Odisha news

ଘରର ଉତ୍ତରଦିଗ ରେ ରଖନ୍ତୁ ଏହି ୫ଟି ଚମତ୍କାର ଜିନିଷ, ହୋଇଯିବେ ମାଲାମାଲ

0

* ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତର ଦିଗରେ ୱାଟର ଫାଉଣ୍ଟେନ ରଖିବା ଖୁବ ଶୁଭ ଅଟେ, ଏହି ଦିଗରେ ପାଣି ସହିତ ଜଡିତ ଯେକୌଣସି ଜିନିଷ ରଖିବା ଶୁଭ ଅଟେ l ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ଜାଗ୍ରତ ହୋଇଥାଏ l ଏହାଛଡା ଚାକିରୀ ଓ ବ୍ୟବସାୟ ରେ ସଫଳତା ମିଳିଥାଏ l

* ବାସ୍ତୁ ନିୟମ ଅନୁସାରେ ଘରର ଉତର ଦିଗରେ ପଇସା ଟ୍ରେଜେରି ରଖିବା ଖୁବ ଶୁଭ ଅଟେ, ଏହି ସ୍ଥାନରେ ପଇସା ରଖିଲେ ଅର୍ଥ ଅଭାବ ହୋଇନଥାଏ l ଏବଂ ପରିବାର ଉପରେ କୁବେର ଙ୍କ କୃପା ରହିଥାଏ l କୁହାଯାଏ ଯେ ଉତର ଦିଗରେ ପଇସା ରଖିଲେ ଧନ ଆଗମନ ର ରାସ୍ତା ଖୋଲି ଯାଇଥାଏ l

* ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତର ଦିଗରେ ନଦୀ କିମ୍ବା ଝରଣା ର ଫଟୋ ଲଗାଇବା ଶୁଭ ଅଟେ l ଏହାଦ୍ୱାରା ସକାରାତ୍ମକ ଉର୍ଜା ର ଆଗମନ ହୋଇଥାଏ l ଏବଂ ପାରିବାରିକ କଳହ ଦୂର ହୋଇଥାଏ l ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ବଢିଥାଏ l

* ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତର ଦିଗ ରେ ଆକୁଆରିୟମ ରଖିବା ଖୁବ ଶୁଭ, କୁହାଯାଏ ଯେ ଉତର ଦିଗରେ ରଖିଥିବା ଫିସ ଆକୁଆରିୟମ ଘରୁ ଓ ଜୀବନ ରୁ ନକାରାତ୍ମକ ଉର୍ଜା କୁ ଦୂର କରିଥାଏ l ଏବଂ ଧନ ର ଅଭାବ ଦୂର ହୁଏ l

* ବାସ୍ତୁ ଏକ୍ସପର୍ଟ ଙ୍କ ମତରେ ଘରର ଉତର ଦିଗରେ ଆପଣ କୁବେର ଙ୍କ ଫଟୋ ଲଗାଇ ପାରିବେ, ଏହି ଦିଗ ଟି କୁବେର ଙ୍କ ଦିଗ ଅଟେ, ଏହାଦ୍ୱାରା ଡ଼ିଜିବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

Leave A Reply