Odisha news

ବାସ୍ତୁଶାସ୍ତ୍ର : ଅବିବାହିତା ଯୁବକ ଯୁବତୀ ଭୁଲ ରେ ସୁଦ୍ଧା ଏହିସବୁ ଜିନିଷକୁ ନିଜ କୋଠରୀରେ ରଖନ୍ତୁ ନାହିଁ, ହୋଇପାରେ ବଡ କ୍ଷତି

ଘରର ବାସ୍ତୁ ଆମ ଜୀବନ ଉପରେ ଖୁବ ପ୍ରଭାବ ପକାଇଥାଏ l ଯଦି ଘରେ ରଖିଥିବା ଜିନିଷ ଠିକ ଜାଗାରେ ରଖା ଯାଇ ନଥାଏ ତେବେ ଏହାର ପ୍ରଭାବ ବିନା କାରଣରେ ଘର ଓ ପରିବାର ଉପରେ ପଡିଥାଏ l ସେହିଭଳି କିଛି ନିୟମ ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ମଧ୍ୟ ରହିଛି l ଏପରି କିଛି ଜିନିଷ ରହିଛି ଯାହା ଅବିବାହିତ ଯୁବକ ଯୁବତୀ ଙ୍କ କୋଠରୀ ରେ କିଛିଟା ଜିନିଷ ରଖିବା ଉଚିତ ନୁହେଁ l ଯଦି ସେମାନଙ୍କ କୋଠରୀରେ କିଛିଟା ଜିନିଷକୁ ରଖିବା ଉଚିତ ନୁହେଁ l

– ଅବିବାହିତ ଯୁବକ ଯୁବତୀଙ୍କ ବେଡ଼ଉଭୟ ପାର୍ଶ୍ୱରେ ବେଡ଼ ପଡିବା ଉଚିତ ନୁହେଁ l ଗୋଟିଏ ପାର୍ଶ୍ୱରେ ପଡିଲେ ଚାଲିବ l

– ଯଦି ବେଡ଼ ସମ୍ମୁଖରେ ୱାସ ରୁମ ରହିବ ତେବେ ଠିକ ନୁହେଁ l ଯଦି ରହିଛି ତେବେ ତାହାର କବାଟ କୁ ବନ୍ଦ ରଖନ୍ତୁ l

– କୋଠରୀରେ ଝରଣା ,ନଦୀ ,ପାଣିର ବହି ଯାଉଥିବା ଚିତ୍ର ଲଗାନ୍ତୁ ନାହିଁ ,ଏହା ଅଶୁଭ ଅଟେ l

-ଖଟକୁ କାନ୍ଥ ଓ ଝରକା ସହିତ ଲଗେଇକି ରଖିବା ଉଚିତ ନୁହେଁ l ଏହା ବିବାହ ରେ ନକାରାତ୍ମକ ଶକ୍ତି ଦେଇଥାଏ l

– ବିବାହ ଯୋଗ ଶୀଘ୍ର ଖୋଲିବା ପାଇଁ ପ୍ରତି ଗୁରୁବାର ଶିବ ମନ୍ଦିର ଯିବା ଶୁଭ ଅଟେ l

Comments are closed.