Odisha news

ଭେନେଜୁଏଲା ବିରୁଦ୍ଧରେ ଯୁଦ୍ଧ ଡାକରା ଦେଲା ଆମେରିକା, କିନ୍ତୁ ରୁଷ କରିବ ନିଜ ମିତ୍ର ରାଷ୍ଟ୍ରକୁ ସାହାଯ୍ୟ

0

ଆମେରିକା ଓ ଭେନେଜୁଏଲା ଚାଲିଥିବା ଉତେଜନା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଙ୍କର ଏଣ୍ଟ୍ରି ହୋଇଛି, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଭେନେଜୁଏଲା ଉପରେ ସ୍ଥଳ ଭାଗରେ ଆକ୍ରମଣ କରିବାର ଧମକ ଦେଇଛନ୍ତି, ଏବଂ ଏପରିସ୍ଥିତି ରେ ରୁଷ ଭେନେଜୁଏଲା ସପକ୍ଷରେ ଠିଆ ହୋଇଛି, ରୁଷ ରାଷ୍ଟ୍ରପତି ଟ୍ରମ୍ପ ଙ୍କ ଶତ୍ରୁ ଭେନେଜୁଏଲା ର ରାଷ୍ଟ୍ରପତି ମାଡୁରୋ ଙ୍କୁ ଫୋନ କରି ସୌହାର୍ଦ୍ୟ ପୁର୍ଣ କଥା ହୋଇଛନ୍ତି, ଏବଂ ଭେନେଜୁଏଲା ସଂପ୍ରଭୁତା କୁ ରକ୍ଷା କରିବା ପାଇଁ ସମର୍ଥନ ରହିଛି ବୋଲି କହିଛନ୍ତି l

ଏହା ସହିତ କାରବିୟନ ସାଗର ରେ ମଧ୍ୟ ଉତେଜନା ରହିଛି, ଟ୍ରମ୍ପ ଭେନେଜୁଏଲା ଉପରେ ଆକ୍ରମଣ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି, ଟ୍ରମ୍ପ ସରକାର ଙ୍କ ପକ୍ଷରୁ କାରବିୟନ ସାଗର ରେ ଯୁଦ୍ଧ ପୋତ , ପଂଡୁବି, ଓ F -35 ଫାଇଟର ଜେଟ ମୁତୟନ କରାଯାଇଛି, ଆମେରିକା ପକ୍ଷରୁ ଡିସେମ୍ବର ୧୦ ତାରିଖରେ ଭେନେଜୁଏଲା ର କାରବିୟନ ସାଗର ରୁ ଗୋଟିଏ ତେଲ ଟ୍ୟାଙ୍କର କୁ ଜବତ କରିଛି ଆମେରିକା, ଏବଂ ଏହାକୁ ତେଲ ତସ୍କରୀ ଓ ଡ୍ରଗ୍ସ ତସ୍କରୀ ର ନାମ ଦେଉଛି,  କିନ୍ତୁ ଅନ୍ୟ ପକ୍ଷରେ ରୁଷ ଭେନେଜୁଏଲା କୁ ସମର୍ଥଂ ଦେଉଛି, ଏହି ଘଟଣା ମହାଶକ୍ତି ସମ୍ପର୍ଣ ରାଷ୍ଟ୍ର ଙ୍କ ପାଇଁ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି l

ଡୋନାଲଡ ଟ୍ରମ୍ପ ପ୍ରଶାସନ ଡ୍ରଗ୍ସ ତସ୍କରି ର ଆରୋପ ଲଗାଇ ଭେନେଜୁଏଲା ଉପରେ ସୈନ୍ୟ କାରାବାଈ ଆରମ୍ଭ କରିଛି, ଏହା ଛଡା ଉଭୟ ଦେଶ ଙ୍କ ମଧ୍ୟରେ ତୈଳ ଟ୍ୟାଙ୍କର କୁ ନେଇ ମଧ୍ୟ ଉତେଜନା ଦେଖା ଦେଇଛି l

ସେପ୍ଟେମ୍ବର ୨୦୨୫ ରେ ଆମେରିକା ପକ୍ଷରୁ ୨୦ ରୁ ଉର୍ଧ୍ଵ ତେଲ ଟ୍ୟାଙ୍କର ଉପରେ ଆମେରିକା ବିମାନ ଆକ୍ରମଣ କରିଥିଲା, ଯେଉଁଥିରେ ୮୭ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା l କିନ୍ତୁ ବିଶେଷଜ୍ଞ ଙ୍କ ମତରେ ଆମେରିକାର ମୂଳ ଉଦେଶ୍ୟ ହେଉଛି ଭେନେଜୁଏଲା ର ତେଲ ଉପରେ କବ୍ଜା l

୨୦୨୫ ଡିସେମ୍ବର ୧ତାରିଖ ରେ ଟ୍ରମ୍ପ ଭେନେଜୁଏଲା ରାଷ୍ଟ୍ରପତି ଙ୍କୁ ଫୋନ କରି ତୁରନ୍ତ ଗାଦି ଛାଡିବାର ଧମକ ଦେଇଥିଲେ, ବିଶେଷଜ୍ଞ ଙ୍କ ମତରେ ଏହା ଆମେରିକାର ଗୋଟିଏ ବଡ଼ ଚକ୍ରବ୍ୟୁହ ଅଟେ, ଏହା ପଛର ମୁଖ୍ୟ କାରଣ ହେଉଛି ଭେନେଜୁଏଲା ରାଷ୍ଟ୍ରପତି ମାଦୁର ଙ୍କୁ ଗାଦିଚ୍ୟୁତ କରିବା , ଏହା ପୂର୍ବରୁ ଆମେରିକା ଯାହା କ୍ୟୁବା ଓ ନିକରାଗୁଆ ରେ କରିସାରିଛି l

ଭେନେଜୁଏଲା ବିଶ୍ୱର ସବୁଠୁ ବଡ଼ ତୈଳ ଭଣ୍ଡାର, ଏଠାରେ ସାଉଦି ଆରବ ଠାରୁ ଅଧିକ ତୈଳ ରହିଛି, ଏବଂ ଏହି ଦେଶ ଆମେରିକାର ପଡୋଶୀ ଦେଶ, ରୁଷ, ଚୀନ, ଇରାନ ଓ କ୍ୟୁବା ସହିତ ଭେନେଜୁଏଲା ର ଭଲ ସମ୍ପର୍କ, ଯାହା ତାକୁ ଆମେରିକାର ଶତ୍ରୁ କରିଦେଇଛି l ରୁଷ ତୈଳ ଉତ୍ପାଦନ ପାଇଁ ଭେନେଜୁଏଲା ରେ ନିବେଶ କରିଛି, ଚୀନ ଋଣ ଦେଇଛି, ଇରାନ ଦ୍ରୋଣ ଓ ହତିଆର ଦେଇଛି , ଯାହା ଆମେରିକାର ମୁଣ୍ଡବ୍ୟଥା ର କାରଣ ହୋଇଛି l

ପୁଣି ରୁଷ ରାଷ୍ଟ୍ରପତି ଖୋଲାଖୋଲି ଭାବରେ ଭେନେଜୁଏଲା କୁ ସାହାଯ୍ୟ କରିବାକୁ ଠିଆ ହେଲେଣି l ଦେଖିବାକୁ ରହିଲା ଆଗକୁ କଣ ରହିବ ଆମେରିକାର ରଣନୀତି lଭେନେଜୁଏଲା ବିରୁଦ୍ଧରେ ଯୁଦ୍ଧ ଡାକରା ଦେଲା ଆମେରିକା, କିନ୍ତୁ ରୁଷ କରିବ ନିଜ ମିତ୍ର ରାଷ୍ଟ୍ରକୁ ସାହାଯ୍ୟ

ଆମେରିକା ଓ ଭେନେଜୁଏଲା ଚାଲିଥିବା ଉତେଜନା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଙ୍କର ଏଣ୍ଟ୍ରି ହୋଇଛି, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଭେନେଜୁଏଲା ଉପରେ ସ୍ଥଳ ଭାଗରେ ଆକ୍ରମଣ କରିବାର ଧମକ ଦେଇଛନ୍ତି, ଏବଂ ଏପରିସ୍ଥିତି ରେ ରୁଷ ଭେନେଜୁଏଲା ସପକ୍ଷରେ ଠିଆ ହୋଇଛି, ରୁଷ ରାଷ୍ଟ୍ରପତି ଟ୍ରମ୍ପ ଙ୍କ ଶତ୍ରୁ ଭେନେଜୁଏଲା ର ରାଷ୍ଟ୍ରପତି ମାଡୁରୋ ଙ୍କୁ ଫୋନ କରି ସୌହାର୍ଦ୍ୟ ପୁର୍ଣ କଥା ହୋଇଛନ୍ତି, ଏବଂ ଭେନେଜୁଏଲା ସଂପ୍ରଭୁତା କୁ ରକ୍ଷା କରିବା ପାଇଁ ସମର୍ଥନ ରହିଛି ବୋଲି କହିଛନ୍ତି l

ଏହା ସହିତ କାରବିୟନ ସାଗର ରେ ମଧ୍ୟ ଉତେଜନା ରହିଛି, ଟ୍ରମ୍ପ ଭେନେଜୁଏଲା ଉପରେ ଆକ୍ରମଣ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି, ଟ୍ରମ୍ପ ସରକାର ଙ୍କ ପକ୍ଷରୁ କାରବିୟନ ସାଗର ରେ ଯୁଦ୍ଧ ପୋତ , ପଂଡୁବି, ଓ F -35 ଫାଇଟର ଜେଟ ମୁତୟନ କରାଯାଇଛି, ଆମେରିକା ପକ୍ଷରୁ ଡିସେମ୍ବର ୧୦ ତାରିଖରେ ଭେନେଜୁଏଲା ର କାରବିୟନ ସାଗର ରୁ ଗୋଟିଏ ତେଲ ଟ୍ୟାଙ୍କର କୁ ଜବତ କରିଛି ଆମେରିକା, ଏବଂ ଏହାକୁ ତେଲ ତସ୍କରୀ ଓ ଡ୍ରଗ୍ସ ତସ୍କରୀ ର ନାମ ଦେଉଛି,  କିନ୍ତୁ ଅନ୍ୟ ପକ୍ଷରେ ରୁଷ ଭେନେଜୁଏଲା କୁ ସମର୍ଥଂ ଦେଉଛି, ଏହି ଘଟଣା ମହାଶକ୍ତି ସମ୍ପର୍ଣ ରାଷ୍ଟ୍ର ଙ୍କ ପାଇଁ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି l

ଡୋନାଲଡ ଟ୍ରମ୍ପ ପ୍ରଶାସନ ଡ୍ରଗ୍ସ ତସ୍କରି ର ଆରୋପ ଲଗାଇ ଭେନେଜୁଏଲା ଉପରେ ସୈନ୍ୟ କାରାବାଈ ଆରମ୍ଭ କରିଛି, ଏହା ଛଡା ଉଭୟ ଦେଶ ଙ୍କ ମଧ୍ୟରେ ତୈଳ ଟ୍ୟାଙ୍କର କୁ ନେଇ ମଧ୍ୟ ଉତେଜନା ଦେଖା ଦେଇଛି l

ସେପ୍ଟେମ୍ବର ୨୦୨୫ ରେ ଆମେରିକା ପକ୍ଷରୁ ୨୦ ରୁ ଉର୍ଧ୍ଵ ତେଲ ଟ୍ୟାଙ୍କର ଉପରେ ଆମେରିକା ବିମାନ ଆକ୍ରମଣ କରିଥିଲା, ଯେଉଁଥିରେ ୮୭ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା l କିନ୍ତୁ ବିଶେଷଜ୍ଞ ଙ୍କ ମତରେ ଆମେରିକାର ମୂଳ ଉଦେଶ୍ୟ ହେଉଛି ଭେନେଜୁଏଲା ର ତେଲ ଉପରେ କବ୍ଜା l

୨୦୨୫ ଡିସେମ୍ବର ୧ତାରିଖ ରେ ଟ୍ରମ୍ପ ଭେନେଜୁଏଲା ରାଷ୍ଟ୍ରପତି ଙ୍କୁ ଫୋନ କରି ତୁରନ୍ତ ଗାଦି ଛାଡିବାର ଧମକ ଦେଇଥିଲେ, ବିଶେଷଜ୍ଞ ଙ୍କ ମତରେ ଏହା ଆମେରିକାର ଗୋଟିଏ ବଡ଼ ଚକ୍ରବ୍ୟୁହ ଅଟେ, ଏହା ପଛର ମୁଖ୍ୟ କାରଣ ହେଉଛି ଭେନେଜୁଏଲା ରାଷ୍ଟ୍ରପତି ମାଦୁର ଙ୍କୁ ଗାଦିଚ୍ୟୁତ କରିବା , ଏହା ପୂର୍ବରୁ ଆମେରିକା ଯାହା କ୍ୟୁବା ଓ ନିକରାଗୁଆ ରେ କରିସାରିଛି l

ଭେନେଜୁଏଲା ବିଶ୍ୱର ସବୁଠୁ ବଡ଼ ତୈଳ ଭଣ୍ଡାର, ଏଠାରେ ସାଉଦି ଆରବ ଠାରୁ ଅଧିକ ତୈଳ ରହିଛି, ଏବଂ ଏହି ଦେଶ ଆମେରିକାର ପଡୋଶୀ ଦେଶ, ରୁଷ, ଚୀନ, ଇରାନ ଓ କ୍ୟୁବା ସହିତ ଭେନେଜୁଏଲା ର ଭଲ ସମ୍ପର୍କ, ଯାହା ତାକୁ ଆମେରିକାର ଶତ୍ରୁ କରିଦେଇଛି l ରୁଷ ତୈଳ ଉତ୍ପାଦନ ପାଇଁ ଭେନେଜୁଏଲା ରେ ନିବେଶ କରିଛି, ଚୀନ ଋଣ ଦେଇଛି, ଇରାନ ଦ୍ରୋଣ ଓ ହତିଆର ଦେଇଛି , ଯାହା ଆମେରିକାର ମୁଣ୍ଡବ୍ୟଥା ର କାରଣ ହୋଇଛି l

ପୁଣି ରୁଷ ରାଷ୍ଟ୍ରପତି ଖୋଲାଖୋଲି ଭାବରେ ଭେନେଜୁଏଲା କୁ ସାହାଯ୍ୟ କରିବାକୁ ଠିଆ ହେଲେଣି l ଦେଖିବାକୁ ରହିଲା ଆଗକୁ କଣ ରହିବ ଆମେରିକାର ରଣନୀତି l

Leave A Reply