ସର୍ଟ ଫିଲ୍ମର ପଟକଥା ଲେଖି ଲକ୍ଡାଉନ୍ ଫାଇଦା ଉଠାଉଛନ୍ତି ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ । ସେ ସୋସାଲ ମିଡିଆରେ ବେଶ୍ ସକ୍ରିୟ, ପ୍ରତିଦିନର କାର୍ଯ୍ୟ ବିବରଣୀ ସେୟାର କରନ୍ତି । ସେ ଇନ୍ଷ୍ଟା ଆକାଉଣ୍ଟ୍ରେ ୫ ମିନିଟର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ କୁକିଜ୍ ତିଆରି କରୁଥିବା ଦେଖିବାକୁ ମିଳିଥିଲା । ଦିୟା ଅନ୍ନପୂର୍ଣ୍ଣା ଘୋଷ ନିର୍ଦ୍ଦେଶିତ ଫିଲ୍ମ ‘ବବ୍ ବିଶ୍ୱାସ’ରେ ଚିତ୍ରାଙ୍ଗଦା ମୁଖ୍ୟ ଭୂମିକାରେ ନଜର ଆସିବେ । ଚିତ୍ରାଙ୍ଗଦାଙ୍କ ପ୍ରଯୋଜିତ ଫିଲ୍ମ ସୁର୍ମାର ସିକେ୍ୱଲ୍ ସୁର୍ମା ୨ ଆସିବ ।