Odisha news

WHO ର ସୂଚନା : ଅଧିକ ସମୟ କମ୍ପ୍ୟୁଟର ଓ ମୋବାଇଲ ବ୍ୟବହାର କରିବା ହେଉଛି ସ୍କିନ କ୍ୟାନ୍ସର ବୃଦ୍ଧିର କାରଣ

0

ଅଫିସ କାମ ହେଉ କିମ୍ବା ମନୋରଞ୍ଜନ ପାଇଁ ଆମେ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋବାଇଲ ଓ କମ୍ପ୍ୟୁଟର୍ ସାମ୍ନା ରେ ବସିଥାଉ l କିନ୍ତୁ ଆପଣ କଣ କେବେ ଭାବିଛନ୍ତି କି ଆମ ସ୍କ୍ରିନ ଟାଇମ ଆମ ସ୍କିନ କୁ କିପରି ପ୍ରଭାବିତ କରିଥାଏ ?

* ପୂର୍ବରୁ  ଅନେକ ଗୁଡିଏ ରିସର୍ଚ୍ଚ ରୁ  ଜଣା ପଡିଥିଲା ଯେ ମୋବାଇଲ ର ବ୍ଲୁ ଲାଇଟ , ସୂର୍ଯ୍ୟ ଙ୍କ ହାନିକାରକ ଯୁଭି କିରଣ ଭଳି ଆମ ସ୍କିନ କୁ କ୍ଷତି କରିଥାଏ l ଏହି କାରଣରୁ ତ୍ୱଚା ଉପରେ ହଇପର ପିଗ୍ ମେଣ୍ଟେସନ , କୁଞ୍ଚନ , ବ୍ରଣ ଇତ୍ୟାଦି ସମସ୍ୟା ଦେଖା ଜାଇଥାଏ l

* ମୋବାଇଲ ଓ କମ୍ପ୍ୟୁଟର୍ ସ୍କ୍ରିନ ର ଲାଇଟ ଦ୍ୱାରା ତ୍ୱଚା ର ରଙ୍ଗ କୁ ପ୍ରଭାବିତ କରିଥାଏ l ଏବଂ କଳା ରଙ୍ଗର  ଦାଗ ମଧ୍ୟ ଦେଖା ଦେଇଥାଏ l ତେଣୁ ଅଧିକ ବ୍ୟବହାର କରୁଥିଲେ ସତର୍କ ରୁହନ୍ତୁ l

* କମ୍ପ୍ୟୁଟର୍ ଓ ମୋବାଇଲ ଆଲୋକ  ଦ୍ୱାରା ଚକ୍ଷୁ ର ତଳ କଳା ଦାଗ ହୋଇଥାଏ l ଏବଂ ଆକ୍ଷି ର ରେଟିନା ମଧ୍ୟ ପ୍ରଭାବିତ ହୋଇଥାଏ l

* ରିସର୍ଚ୍ଚ ଅନୁସାରେ ଅତ୍ୟଧିକ ମୋବାଇଲ ଓ କମ୍ପ୍ୟୁଟର୍ ବ୍ୟବହାର ଦ୍ୱାରା ସ୍କିନ କ୍ୟାନ୍ସର ର କାରଣ ଭାବରେ ଦେଖା ଦେଇଥାଏ l

Leave A Reply