Odisha news

ବୈଜ୍ଞାନିକ ଙ୍କ ଆଶ୍ଚର୍ଯ୍ୟ କଲାଭଳି ଚେତାବନୀ, କେବେ ଜବାବ ଦେବେ ଏଲିୟନ୍ସ

0
ଏଲିୟନ୍ସ ମାନଙ୍କୁ ନେଇ ସବୁବେଳେ ପୃଥିବୀ ପୃଷ୍ଠରେ ବିଭିନ୍ନ କଳ୍ପନା ଜଳ୍ପନା କରାଯାଇ ଥାଏ l ଅନେକ ସମୟରେ ଏଲିୟନ୍ସ ମାନଙ୍କୁ ନେଇ ବୈଜ୍ଞାନିକ ମାନେ ମଧ୍ୟ ବିଭିନ୍ନ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ପ୍ରଦାନ କରି ଥାଆନ୍ତି l କାହିଁକି ନା ଆଜି ପର୍ଯ୍ୟନ୍ତ କେବଳ ମଣିଷ ଇଲିୟନ୍ସ ଙ୍କୁ ନେଇ କଳ୍ପନା କରିଛି , କିମ୍ବା କିଛିଟା ତଥ୍ୟ ଆଧାରରେ ଏଲିୟଂଶ ସ୍ଥିତି ବିଷୟରେ ଅନୁମାନ କରାଯାଉଛି । ଅନେକ ବର୍ଷ ରୁ ବୈଜ୍ଞାନିକ ମାନେ ଏଲିୟନ୍ସିଙ୍କୁ ନେଇ ଅନେକ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି, ଯାହା ବର୍ତ୍ତମାନ ମଧ୍ୟ ଚାଲୁ ରହିଛି । ନିକଟରେ ବୈଜ୍ଞାନିକ ମାନେ ଗୋଟିଏ ଅଧ୍ୟୟନ ରେ କହିଛନ୍ତି ଯେ ଏଲିୟନ୍ସ ମାନଙ୍କ ନିକଟରେ ମଣିଷ ର ସନ୍ଦେଶ ପହଞ୍ଚି ଥିଲେ ମଧ୍ୟ ହୁଏତ ସେମାନଙ୍କ ସନ୍ଦେଶ ଆସିବା ପାଇଁ ପୃଥିବୀ ପୃଷ୍ଠକୁ ୨୭ ବର୍ଷ ଲଗାଯାଇ ପାରେ ।
 କାହିଁକି ନା ବୈଜ୍ଞାନିକ ଙ୍କ ମତରେ ବିଶ୍ଵ ବ୍ରହ୍ମାଣ୍ଡ ଏତେ ବିଶାଳ ଯେ ଏଠାରେ ସନ୍ଦେଶ ଟ୍ରାଂଶ ଫର୍ ପାଇଁ ଅନେକ ବର୍ଷ ଲଗାଯାଇ ଥାଏ । ନାସା ର ଡିପ୍ ସ୍ପେସ ନେଟୱର୍କ ରେଡ଼ିଓ ଡିଶେଜ୍ ସୌର ମଣ୍ଡଳକୁ ଦୂର ଦୁରନ୍ତ ପର୍ଯ୍ୟନ୍ତ ରେଡ଼ିଓ ସିଗନାଲ ପଠା ଯାଇଛି । ଅନ୍ତରୀକ୍ଷ ର ଯାଞ୍ଚ ପାଇଁ ୧୯୭୨ ରେ ପାୟ ନୀୟର ୧୦ କୁ ଲଞ୍ଚ କରାଯାଇ ଥିଲା । ୨୦୧୨ ରେ ଏହା ୧୨ ମିଲିୟନ ଦୂର ସ୍ଥିତ ଗୋଟିଏ ଡବାର୍ଫ ଷ୍ଟାର ନିକଟ ରେ ପହଞ୍ଚି ଯାଇଥିଲା । ବୈଜ୍ଞାନିକ ମାନଙ୍କ ଅନୁମାନ ରହିଛି ଯେ ଏହି ଷ୍ଟାର ଟି କୌଣସି ଏଲୀୟନ୍ସ ଙ୍କ ଜୀବନ ସହିତ ଜଡିତ ଅଟେ । ତେଣୁ ୨୦୨୯ ସୁଧା ଏଲିୟଂସ ମାନଙ୍କ ଜବାବ ପୃଥିବୀ ପହଞ୍ଚି ପାରିବ ।
Leave A Reply