Odisha news

ପ୍ରାକ୍ତନ ଓଡ଼ିଆ ଅଧ୍ୟାପକଙ୍କ ଦେହାନ୍ତ

ବୁଗୁଡ଼ା : ତା ୧୧/୦୩/୨୨ : ପିପୁଲସ କଲେଜର ପ୍ରାକ୍ତନ ଅଧ୍ୟାପକ ଡ଼.ସୁରେଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଓଡ଼ିଆ ବିଭାଗ ତରଫରୁ ଶୋକ ବ୍ୟକ୍ତ କରାଯାଇଛି l ସ୍ବର୍ଗତ ସାହୁ ପିପୁଲସ କଲେଜରେ ଦୀର୍ଘ ବର୍ଷ ଧରି…
Read More...

ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ

ସାକ୍ଷୀଗୋପାଳ ତା ସ୍ଥାନୀୟ ଶ୍ରୀରାମଚନ୍ଦ୍ର ପୁର ଗ୍ରାମର ବିଶିଷ୍ଟ ଧର୍ମପ୍ରାଣ ବ୍ୟକ୍ତି ଶ୍ରୀଯୁକ୍ତ ଜୟକୃଷ୍ଣ ନାୟକଙ୍କର   88  ବର୍ଷ ବୟସରେ  ପରଲୋକ ହୋଇଯାଇଛି l ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର…
Read More...

ରେଳ ଧାରଣାରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଡେଲାଙ୍ଗ,୧୧/୩---ପୂର୍ବତଟ ରେଳପଥ ଅନ୍ତର୍ଗତ ଡେଲାଙ୍ଗ ରେଳ ଷ୍ଟେସନ ଅପ ଲାଇନ ୪୭୦/୩୧-୩୩ ରେଳଧାରଣା ନିକଟରୁ ଜନୈକ ବୃଦ୍ଧଙ୍କ ମୃତଦେହକୁ ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଉଦ୍ଧାର କରିଛି।ତେବେ ବୃଦ୍ଧ ଜଣଙ୍କ ଆତ୍ମହତ୍ୟା…
Read More...

ଆଠଗଡ଼ ରେ ୩୪ ପଞ୍ଚାୟତ ରେ ନାଏବ ସରପଞ୍ଚ ପ୍ରାର୍ଥୀ ନିର୍ବାଚିତ

ଆଠଗଡ଼ ତା୧୩/୩/୨୨ ସାରା ରାଜ୍ୟରେ ଚର୍ଚ୍ଚା ରେ ଥିବା ଆଠଗଡ଼ ପଞ୍ଚାୟତ ସମିତି ଏଠାରେ  ଥିବା ୩୪ ପଞ୍ଚାୟତ ରେ ସାମାନ୍ୟ ତମ ଉତୋଜନା ଭିତରେ ନାଏବ ସରପଞ୍ଚ ନିର୍ବାଚିତ ହୋଇଛନ୍ତି, ନାଏବ ସରପଞ୍ଚ ପାଇଁ ବିଭିନ୍ନ ପଞ୍ଚାୟତ ରେ…
Read More...

ଲକ୍ଷ୍ମୀ ହେଲେ ମୁନିଗାଡ଼ି ନାଏବ ସରପଞ୍ଚ

ବେଲଗୁଣ୍ଠା, 11/03, ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଂଚାୟତରେ ନାଏବ ସରପଞ୍ଚ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି I ଏଥିରେ ନାଏବ ସରପଞ୍ଚ ଭାବେ ଲକ୍ଷ୍ମୀ ପ୍ରଧାନ ନିର୍ବାଚିତ ହୋଇଛନ୍ତି I ପୂର୍ବରୁ ଏହି…
Read More...

ୟୁକ୍ରେନ ରାଜଧାନୀ କିବକୁ ଘେରିରହିଥିବା ରୁଷ ସେନା ଆଜି କିବକୁ ସହର ଭିତରକୁ ପ୍ରବେଶ କଲେ

କିବ୍ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ୧୬ତମ ଦିନରେ ପ୍ରବେଶ କରିଥିବେ ବି ରୁଷର ଧ୍ବଂସଲୀଳା କମିବା ବଦଳରେ ବଢିଚାଲିଛି । ଗତ କିଛିଦିନ ହେଲେ ୟୁକ୍ରେନ ରାଜଧାନୀ କିବକୁ ଘେରିରହିଥିବା ରୁଷ ସେନା ଆଜି ସହର ଭିତରକୁ ପ୍ରବେଶ…
Read More...

ବେଲଗୁଣ୍ଠାରେ ଦାୟିତ୍ୱ ନେଲେ ନବ ନିର୍ବାଚିତ ସରପଞ୍ଚ ; 18 ପଂଚାୟତରୁ 17 ନାଏବ ସରପଞ୍ଚ ନିର୍ବାଚିତ

ବେଲଗୁଣ୍ଠା, 11/03, ବେଲଗୁଣ୍ଠା ବ୍ଳକ୍ ର 18 ଟି ପଂଚାୟତରେ ଆଜି ନବ ନିର୍ବାଚିତ ସରପଞ୍ଚ ଦାୟିତ୍ୱ ଗ୍ରହଣ କରିଥିବା ବେଳେ 17 ଟି ପଂଚାୟତରେ ନାଏବ ସରପଞ୍ଚ ନିର୍ବାଚିତ ହୋଇଛନ୍ତି I କୋରମ୍ ଅଭାବରୁ ବଡ଼ବୋର୍ସିଂ ପଂଚାୟତର ନାଏବ…
Read More...

ଡାକ୍ତର ହେବ ତ ଏମିତି : ରକ୍ତ ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର ପାଇଁ ଖୋଜା ପଡ଼ିଲା ରକ୍ତ। ଏପଟେ ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ଗ୍ରୁପ୍‌ର ରକ୍ତ ମହଜୁଦ ନଥିଲା। ଡାକ୍ତରଙ୍କ କହିବା ମୁତାବକ ଏହି ଗରିବ ଓ…
Read More...

ତୁର୍କୀର ଆଣ୍ଟାଲ୍ୟାରେ ରୁଷ୍-ୟୁକ୍ରେନ୍‌ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ

ଇସ୍ତାନବୁଲ୍‌ : ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେ ଲାବରୋବ ଓ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷଙ୍କ ଡିମିଟ୍ରୋ କୁଲେବାଙ୍କ ମଧ୍ୟରେ ଗୁରୁବାର ଦିନ ତୁର୍କୀର ଆଣ୍ଟାଲ୍ୟାରେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା ହୋଇଛି। ତୁର୍କୀର…
Read More...

‘ମୁଁ ପୂର୍ବ ଜନ୍ମରେ ପାଇଲଟ ଥିଲି ଓ ପ୍ରଥମ ବିଶ୍ୱଯୁଦ୍ଧ ରେ ପ୍ରାଣ ହରାଇ ଥିଲି’ ନିଜ ପୂର୍ବଜନ୍ମ ର ଦାବି…

ଜଣେ ୬୧ ବର୍ଷୀୟ ବ୍ୟକ୍ତି ଦାବି କରିଛନ୍ତି ଯେ ତାଙ୍କୁ ତାଙ୍କର ପୂର୍ବ ଜନ୍ମ ମନେ ଅଛି l ସେ କହିଛନ୍ତି ଯେ ସେ ପ୍ରଥମ ବିଶ୍ୱଯୁଦ୍ଧ ରେ ପାଇଲଟ ଥିଲେ ଓ ମୃତ୍ୟୁ ପରେ ବ୍ରିଟେନ ର ଳେନ୍ଦ୍ଵଦନୋ ରେ ପୋତା ଯାଇଥିଲା l ସେ ଆହୁରି…
Read More...