ପାଲାସା-ବିଶାଖାପାଟନମ୍-ପାଲାସା , ପାଲାସା-ଭୁବନେଶ୍ୱର-ପାଲାସା ଏବଂ ବିଶାଖାପାଟନମ୍-ରାୟାଗଡା-ବିଶାଖାପା
A. ୦୮୫୩୧/୦୮୫୩୨ ପାଲାସା-ବିଶାଖାପାଟନମ୍-ପାଲାସା ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବେର୍ତ୍ତେ ଜାନୁୟାରୀ ମାସ ୧୮ ତାରିଖ ଠାରୁ ପରିବର୍ତ୍ତିତ ସମୟ ସାରଣୀ ପଲାସା ଠାରୁ ସକାଳ ୫ ଘଟିକାରେ ଛାଡି ବିଶାଖାପାଟନମ ଠାରେ ପୂର୍ବାହ୍ନ ୯ଘ.୨୫ମି.ରେ ପହଞ୍ଚିବ ଏବଂ ବିଶାଖାପାଟନମ ଠାରୁ ଅପରାହ୍ନ ୫ଘ.୪୫ମି.ରେ ଛାଡି ପଲାସା ଠାରେ ରାତ୍ର ୧୦ ଘଟିକାରେ ପହଞ୍ଚିବ |
B. 08434/08433 ପାଲାସା-ଭୁବନେଶ୍ୱର-ପାଲାସା ବିଶେଷ ଏକ୍ସପ୍ରେସ ଟ୍ରେନ ଏହାର ନିର୍ଧାରିତ ସମୟ ସାରଣୀ ପରିବେର୍ତ୍ତେ ଜାନୁୟାରୀ ମାସ ୧୮ ତାରିଖ ଠାରୁ ପରିବର୍ତ୍ତିତ ସମୟ ସାରଣୀ ପଲାସା ଠାରୁ ସକାଳ ୬ ଘଟିକାରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୯ଘ.୪୫ମି.ରେ ପହଞ୍ଚିବ ଏବଂ ଭୁବନେଶ୍ୱର ଠାରୁ ସନ୍ଧ୍ୟା ୬ଘ.୧୦ମି.ରେ ଛାଡି ପଲାସା ଠାରେ ରାତ୍ର ୧୦ ଘଟିକାରେ ପହଞ୍ଚିବ |
C. 08508/08507 ବିଶାଖାପାଟନମ୍-ରାୟାଗଡା-ବିଶାଖାପା