ଆଇପିଏଲ-୨୦୨୨ : ଗୁଜୁରାଟ ପଂଜାବକୁ ୬ ଓ୍ବିକେଟରେ ପରାସ୍ତ କଲା
ମୁମ୍ବାଇ : ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୧୬ତମ ମ୍ୟାଚରେ ଗୁଜୁରାଟ ପଂଜାବକୁ ୬ ଓ୍ବିକେଟରେ ପରାସ୍ତ କରିଛି । ପଞ୍ଜାବର ୧୯୦ରନ ଲକ୍ଷ୍ୟ ଜବାବରେ ଗୁଜୁରାଟ ଶେଷ ବଲରେ ବିଜୟ ହାସଲ କରିଥିଲା ।…
Read More...
Read More...