କେତେକ ବଲିଉଡ୍ ଫିଲ୍ମ ତଥା େୱବ୍ ସିରିଜ୍ରେ କାମ କରିଥିବା ଅଭିନେତ୍ରୀ ପ୍ରିୟା ବାନାର୍ଜୀ ଅନ୍ୟ କଳାକାରଙ୍କ ଭଳି ଲକ୍ଡାଉନ୍ ସମୟ ଘରେ ବେକାର ବସିରହିଛନ୍ତି । ପରିବାର ସହ ନୁହେଁ, ଏକାକୀ ରହୁଥିବାରୁ ତାଙ୍କୁ ଘରର ସବୁ କାମ କରିବାକୁ ପଡୁଛି । ତାଙ୍କୁ ଘର ସଫେଇ କରିବାକୁ ଭଲ ଲାଗେ । ଏହା ଦ୍ୱାରା ଭଲ ଏକ୍ସରସାଇଜ୍ ବି ହୋଇଥାଏ । ତାଙ୍କୁ ପନିପରିବା କାଟିବାକୁ ଭଲ
ଲାଗୁ ନ ଥିଲେ ହେଁ ପ୍ରିୟା ଇତିମଧ୍ୟରେ ତାଙ୍କ କୁକିଂ ସ୍କିଲ୍ ସୁଧାରୁଛନ୍ତି । ଏପରିକି ସେ ନିଜକୁ ରୋଷେଇରେ ନିପୁଣା ମନେକରି ଲକ୍ଡାଉନ୍ ପରେ ଏକ ଢାବା ଖୋଲିବାକୁ ମନସ୍ଥ କରିଛନ୍ତି ।
Next Post