Odisha news

ଚର୍ଚ୍ଚାରେ ଅସ୍ତରଙ୍ଗ ଥାନା ଅଧକାରୀ ବାମଦେବ ନନ୍ଦ

0
ଅସ୍ତରଙ୍ଗ,,, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା ଅଞ୍ଚଳ ହେଉଛି ଏକ ସମ୍ବେଦନ ଶୀଳ ଅଞ୍ଚଳ । ଏହି ଥାନା ଅଧୀନରେ ଅତୀତରେ ଶାନ୍ତିଶୃଙ୍ଖଳ ଓ ଆଇନଶୃଙ୍ଖଳା ଦାଇତ୍ୱ ରେ ଯେତେ ଥାନା ଅଧକାରୀ ଥିଲେ, ତା ଭିତରେ, ବର୍ତ୍ତମାନ ଥାନା ଅଧକାରୀ ବାମଦେବ ନନ୍ଦ ଙ୍କ ବକ୍ତିତ୍ୱ ବିରଳ । ଜଣେ ସଚୋଟ ,ସହ ମେଳାପୀ ,ସାମାଜିକ କ୍ଷେତ୍ରରେ ବିଭିର୍ଣ କାର୍ଯ୍ୟ ସହ,ତୁରନ୍ତ ନ୍ୟାୟ ପ୍ରଦାନ ତାଙ୍କର ଉଦ୍ୟମ କୁ ଆଗେଇ ନେଇଛି । ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଯେଉଁ ତ୍ରି ସ୍ତରିୟ ପଞ୍ଚାୟତ ନିର୍ବାଚନ ହେଲା, ତା ଭିତରେ ଶାନ୍ତି ଶୃଙ୍ଖଳା ରକ୍ଷା ଠାରୁ ଆରମ୍ଭ କରି,ଭୋଟଦାନ,  ଭୋଟ ଗଣତି, ମୋବାଇଲ ପେଟ୍ରୋଲିଂଗ, ସମ୍ବେଦନ ସିଳ ସ୍ଥାନରେ ବିଭାଗୀୟ କର୍ମଚାରୀ ଙ୍କୁ ନିୟୋଜିତ କରି, ପଂଚାୟତ ନିର୍ବାଚନର ସମସ୍ଥ କାର୍ଯ୍ୟକ୍ରମ ରେ ଚଳ ଚଞ୍ଚଳ ଥିବା ଅସ୍ତରଙ୍ଗ ବ୍ଲକ ର ମୁଖ୍ୟ ଫାଟକ ତଥା ପ୍ରବେଶ  ପଥରେ ନିଜେ ସିକୁରୀଟି ହୋଇ ବ୍ଲକ ପରିସରକୁ ସୁରକ୍ଷା ଦେଇ,  ଆଖ ପାଖ ଅଞ୍ଚଳର ବିଭିର୍ଣ୍ଣ ସ୍ଥାନ ପାଦରେ ଚାଲି ଚାଲି, ତଦାରଖ କରିବା , ସର୍ବୋ ପରି ବ୍ଲକ ର ଅଧ୍ୟକ୍ଷ ଭୋଟ ଦିନ, ହଜାର ହଜାର ଲୋକଙ୍କୁ ଆଦର ସହ ସାମ୍ନା ଓ ସମ୍ମାନ ଜଣାଇ ଯେଉଁଭଳି ଭାବେ, ତାଙ୍କର ସହ କର୍ମୀ ମାନଙ୍କୁ ଧରି କାର୍ଯ୍ୟ ସମାପନ କରିଛନ୍ତି ସେଥି ପାଇଁ ଶ୍ରୀଯୁକ୍ତ ବାମଦେବ ନନ୍ଦ ଙ୍କୁ ଅସ୍ତରଙ୍ଗ ଅଞ୍ଚଳର ବିଭିର୍ଣ୍ଣ ମହଲ ର ପ୍ରଶଂସା ର ପାତ୍ର ପାଲଟିଛନ୍ତି । ଆଶାକରୁ ଅଛୁ, ସେ ମହାଶୟ ଯେତିକି ଦିନ ଅସ୍ତରଙ୍ଗ ଥାନାରେ ଥାଆନ୍ତୁ ନା କାହିଁକି, ଆଗାମିଦିନରେ ସେ ମହାଶୟ ,ଜନତାଙ୍କ ପ୍ରତି ସେବା ଅବ୍ୟହାତ ରଖିବେ ।ଅପରପକ୍ଷରେ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ରେ ମେଣ୍ଟ ପ୍ରାଥି ଆରତୀ ନାଏକ୮ଖଣ୍ଡ ଭୋଟ ପାଇଥିବା ବେଳେ, ସରକାରୀ ଦଳତରଫରୁହୋଇଥିବା ପ୍ରାଥି  ମନ୍ଦାକିନି ଛାଟୋଇ୭ଖଣ୍ଡ ଭୋଟ ପାଇ ଥିଲେ । ହେଲେ ଆରତୀ ନାଏକ ଅସ୍ତରଙ୍ଗ ବ୍ଲକ ର ଅଧ୍ୟକ ହେଲେବୋଲି ସରକାରୀ ଭାବେ ଘୋଷଣା କରାଯାଇ ଥିଲା ।
Nalco
Leave A Reply