Odisha news

ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର…
Read More...

ନିଜ କ୍ୟାମେରା ଲେନ୍ସ ରେ ଯୁବ ଫଟୋ ଗ୍ରାଫର ମଧୁସୂଦନ ଦାଶ ତୋଳି ଧରିଲେ ସୂର୍ଯ୍ୟ ମନ୍ଦିର ଚୂଡ଼ା ରେ ଆବିର୍ଭାବ ସୂର୍ଯ୍ୟ…

କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ପ୍ରଭୁ ସୂର୍ଯ୍ୟ ନାରାୟଣ ଙ୍କ ପୂଜା ପାଇଁ ନିର୍ମାଣ କରାଯାଇଥିଲା।କୁହାଯାଏ ସୂର୍ଯ୍ୟ ନାରାୟଣ ପୂର୍ବାକାଶରେ ଯେତେବେଳେ ଉଦୟ ହୁଅନ୍ତି ସେତେବେଳେ ତାଙ୍କ ପ୍ରଥମ କିରଣ…
Read More...

ପିପିଲି ଉପନିର୍ବାଚନ : ବିଜେପି ଛାଡି କଂଗ୍ରେସରେ ସାମିଲ ହେଲେ ୫ପରିବାର

ପିପିଲି-ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ତାରିଖ ଘୋଷଣା ସରିବା ପରେ ସବୁ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଦେଖା ଦେଇଛି । ମାତ୍ର କୋଭିଡ୍ କଟକଣା ନିୟମ ଅନୁ ପାଳନ ପୁର୍ବକ ନିର୍ବାଚନ ପ୍ରଚାର ପାଇଁ କମଦିନ ସମୟସୀମା…
Read More...

ତ୍ନୀଙ୍କୁ ହତ୍ୟା ଉଦ୍ୟମ କରି ଜେଲ ଗଲେ ସ୍ୱାମୀ

ବୁଗୁଡା  : ବୁଗୁଡା ଥାନା ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ କୋଡ଼ିରେ ହାଣି ମାରି ଦେବାକୁ ଉଦ୍ୟମ କରି ଗିରଫ ହୋଇ ଜେଲ ଯାଇଥିବା ଜଣା ପଡିଛି। ଘଟଣାରୁ ଜଣା ପଡ଼ିଛି ଯେ ଭାମଶ୍ୟାଳି ଗ୍ରାମର…
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଦୁଇ ମୃତ

କନ୍ଧମାଳ :  କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଂଚଳରେ ଥିବା ବୁଡାଦାନୀ ଠାରେ ଏକ ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । ସେମାନେ ବାଇକରେ ଫୁଲବାଣୀରୁ ଗଣେଶ ପୂଜା ଦେଖି ଘରକୁ ଫେରୁଥିବା ବେଳେ ବୁଡାଦାନୀ…
Read More...

ଆମେରିକୀୟ ନେତା ଙ୍କ ଚେତାବନୀ : ତାଲିବାନ୍ ଆସିବା ପରେ ଅଲ୍ କାୟେଦା ୩.୦ ତିଆରି ହେବ , କାଶ୍ମୀର ବଢିବ ଆତଙ୍କ

ନୂଆଦିଲ୍ଲୀ : ଆଫଗାନିସ୍ତାନ ରେ ୨୦ ବର୍ଷ ପରେ ଆଉଥରେ ତାଲିବାନ୍ ଶାସନ ଆରମ୍ଭ ହୋଇ ଯାଇଛି । ତାଲିବାନ୍ ଆସିବା ପରେ ଡିଫେନ୍ସ ଏକ୍ସ୍ପର୍ଟ ଜାମ୍ମୁ କାଶ୍ମୀର କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି ଚିନ୍ତା ର…
Read More...

ଗଜା ମୁଗ ଖାଇବାର ଅଦ୍ଭୁତ ଲାଭ : ଅନେକ ପ୍ରକାର ରୋଗରୁ ଦୁରେଇ ରହିବା ସହ ମୋଟାପଣ ହେବ ଦୁର

ଗଜାମୁଗ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଇ ଥାଆନ୍ତି । ଗଜା ମୁଗ ରେ ଅନେକ ପୋଷାକ ତତ୍ତ୍ଵ ରହିଥାଏ । ଏହା ପେଟକୁ ସମସ୍ତ ପ୍ରକାର ସଂକ୍ରମଣ ରୁ ଦୂରେଇ ରଖିଥାଏ ଓ ଶରୀରକୁ ସୁସ୍ଥ ରଖେ । ଶରୀରର ସମସ୍ତ ଅଙ୍ଗ ଠିକ୍ ଭାବରେ…
Read More...

ଛାଞ୍ଚୁଣି ରୁ ନେଇ କଇଁଚି ପର୍ଯ୍ୟନ୍ତ , ଘରର ଆର୍ଥିକ ସ୍ଥିତିକୁ ଖରାପ କରିପାରେ ଏହି ୫ଟି ଜିନିଷ

ଛୋଟ ଛୋଟ ଜିନିଷକୁ ନେଇ ଗୋଟିଏ ଘର ତିଆରି ହୋଇଥାଏ l ଘରର ସମସ୍ତ ଛୋଟ ଜିନିଷର ନିଜସ୍ୱ ମହତ୍ୱ ରହିଛି l ଏହି ଛୋଟ ଛୋଟ ଜିନିଷ ଦ୍ୱାରା ଘରର ସମୃଦ୍ଧି ଓ ଅସୁବିଧା ମଧ୍ୟ ରହିଥାଏ l ଏହି ଜିନିଷ ଗୁଡିକର ଠିକ ଭାବରେ ପ୍ରୟୋଗ…
Read More...

ମଶାଣି ରୁ ଅନ୍ତର୍ଦ୍ଧାନ ହେଲା ଅସ୍ଥି : ତାନ୍ତ୍ରି ପୂଜାର ସନ୍ଦେହ , ଘଟଣା ସ୍ଥଳରେ ଉତେଜନା

ନୂଆଦିଲ୍ଲୀ : ରାଜସ୍ଥାନ ର ଅଲବର୍ ସହରର ପତା ପବନ୍ଧ ମଶାଣି ର ଚିତା ରୁ ଗାୟବ ହୋଇଛି ଅସ୍ଥି । ଏହି ଖବର ଜଣା ପଡ଼ିବା ପରେ ସେଠାରେ ଉତେଜନା ଦେଖା ଦେଇଛି। ଚିତା ସହିତ ତାନ୍ତ୍ରିକ କାର୍ଯ୍ୟ କରିବାର ସୂଚନା ମିଳିଛି । ମୃତକ…
Read More...

ଆଜି ନିଟ୍‌-ୟୁଜି ପରୀକ୍ଷା, ଓଡ଼ିଶାର ୧୬ ସହରରେ ୮୩ ପରୀକ୍ଷା କେନ୍ଦ୍ର ଓଡ଼ିଶାରେ ୩୭ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମରେ ନା‌ମଲେଖା ପାଇଁ ରବିବାର ନିଟ୍‌-ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ଣ ୨ଟାରୁ ୫ଟା ମଧ୍ୟରେ ପେନ୍‌ ଓ ପେପର ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ସମସ୍ତ ପ୍ରସ୍ତୁତି ଶେଷ…
Read More...