ଇସ୍ରାଏଲ ର ସହଯୋଗ ରେ ଆମେରିକାର କଲା ଆକ୍ରମଣ ,
ଇସ୍ରାଏଲ – ଆମେରିକା ମିଳିତ ଆକ୍ରମଣରେ ଧୁଆଁ ଧୂଆଁ ଇରାନ ,
ଇରାନ ରାଷ୍ଟ୍ରପତି ଙ୍କ ବାସଭବନ ଉପରେ ହେଲା ଆକ୍ରମଣ ,
ଇରାନର ସୈନ୍ୟ ଆଡା ଉପରେ ମିସାଇଲ ଆକ୍ରମଣ ,
ଇରାନର୍ ଗୁଇନ୍ଦା ବିଭାଗ ଅଫିସ ଉପରେ ଡ୍ରୋନ ଆକ୍ରମଣ କଲା ଆମେରିକା ,
ଏକ ସାଙ୍ଗରେ ଇରାନ ର ୩୦ ଟି ସ୍ଥାନ ଉପରେ ହୋଇଛି ଆକ୍ରମଣ ,
ଦୀର୍ଘ ଦିନରୁ ଆମେରିକା ଇରାନ କୁ ଯୁଧର ଧମକ ଦେଇ ଆସୁଥିଲା , କିନ୍ତୁ ବର୍ତମାନ ଏହା ଗୋଟିଏ ପ୍ରଳୟକାରୀ ଯୁଦ୍ଧ ରେ ପରିଣତ ହୋଇଛି l ଉଭୟ ପକ୍ଷରୁ ଘମାଘୋଟ ଆକ୍ରମଣ ଚାଲିଛି , ଇରାନ ପକ୍ଷରୁ ୭୦ ମିଶାଇଲ ରେ ଆକ୍ରମଣ କରାଯାଇଛି l ଆମେରିକା ସହିତ ଇସ୍ରାଏଲ ହାତ ମିଳାଇ ଏହି ଯୁଦ୍ଧରେ ଭାଗ ନେଇଛି , ଏବଂ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାହୟୁ କହିଛନ୍ତି ପରମାଣୁ କାର୍ଯ୍ୟ କୁ ଇରାନ ବନ୍ଦ କରିବା ଦରକାର୍ l
ଇସ୍ରାଏଲ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ ଫେରିଆସିଛି , ଇସ୍ରାଏଲ ର ଏୟାର ସ୍ପେସ ହୋଇ ଯାଇଛି ବନ୍ଦ , ଇସ୍ରାଏଲ ଏହି ଅପରେସନ ର ନାମ ” ସିଲଡ ଅଫ ଜୁଡା ” ଅର୍ଥାତ ” ଇହୁଦି ମାନଙ୍କର ରକ୍ଷା କବଚ ” ରଖିଛି l ଏବଂ ଅନ୍ୟ ପକ୍ଷରେ ଇରାନ ରାଷ୍ଟ୍ରପତି ଏହି ଅପରେସନ କୁ “ଶେର କି ଦହାଡ଼ ” ଅର୍ଥାତ ସିଂହ ର ଗର୍ଜନ ରଖିଛନ୍ତି l ଏହାର ଜବାବ ରେ ଇରାନ ମଧ୍ୟ ନିରନ୍ତର ଆକ୍ରମଣ ଜାରି ରଖିଛି l
ଠିକ ଏହି ସମୟରେ ଇରାନ କୁ ସହଯୋଗ କରି ୟାମନ ଓ ଲେବାନନ ମିଳିତ ଭାବରେ ଇସ୍ରାଏଲ ଉପରେ କରିଛନ୍ତି ଆକ୍ରମଣ l ହିଜବୁଲା ଓ ହୁତି କରୁଛନ୍ତି ଲଗାତାର ଆକ୍ରମଣ l ଇସ୍ରାଏଲ ର ଲାଲ ସାଗର ଉପରେ ହୁତି ମାନଙ୍କର ଆକ୍ରମଣ l ଯାହାଦ୍ୱାରା ଇସ୍ରାଏଲ ଯୁଦ୍ଧ ଜାହାଜ ହୋଇଛି କ୍ଷତିଗ୍ରସ୍ତ l
ଏହାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି ଟ୍ରମ୍ପ ଦେଖାଇଲେ ଅସଲି ରଙ୍ଗ , ଶାନ୍ତି ଦୂତ ରୁ ସିଧା ସାଜିଲେ ଯୁଦ୍ଧ ଦୂତ l ପୁଟିନ ଙ୍କ କଟାକ୍ଷ ରେ ଆମେରିକା ରଖିଛି ନିଜର ପ୍ରତିକ୍ରିୟା ଓ କହିଛନ୍ତି ଯେ ଇରାନ କୁ ପରମାଣୁ ବୋମା ପ୍ରସ୍ତୁତ କରିବାକୁ ଦିଆଯିବ ନାହିଁ ଓ ଇରାନ କୁ ଧୂଳିସାତ କରିଦିଆଯିବ l ବାହାରିନ ର ଥିବା ଆମେରିକା ର ନାଭାଲ ବେଶ ଉପରେ ବାଲେସ୍ଟିକ ମିସାଇଲ ରେ ଇରାନ କରିଛି ଆକ୍ରମଣ l
ଇରାନ ଯୁଏଇ ଉପରେ କରି ଦେଇଛି ଆକ୍ରମଣ , ଯୁଏଇ ର ଆମେରିକା ଏୟାର ବେଶ ଉପରେ ଇରାନ କରିଛି ଆକ୍ରମଣ l ଏହାକୁ ଇତିହାସକାର ତୃତୀୟ ବିଶ୍ୱଜୁଦ୍ଧ ର ଆଗମନ ବୋଲି କହିଛନ୍ତି l