Odisha news

ବାର୍ ଓ ନାଇଟ କ୍ଳବ୍ ରେ ଆଉ ମିଳିବ ନାହିଁ ମଦ : ଆଗକୁ ଆସିଲା ବଡ କାରଣ

ନୂଆଦିଲ୍ଲୀ : କରୋନା ସମୟରେ ସାରା ବିଶ୍ଵ କୌଣସି ନା କୌଣସି ସମସ୍ୟା ଦେଇ ଗତି କରୁଛି । କୋଉଠି ଦରଦାମ୍ ବୃଦ୍ଧି ଆଉ କେଉଁଠି ବ୍ୟବସାୟରେ ଅବନତି । କିନ୍ତୁ ସ୍ପେନ ରେ ବଦଳୁ ଥିବା ସଙ୍କଟ ମଦ ବ୍ୟବସାୟ ଉପରେ ସଙ୍କଟ ଆଣି ଦେଇଛି । ସ୍ପେନ୍ ରେ ମଦ୍ୟ ଉଦ୍ୟୋଗ ଗୁଡିକ ସହିତ ଯୋଡି ହୋଇଥିବା ଲୋକ ମାନଙ୍କୁ ଚେତାବନୀ ଦିଆ ଯାଇଛି ଖୁବ୍ ଶୀଘ୍ର ସ୍ପେନ୍ ରେ ମଦ ର ଅଭାବ ଦେଖା ଦେଇଥାଏ ।
ମଦ ବ୍ୟବସାୟ ସହିତ ଯୋଡ଼ି ହୋଇଥିବା ଲୋକ ମାନଙ୍କୁ କୁହାଯାଇଛି ଯେ ସ୍ପେନିସ ବାର୍ ରେ ହ୍ୱିସ୍କି, ଜିନ, ବୋଡ଼କା ଓ ରମ୍ ର ଷ୍ଟକ୍ ସରିବାକୁ ବସିଛି । ସ୍ପେନ୍ ରେ ସଡକ , ବାର୍ , ପବ୍ ଓ ନାଇଟ୍ କ୍ଳବ୍ ରେ ଗ୍ରୀଷ୍ମ ଋତୁରେ ବ୍ରିଟସ ରେ ଛୁଟି ପାଳନ କରିବା ପସନ୍ଦ ଯୋଗ୍ୟ ଜାଗା ଅଟେ । କିନ୍ତୁ କୋଭିଡ୍ କଟକଣା ମଧ୍ୟରେ ଗତ ଦୁଇ ବର୍ଷ ହେଲାଣି ଖୁବ୍ ପ୍ରଭାବିତ ହୋଇଛି ବ୍ୟବସାୟ । ବର୍ତ୍ତମାନ୍ ଅନ୍ ଲକ୍ ପାଇଁ ମଦ କୁ ଟିକେ ଢିଲା ଦିଆଯାଇଛି ।
ତେଣୁ ଏହା ଏବେ ସ୍ପେନ୍ ରେ ଗୋଟିଏ ମୁଖ୍ୟ କାରଣ ହୋଇ ଯାଇଛି । ତେଣୁ ଏଥିପାଇଁ ବାର୍ ଗୁଡିକରେ ମଦର ଅସୁବିଧା ଦେଖା ଦେବାର ଖୁବ୍ ସମ୍ଭାବନା ରହିଛି ।

Comments are closed.