Odisha news

ମୟୁରଭଞ୍ଜ : ଭିଜିଲାନ୍ସ ଜାଲ ରେ ଉଦ୍ୟାନ ବିଭାଗ କର୍ମଚାରୀ

0
ମୟୁରଭଞ୍ଜ : ଆଜି ଦିନ ୧୨ଟା ସମୟରେ  ବାରିପଦା ଭିଜିଲାନ୍ସ ଟିମ୍  ତରଫରୁ ସୁକ୍ରୁଳୀ ଉଦ୍ୟାନ ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୋନୋଜ୍ ସାହୁ ଙ୍କ ତ୍ ଠାରୁ ୬୫୦୦ ଟଙ୍କା ଜବତ କରାଯାଇ ଗିରଫ କରାଯାଇଛି ,ସୂଚନା ମୁତାବକ  ଚତୁରଞଳୀ ପଞ୍ଚାୟତ  ବଡ଼ ପାଣି ଗ୍ରାମ ର ଚନ୍ଦ୍ରମୋହନ ବୈପାଇ ( ଉଦ୍ୟାନ ସାଥୀ)   ଙ୍କ ଠାରୁ ଉଦ୍ୟାନ କାର୍ଯ୍ୟନିର୍ବାହୀ ଅଧିକାରୀ  ଙ୍କୁ ୬୫୦୦ ଟଙ୍କା ଲାଞ୍ଚ ଦେଉଥିବା ସମୟରେ  ଭିଜିଲାନ୍ସ ଟିମ୍ ହାତରେ ଧାରା ପଡ଼ିଥିଲେ ,ବାରିପଦା ଭିଜିଲାନ୍ସ ଟିମ୍ ତରଫରୁ ସୁନିଲ ଏକା ,ଦୁଷ୍ମନ୍ତ  ନାୟକ ପ୍ରମୁଖ ଅଧିକାରୀ ଥିବା ଜଣା  ଯାଇଛି ,ସୂଚନା ମୁତାବକ ମୋନୋଜ ସାହୁ ଅଳ୍ପ କିଛି ମାସ ପୂର୍ବରୁ  ଦୟିତ ଗ୍ରହଣ କରିଥିଲେ।
Leave A Reply