ମୁମ୍ବାଇ : ବି .ସି .ସି .ଆଇ ଏ.ଜି ଏମର ଗୁରୁତ୍ୱ ପୁର୍ଣ ବୈଠକରେ ସ୍ଥିର କରାଯାଇଛି ୨୦୨୨ ଆଇ.ପି.ଏଲ ମ୍ୟାଚ ଦଶ ଜଣ ଟିମ ମଧ୍ୟରେ ଖେଳ ଯିବାକୁ ସ୍ଥିର କରାଯାଇଛି l ଦଶ ଜଣ ଟିମ ମଧ୍ୟରେ ୯୪ ଟି ମ୍ୟାଚ ଖେଳାଯିବ ଓ ଦେଢ଼ ମାସ ପର୍ଯ୍ୟନ୍ତ ଏହି ମ୍ୟାଚ ଚାଲିବ l
ଏହାଦ୍ୱାରା ଅନ୍ତରାଷ୍ଟ୍ରିଆ ମ୍ୟାଚ ଖେଳାଯିବାକୁ ଥିବା କ୍ରିକେଟର ତାରିଖରେ ଅସୁବିଧାର ସମ୍ମୁଖୀନ ହେବ l ଏହାଦ୍ୱାରା ଆଇ.ପି.ଏଲ ମ୍ୟାଚର ପୁରା ସଂସ୍କରଣ ପାଇଁ ଭାରତ ବାହାର ଖେଳାଳିଙ୍କ ସହମତି ହେବ ଅତ୍ୟନ୍ତ ଆବଶ୍ୟକ l
ବର୍ତମାନ ପ୍ରସାରଣ ସାଷାଠିଟି ମ୍ୟାଚ ପାଇଁ ଥିବାବେଳେ ଅଧିକ ମ୍ୟାଚ ପାଇଁ ପୁଣି କଥାବାର୍ତା ହବାର ଆବଶ୍ୟକ ନିହାତି ଦରକାର ହଉଛି l ବର୍ତମାନ ଷ୍ଟାର ଇଣ୍ଡିଆ ପ୍ରତିବର୍ଷ ୬୦ ଟି ମ୍ୟାଚ ପ୍ରସାରଣ ପାଇଁ ୧୬ ,୩୪୭ ,୫୦ କୋଟି ତାଙ୍କ ଦେଉଛି l ବର୍ତମାନ କିଛି ବଡ ନାଁ (ଗୌତମ ଆଦାନି ଓ ସଂଜୀବ ଗୋଏଙ୍କା ) ଆଇ.ପି.ଏଲ ଟିମ ନେବାପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି l