Odisha news

ମୟୁରଭଞ୍ଜ ଜିଲ୍ଲାରେ ଲୋପ ପାଇ ଯାଉଥିବା ପ୍ରାଚୀନ କଳା ସଂସ୍କୃତିକୁ ଉଦ୍ଜୀବିତ କରିବାର ଏକ ଅଭିନବ ପ୍ରୟାସ

0
ମୟୁରଭଞ୍ଜ : ଲୋପ ପାଇ ଯାଉଥିବା ପ୍ରାଚୀନ କଳା ସଂସ୍କୃତିକୁ ଉଦ୍ଜୀବିତ କରିବାର ଏକ ଅଭିନବ ପ୍ରୟାସ।ନିର୍ଜୀବ କଂ।ଥ ରେ ଅତି ସୁନ୍ଦର ଭାବରେ ସଜେଇ ହେଇଛି ପ୍ରାଚୀନ କଳା ସଂସ୍କୃତି  ସହ କରନା ତଥା ସାମାଜିକ ସଚେତନତା ବାର୍ତ୍ତା।ଏ ଦୃଶ୍ୟ ହେଉଛି ମୟୁରଭଞ୍ଜ ଜିଲ୍ଲା ର ଉଦଳା ସହର ର ।ସହର ର ବିଭିନ୍ନ ସ୍ଥାନ ଝଲସି ଉଠୁଛି ନିଖୁଣ କାରୀଗରର ଅନନ୍ୟ କାରିଗରୀ ରେ ।
ରଙ୍ଗ ତୁଳି ରେ ନିମଗ୍ନ ଏହି କଳାକାର ମାନେ ହେଉଛନ୍ତି କାରିଗର ପଂଚାୟତ ର ସଦସ୍ୟ।ସହର ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଏହି ଅନନ୍ୟ ଚିତ୍ରକଳା।କେଉଁଠି ସ୍ୱଚ୍ଛ ଭାରତ ର ସନ୍ଦେଶ ଥିଲାବେଳେ କେଉଁଠି ଆଦିବାସୀ ମାନଙ୍କ ପାରମ୍ପରିକ ଲୋକ କଳା ଅ ସଂସ୍କୃତି ର ଝଲକ ଦେଖିବାକୁ ମିଳୁଛି,ପୁଣି କୋଉଠି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ର କଳାକୃତି ତ କୋଉଠି  ପର୍ଯଟନ ସ୍ଥଳର ସୁନ୍ଦର ଚିତ୍ର ଶୋଭା ପାଉଛି। ନିର୍ଜୀବ କଂ।ଥ ରେ ଏହି ସଜୀବ କଳାକୃତି  ସତରେ  ଜିଲ୍ଲା ର ପାରମ୍ପାରିକ କଳା କୁ ମନେ ପକେଇ ଦେଉଛି।
Nalco

Leave A Reply