Odisha news

ପଥ ବିକ୍ରେତା ସଂଘ ପକ୍ଷରୁ ଶୀତ ବସ୍ତ୍ର ବଂଟନ

0

ବାଲେଶ୍ୱର-୦୧/୦ :  ପସ୍ଥିତିରେ ଏହି ବଂଟନ କାର୍ଯ୍ୟକ୍ରମ ସିନେମା ଛକରୁ ଆରମ୍ଭ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ନୂଆବର୍ଷ ଅବସରରେ ଥିଲାବାଲା ଲୋକମାନେ ମୌଜମଜଲିସ, ଭୋଜିଭାତ, ନାଚଗୀତରେ ବ୍ୟସ୍ତଥିବାବେଳେ ରାସ୍ତାଧାରରେ ଶୀତକାକରରେ ପଡ଼ିରହିଥିବା ନିସ୍ୱ ଲୋକମାନଙ୍କ ପ୍ରତି କାହାରି ନଜର ନାହିଁ । ଏପରିପ୍ରେକ୍ଷୀରେ ବାଲେଶ୍ୱର ଫୁଟପାତରେ ଦୋକାନଟିଏ କରି ପ୍ରତିଦିନ ନିଜ ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଥିବା ମଣିଷମାନେ ଆଜି ଗରିବ, ନିସହାୟ ଓ ଅଭାବି ଲୋକମାନଙ୍କ ଚିନ୍ତା କରିବା ଓ ସେମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ନିଶ୍ଚିତଭାବେ ପଥବିକ୍ରେତା ସଂଘର ସ୍ୱାଗତଯୋଗ୍ୟ ପଦକ୍ଷେପ କହିଲେ ଅତୁ୍ୟକ୍ତି ହେବ ନାହିଁ । ଏହି ଘଟଣାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି

Leave A Reply