Odisha news

ଜାତୀୟ ପୋଷଣ ସପ୍ତାହ ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଅଦ୍ୟାବଧି ମାତୃ ମୃତୁ୍ୟ ହାର ଓ ଶିଶୁ ମୃତୁ୍ୟ ହାର କୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଥିବା ବେଳେ ଜାତୀୟ ପୋଷଣ ସପ୍ତାହ ପାଳନ, ସେଥି ମଧ୍ୟରୁ…
Read More...

ପରିବେଶ ସୁରକ୍ଷା ପାଇଁ ଡାଲମିଆ ସିମେଣ୍ଟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ଏହାର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ମାଧ୍ୟମରେ ଲାଞ୍ଜିବେର୍ଣ୍ଣl ଏବଂ ଏହାର ପାର୍ଶ୍ଵବର୍ତ୍ତି ଗ୍ରାମ ଗୁଡିକରେ ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର…
Read More...

ବ୍ଳକ କାର୍ଯ୍ୟାଳୟରେ ଶ୍ରମିକ ସଙ୍ଗଠନର ବିକ୍ଷୋଭ ପ୍ରତିବାଦ ସଭା

ତିହିଡ଼ି : ତିହିଡି ବ୍ଲକ କାର୍ଯାଳୟ ସାମ୍ନାରେ ମଙ୍ଗଳବାର ଜିଲ୍ଲା ଶ୍ରମିକ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଛି । ସଙ୍ଗଠନର କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ଯାଇ ବ୍ଳକ…
Read More...

ବୃହତ ଶିଳ୍ପ ସହ କ୍ଷୁଦ୍ର ଶିଳ୍ପର ସମନ୍ୱୟ ଏକାନ୍ତ ଆବଶ୍ୟକ

ରାୟଗଡା : ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ରାୟଗଡ ତରଫରୁ କାଗଜ କଳ କାରଖାନା ପରିସର ମଧ୍ୟରେ ଏକ ପ୍ଲାଣ୍ଟ/ କାରଖାନା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡା ଜିଲ୍ଲାର ଶତାଧିକ କ୍ଷୁଦ୍ର, ମଧ୍ୟମ…
Read More...

ରାୟଗଡା ଜିଲ୍ଲାରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦଘାଟିତ

ରାୟଗଡା ୭/୯(Rabindra Patkhandal)-ଜିଲ୍ଲାରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଜିଲ୍ଲାପାଳ  ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…
Read More...

ନାବାଳିକା ମୃତ୍ୟୁ ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପିସିସି ସଭାପତି

ଯୋଡା : ବାମେବାରୀ ଥାନା ଅନ୍ତର୍ଗତ ବଡକାଳିମାଟି ଠାରେ ଗତ ୨୬.୦୮.୨୦୨୧ ଜଣେ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା । ନାବାଳିକାଟି ତାର ସାବତ ମା’ ସହିତ ରହୁଥିବା ବେଳେ ଘଟଣା ଦିନ ତାର ସାବତ ମା ତାଙ୍କ…
Read More...

ନବରଙ୍ଗପୁର ଜିଲ୍ଲାରେ ନକଲି ସାମ୍ବାଦିକ ଚିହ୍ନଟ ଖୁବଶୀଘ୍ର : ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

ନବରଙ୍ଗପୁର (କେ.ସାକିଲି ଦୋରା)----ନବରଙ୍ଗପୁର ଜିଲ୍ଲାରେ  ଚିହ୍ନଟ ହେବେ ନକଲି ସାମ୍ବାଦିକ । ଏନେଇ ସୂଚନା ଦେଲେ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଉମରକୋଟ ଅଞ୍ଚଳରେ ଜଣେ ଶିକ୍ଷକ ଙ୍କୁ  ଲାଞ୍ଚ ମାଗି ଦୁଇ  ପୋର୍ଟାଲ ରିପୋଟର…
Read More...

ସାପର ଲାଞ୍ଜରୁ ଦେଖି ଜାଣି ହେବ ନାହିଁ ଏହା କେଉଁ ପ୍ରଜାତିର ସାପ

ନୂଆଦିଲ୍ଲୀ : ଆପଣ ପ୍ରାୟ ବର୍ଷା ଋତୁରେ ସାପ ଚାରିଆଡେ ବୁଲିବାର ଦେଖିଥିବେ । ଏହି ସମୟରେ ଚାରି ଆଡ଼େ ପାଣି ଭର୍ତ୍ତି ହୋଇ ଯାଇଥାଏ । ପାଣି ଭର୍ତ୍ତି ହୋଇଯିବା କାରଣରୁ ସାପ ଙ୍କ ଗାତ ଭିତରେ ମଧ୍ୟ ପାଣି ପଶି ଯାଇଥାଏ । ତେଣୁ…
Read More...

ମନରେଗା ଯୋଜନାରେ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଦିନକୁ ଦିନ ଶ୍ରମିକ ମାନଙ୍କ ଉପରେ ଜୁଲମ ବଢ଼ିବା ସହ ମିଳୁନାହିଁ ନିଜର ପାରିଶ୍ରମିକ ଟଙ୍କା । ଏନେଇ ଶ୍ରମିକ ମାନେ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟଳୟରେ ଅଭିଯୋଗ…
Read More...

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ : ଦୁଇଜଣ ଗୁରୁତର ଫୁଲବାଣୀ ମେଡିକାଲରେ ଭର୍ତ୍ତୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଲଦର୍‌ଗାଁ ନିକଟରେ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ…
Read More...