Odisha news

ବାରିପଦା ଆରଏମସି ଉପାଧ୍ୟକ୍ଷ ହେଲେ ମଳୟ ଜେନା

0

ବାରିପଦା  : ବାରିପଦା ଆରଏମସିର ଉପାଧ୍ୟକ୍ଷ ଭାବେ ମଳୟ କୁମାର ଜେନା ନିଯୁକ୍ତି ହୋଇଥିବା ନେଇ ରାଜ୍ୟସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ନୂତନ ନିଯୁକ୍ତି ଘୋଷଣା ହେବା ପରେ ଉପାଧ୍ୟକ୍ଷ ଶ୍ରୀ ଜେନା ଆଗାମୀ ଦିନରେ କୃଷକ ମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ମତ ରଖିଛନ୍ତି । ଏହି ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ, ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଏସଡିସି ଅଧ୍ୟକ୍ଷ ଡାଃ ଦେବାଶିଷ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଏମ୍ସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply