Odisha news

କଂଗ୍ରେସ ତରଫରୁ ରାଜ୍ୟ ସଭାପତି ନିରଂଜନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0

ଜଳେଶ୍ୱର-୦୨/୦୨ : ମଂଗଳବାର ଅପରାହ୍ନ ୫ ଟାରେ ଜଳେଶ୍ୱର ସହର ଝାଡ଼େଶ୍ୱରପୁର ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଜଳେଶ୍ୱର କଂଗ୍ରେସ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପୂର୍ବତନ ନଗରପାଳ ସୁନୀଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ସତ୍ୟସୁନ୍ଦର ଦାସ,ରାଜୀବ ପରିଡ଼ା, ପୂର୍ବତନ ସରପଂଚ ସୁଦାମ ପାତ୍ର, ହେମନ୍ତ ଗିରି, ସରପଂଚ ପଦ୍ମଲୋଚନ ବେହେରା,ସୁଶାନ୍ତ ସେଠି,ଗତିକୃଷ୍ଣ ଦଳାଇ,ସପନ ଦାସ,ଲକ୍ଷ୍ମୀଧର ଗିରି,ଦେବଦୁଲାଲ ଦାସ, ଗୋପାଳ ଚନ୍ଦ, କଂଜିତକିଶୋର ରାୟ,ରାଜୀବ ପ୍ରଧାନ, ଜଗଦୀଶ ନନ୍ଦୀ,ସବ୍ୟସାଚୀ ଦାସ,ଗିରଜା ଦାସ,ଦିନେଶ ପ୍ରଧାନ,ନାରାୟଣ ଭଂଜ,ସଂଜୀବ ପାତ୍ର,ବିଜୁ ଦାସ,ରାମଚନ୍ଦ୍ର ଭୂୟାଁ, ରଣଜିତ ଗିରି ପ୍ରମୁଖ ନେତୃବୃନଙ୍କ ସହିତ ବହୁ କର୍ମୀ ଉପସ୍ଥିତ ଥିଲେ ।ଦଳର ସ୍ଥିତି ତଥା ସଂଗଠନ ସମ୍ବନ୍ଧରେ ଆଲୋଚନା କରିଥିଲେ ସଭାପତି ନିରଂଜନ ପଟ୍ଟନାୟକ ।ଏହାପରେ ଶ୍ରୀ ପଟ୍ଟନାୟକ ଭୋଗରାଇ ଗସ୍ତ କରିଥିଲେ

Leave A Reply