁ ଅଧିକ ମୂଲ୍ୟବୃଦ୍ଧି ହୋଇପାରେ l
୪ରେ – ବିମାନ ଟିକେଟ ମୂଲ୍ୟ ରେ ୪୦-୫୦ ପ୍ରତିଶତ ବୃଦ୍ଧି ହୋଇପାରେ l
୫ରେ – ଟାୟାର, ପ୍ଲାଷ୍ଟିକ ଉପକରଣ ପାଇଁ କଞ୍ଚା ମାଲ ର ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ହେବ l ”
୬ ରେ – ଫର୍ଟିଲାଇଜର ଇଣ୍ଡଷ୍ଟ୍ରି ଉପରେ ଆସିବ ସଙ୍କଟ l
୭ରେ – ଟ୍ରାନ୍ସପୋର୍ଟ ମୂଲ୍ୟ ଡବଲ ହେବ l