Odisha news

ବାରିପଦା : ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ବିଶ୍ୱ ଯୋଗ ଦିବସ ପାଳିତ

0

ବାରିପଦା  : ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରତିଜ୍ଞା ନିଶାନିବାରଣ କେନ୍ଦ୍ରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଅବନି କୁମାର ପତିଙ୍କ ପ୍ରତ୍ୟେକ ତତ୍ୱାବଧାନରେ ସମସ୍ତ ଅନ୍ତେବାସୀଙ୍କ ଉପସ୍ଥିତିରେ ଯୋଗଭ୍ୟାସ୍ କରି ଯୋଗ ଦିବସଟିକୁ ପାଳନ କରିଯାଇଥିଲା । ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀପତି ଉଦ୍ବୋଧନ ଦେଇ କହିଥିଲେ ପ୍ରତ୍ୟେକ ଦିନ ଅତି କମ୍ରେ ୨୦ ମିନିଟ୍ ଯୋଗ କରିବା ଦ୍ୱାରା ଶରୀର ନିରୋଗ ରହିବା ସହିତ ମନ ବିସାଦ ମୁକ୍ତ ହୋଇଥାଏ । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ତଥା କେସରିଆ ହିନ୍ଦୁବାହିନୀ ସଭାପତି ଦିଲ୍ଲୀପ କୁମାର ଦାସ, ମନୋଜ ବେହେରା, ସମୀର କୁମାର ମହାନ୍ତି ଓ ସଂଜୟ ଭୁୟାଁ ପ୍ରମୁଖ ଯୋଗଦେଇ ଉକ୍ତ ଯୋଗଦିବସଟିକୁ ସାଫଲ୍ୟମଣ୍ଡିତ କରିଥିଲେ ।

Leave A Reply

Your email address will not be published.